ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ…

Read More

ଜ୍ୟୋତି ବସୁଙ୍କୁ ପଛରେ ପକାଇ ଚାମଲିଂଙ୍କ ରେକର୍ଡ ଭାଙ୍ଗିବାକୁ ଅଗ୍ରସର ହେଲେ ନବୀନ

ଭୁବନେଶ୍ୱର : ଦିନ ଥିଲା ରାଜନୀତିର ‘ର’ ବୁଝୁ ନ ଥିଲେ। ହେଲେ ଆଜି ରାଜ୍ୟ ରାଜନୀତିର ବର୍ଣ୍ଣମାଳା ତାଙ୍କ ଆଗରେ ଫିକା ପଡ଼ିଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲମ୍ବା କ୍ଷମତା ରାଜନୈତିକ କ୍ୟାରିଅରରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି। ପଡୋଶୀ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଛନ୍ତି ନବୀନ ପଟ୍ଟନାୟକ। ଆଜି ଯାଏଁ ଜ୍ୟୋତି ବସୁ ଦେଶର ଦ୍ୱିତୀୟ ସର୍ବାଧିକ  ଅବଧିର ମୁଖ୍ୟମନ୍ତ୍ରୀ ବୋଲାଉ ଥିଲେ। ହେଲେ ସ୍ୱର୍ଗତ ବସୁଙ୍କୁ ପଛରେ…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More

ଜୟ ନାରାୟଣଙ୍କ ଓଡ଼ିଶା ବିଭାଜନ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ କୃଷ୍ଣା ମହାନ୍ତିଙ୍କ ଚିଠି

ଅନୁଗୋଳ :ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୋଶଳ ବୟାନ ପରେ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି l ଏହି ପ୍ରସଙ୍ଗରେ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଏକ ଚିଠି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲେଖିଛନ୍ତି l ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡିଶାର ଜାତୀୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ ନକରିବା ତଥା ଏହାକୁ…

Read More

କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More

ବିଶ୍ବକପରେ ଭାରତର ଲାଭ ଜାଣିଲେ ଆପଣ ହୋଇଯିବେ ଚକିତ…

 ଦିନିକିଆ ବିଶ୍ବକପରେ ଭାରତ ଫାଇନାଲରେ ହାରିଛି ସତ  , କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ମଙ୍ଗଳ କାରି ସାବସ୍ତ୍ୟ ହୋଇଛି  | ବିଶ୍ବକପ କାରଣରୁ ଭାରତର ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ଆକଳନ ଅନୁଯାୟୀ କ୍ରିକେଟ୍ ବିଶ୍ଵକପ୍ ଲାଗି ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଭାବ ହୋଟେଲଠାରୁ ଆରମ୍ଭ କରି ଟ୍ରାଭେଲ, ରିଟେଲ ଓ…

Read More

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର: ମନୋଜ ଆହୁଜା ରବିବାର ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି ।    ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ…

Read More

ଆଗୁଆ ନିର୍ବାଚନ ନ କରି ପଶ୍ଚାତାପ କରୁଛି ବିଜେଡି , ଶାସକ ବିରୋଧି ଜନମତ ବୃଦ୍ଧି ନେଇ ଚିନ୍ତାରେ ଦଳ

ଭୁବନେଶ୍ୱର:  ବିଜେଡି ବିରୋଧରେ ଜନମତ ଅଛି। ମାତ୍ର ତାହାକୁ ବିରୋଧି ମାନେ ଆୟପଧ କରି ବିଜେଡିକୁ କଡା ଟକ୍କର ଦେଇ ପାରୁନାହାନ୍ତି। ଏପରିକି ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଜେଡି ସହ ସମ୍ପର୍କ ଏହା ପାଇଁ ଦାୟୀ ବୋଲି କୁହାଯାଉଛି। କିଛିମାସ ପୂର୍ବରୁ ବିଜେପି ସପକ୍ଷରେ ଏକ ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ବାର୍ତ୍ତା ତୃଣମୂଳରେ…

Read More

ନୂଆଦିଲ୍ଲୀ ଗସ୍ତ ପରେ ବିଜେପି ନେତାଙ୍କ ନୀରବତା ନେଇ ବିଜେଡି-ବିଜେପି ମଧ୍ୟରେ ଭାଲେଣି…ସ୍ପଷ୍ଟ ଚିତ୍ର ନେଇ ଆହୁରି ଅପେକ୍ଷା ….ଶାହା ଆସିବେ ଜାନୁୟାରୀରେ…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡି, କଂଗ୍ରେସ ଓ ବିଜେପି ପାଗ ଭିଡ଼ିଲାଣି। ନିକଟରେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ଆଗ ଅପେକ୍ଷା ଅଧିକ ପ୍ରଦର୍ଶନ କରି ଦଳକୁ ସୁଦୃଢ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଥିଲେ। ମାତ୍ର ଇତି ମଧ୍ୟରେ ବିଧାୟକମାନେ ଓଡ଼ିଶା ଫେରିଲେଣି। ସେମାନଙ୍କ…

Read More