ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ MDH ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଚିନ୍ତା ବଢାଉଛନ୍ତି ଭାରତୀୟ ମସଲା କମ୍ପାନି। ଏଭରେଷ୍ଟ୍‌ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମ୍‌ଡିଏଚ୍‌ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ହଂକଙ୍କ୍‌ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏହି ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଉପରେ ଯାଞ୍ଚ  ଚାଲିଛି | ଏହି ମସଲାରେ ହାରାହାରି ୧୪.୫%  ଜୀବାଣୁ ରହିଛନ୍ତି ବୋଲି କହିଛି…

Read More

ଲଘୁଚାପ ବର୍ଷା ପରେ ସ୍ଥିର ହେବ ଡ୍ୟାମର ଜଳ ନିଷ୍କାସନ ନିଷ୍ପତି

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓ ଉତ୍ତର ଓଡ଼ିଶା ଉପକୂଳରେ ଏବେ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଯାହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଜିର ସ୍ଥିତି ଅନୁସାରେ, ବିଭିନ୍ନ…

Read More

ଆବଶ୍ୟକତା ଠାରୁ ଅଧିକ ବିଳାସ କରୁଛନ୍ତି ମୋହନ : ରୁବେନ

ଭୁବନେଶ୍ୱର : ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ଏକ ୟୁଟ୍ୟୁବ ଭିଡିଓ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମୁଁ ରୁବେନ କହୁଛି ନାମକ ଏହି ଚ୍ୟାନାଲରେ ରୁବେନ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ସମୟର ସୌଖୀନ ଜୀବନ ବିଷୟରେ ଆଲୋଚନା କରିଛନ୍ତି । ରୁବେନ ଜୋର ଦେଇ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀଙ୍କ ବିଳାସପୂର୍ଣ୍ଣ ଜୀବନ ଜାପାନ ତଥା ଓଡ଼ିଶା ବାହାରକୁ କୌଣସି ଗସ୍ତ ସମୟର…

Read More

ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା

ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର…

Read More

Free Aadhaar Update ; ଏମିତି କରନ୍ତୁ ମାଗଣାରେ ଆଧାର ଅପଡେଟ୍ …

ଆଧାର କାର୍ଡ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପତ୍ର ଭାବେ ପରିଣତ ହୋଇଛି |କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକତା ପଡିଥାଏ  | ଏଭଳି ପରିସ୍ଥିତିରେ ଆଧାର ପ୍ରଦାନକାରୀ ସଂସ୍ଥା ସମୟ ସମୟରେ ଆଧାରରେ ଅନେକ  ତଥ୍ୟକୁ ଅପଡେଟ କରି କରିବାକୁ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆକୁ ଆଦେଶ ଦେଇଥାଏ  । କୋଟି କୋଟି ଆଧାର ବ୍ୟବହାରକାରୀଙ୍କ ମଧ୍ୟରେ ଆଧାର ଅପଡେଟ୍ କୁ ପ୍ରୋତ୍ସାହିତ କରିବା ପାଇଁ UIDAI ମାଗଣା ଆଧାର…

Read More

ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା

ଭୁବେନେଶ୍ୱର;ସଫଳତାର ସ୍ଵାଦ ଚାଖିବା ପାଇଁ କେବଳ ଯେ ସୁସ୍ଥ ଶରୀର ଥିବା ଆବଶ୍ୟକ ତାହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ । ଆଜି ବି ସମାଜ ନଜରରେ ଦିବ୍ୟାଙ୍ଗ ମାନେ ଉପେକ୍ଷିତ । କିନ୍ତୁ କିଛି କରି ଦେଖାଇବା ପାଇଁ ଦୃଢ଼ ମନୋବଳ ନେଇ ଆଗେଇ ଚାଲିଛନ୍ତି ଦୁଇ ବନ୍ଧୁ । ପୁଣି ଦୁହେଁ ଦୁହିଁଙ୍କର ସାଜିଛନ୍ତି ସାହାରା । ଏମିତି ଦୁଇ ଦିବ୍ୟାଙ୍ଗ ବନ୍ଧୁ ହେଉଛନ୍ତି ଅମ୍ୱାରିକ ଏବଂ ନର୍ମଦା…

Read More

ଲୋକସଭାକୁ ଡେଇଁଲେ ଯୁବକ, ଡ଼ରରେ ଛାନିଆ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର  ଅପରାହ୍ନରେ  ୨ଜଣ ବ୍ୟକ୍ତି ଲୋକସଭାର ‘ପରିଦର୍ଶକ ଗ୍ୟାଲେରି’ରୁ ଡେଇଁପଡ଼ି ନିମ୍ନ ସଦନରେ  ଦୌଡ଼ାଦୌଡ଼ି କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଆଜି  ସଂସଦ ଆକ୍ରମଣ ବାର୍ଷିକୀରେ । ଏହି ଦିନ ସୁରକ୍ଷା ଭଙ୍ଗ ହେବା ଅନେକଙ୍କୁ ଚକିତ କରିଛି। ବିଶେଷ କରି ସଂସଦର ସୁରକ୍ଷା ବଳୟ ଭେଦ କରି କିଭଳି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମଗ୍ରିକ ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ…

Read More

ରାଜ୍ୟର କାଳବୈଶାଖି ସମ୍ଭାବନା ନେଇ ୭ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର ; ରାଜ୍ୟରେ କା‌ଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି ।  ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସକାଳୁ ଆକାଶ ମେଘାଛନ୍ନ ରହିଛି ।   ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ୭ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରିକରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।  କେନ୍ଦ୍ରାପଡ଼ା, ବୌଦ୍ଧ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି,…

Read More

ଭାରତରେ କ୍ରିକେଟ ଆଉ ଚେସକୁ ନେଇ ଏକ ଆଲେଖ୍ୟ

ଭୁବନେଶ୍ୱର : (ରବି ନାରାୟଣ ସେନାପତି) – ଚେସ ଏବେ ଏକ ଆନ୍ଦୋଳନ ଭାବେ ଦେଖାଯାଇଛି। ଜଣେ କିଶୋର ଏବେ ବିଶ୍ବ ଚମ୍ପିୟାନ ହୋଇଥିବା ବେଳେ ଆଉ ଜଣେ କିଶୋରୀ ଏବେ ବିଶ୍ବ କପ ବିଜେତା। କ୍ରିକେଟ ଏ ଦେଶର ସବୁଠୁ ଲୋକପ୍ରିୟ ଖେଳ ହୋଇପାରେ କିନ୍ତୁ ଯାହା ଜଣାପଡେ ପ୍ରତି ଦିନ ଅଧିକ ଚେସ୍ ଖେଳାଳି ଇଣ୍ଟରନେଟରେ ଚେସ୍ ଖେଳୁଛନ୍ତି। କ୍ରିକେଟ ତ ନେଟରେ ଖେଳି ହେବ ନାହିଁ। କ୍ରିକେଟରେ ତିନୋଟି ଫର୍ମାଟ। ଚେସ ରେ…

Read More

ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

 ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ…

Read More