ଜିତିଗଲେ ଟ୍ରମ୍ପ, ଆହୁରି ମାଲାମାଲ ହୋଇ ଯିବେ କି ଆଦାନୀ…..

ଭୁବନେଶ୍ୱର : (ବିଜୟ ସାହୁ)  — ଏହି ବିଷୟଟି ବୁଝିବାକୁ ହେଲେ ପ୍ରଥମେ ଆମେରିକା ରାଜନୈତିକ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କୁ ବୁଝିବାକୁ ହେବ ।  ଆମେ ସମସ୍ତେ ଜାଣିଲେ ଟ୍ରମ୍ପ ସୁପ୍ରିମକୋର୍ଟ ଉପରେ ରାଜନୈତିକ ଚାପ ପକେଇ ଭ୍ରଷ୍ଟାଚାରରେ ଦୋଷୀ ବୋଲି ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ଦୋଷ ଘୋଷଣା ହେଲେ । ବର୍ତ୍ତମାନ 20 ଜାନୁଆରୀ ପରେ Make America Great America ( MAGA ) ନୀତି ଉପରେ କାର୍ଯ୍ୟ କରିବେ ।…

Read More

ବର୍ଷାଦିନେ ଚିନ୍ତା ବଢାଇଛି ଏହି ସଂକ୍ରାମକ ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରତିଷେଧକ

ଭୁବନେଶ୍ୱର : ବର୍ତ୍ତମାନ ଦେଶର ସବୁ ସ୍ଥାନରେ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି , ଏହି କାରଣରୁ ଅନେକ ସଂକ୍ରମଣ ରୋଗ ଦ୍ରୁତଗତିରେ ବ୍ୟାପିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇ, କେରଳ ଏବଂ ଦିଲ୍ଲୀରେ ଲେପ୍ଟୋସ୍ପାଇରୋସିସ୍ ସଂକ୍ରମଣ ମାମଲା ଜୋର ଧରିଛି l ଏହା ଏକ ରୋଗ ଯାହା ଯେକୌଣସି ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିପାରେ | ଲେପ୍ଟୋସ୍ପାଇରୋସିସ୍ ଲେପ୍ଟୋସ୍ପିରା ଜୀବାଣୁ ଦ୍ବରା ହୋଇଥାଏ, ଯାହା ଆପଣଙ୍କୁ, ଆଖି, ନାକ…

Read More

୧୫ ତାରିଖ ଭିତରେ ଘୋଷଣ ହୋଇପାରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ…

ସାଧାରଣ ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ପ୍ରମୁଖ ଦଳ ମାନେ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ସେହିପରି ଏହି ଦିଗରେ ବିଜେପି ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ରହିଯାଇଛି ଟିକେ ପଛରେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି। ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ।…

Read More

କଟକ ମହାନଗର ନିଗମ ଅଞ୍ଚଳରେସାର୍ବଜନୀନ ପୂଜା ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

  ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ  କଟକ ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ  ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ…

Read More

ନୈତିକତା ଦୃଷ୍ଟିରୁ  ରେଳମନ୍ତ୍ରୀ ଇସ୍ତଫା ଦେବା କଥା, ବହୁ ରାଜନେତା, ବୁଦ୍ଧିଜୀବୀଙ୍କ ଦାବି

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା 300 ପାଖାପାଖି ପହଞ୍ଚିଲାଣି। ହେଲେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବୁଲେଟ ଟ୍ରେନ, କବଚ ସୁରକ୍ଷା ବ୍ୟବସ୍ଥା ଏବଂ ବନ୍ଦେ ଭାରତ ଏକ୍ସପ୍ରେସର କଥା ବୋଲି ଭାରତୀୟ ରେଳବାଇ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରଦାୟିତ୍ୱ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା…

Read More

ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ…

Read More

India vs China : ଭାରତ ଚୀନ ସୀମା ବିବାଦ,ତିବତ ନୀତି,କେ ଏମ ପାନିକର -ନାନା ମତ

ନୂଆଦିଲ୍ଲୀ :(ବିଜୟ ସାହୁ )-1947 ପରେ ଚୀନରେ ନିଯୁକ୍ତ ପ୍ରଥମ ରାଷ୍ଟ୍ରଦୂତ କେ ଏମ ପାନିକର କେବଳ କୂଟନୈତିକ ଅଫିସର, ପ୍ରଶାସକ ନଥିଲେ ,ଜଣେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ ଥିଲେ । ତାଙ୍କର ଉଲ୍ଲେଖନୀୟ ଏକାଡେମିକ କ୍ୟାରିଅର ଥିଲା । ମାଡ୍ରାସ ଖ୍ରୀଷ୍ଟିଆନ କଲେଜ ( MCC )ରୁ  ଆବଶ୍ୟକ ଶିକ୍ଷା ସମାପ୍ତ ପରେ ଇଂଲଣ୍ଡର ଖ୍ରୀଷ୍ଟ କଲେଜ, ଅକ୍ସଫୋର୍ଡ ଯାଇଥିଲେ । ଡିଗ୍ରୀ ସମାପ୍ତ ପରେ ଲଣ୍ଡନର Middle Temple Law କଲେଜରେ ବାରିଷ୍ଟରୀ…

Read More

ଟାଟାଙ୍କୁ ଅଳି କଲେ ଏୟାର ଇଂଣ୍ଡିଆ ପାଇଲଟ

ମୁମ୍ବାଇ: ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବେତନ ସଂଶୋଧନ କରିବା ପରେ ଆରମ୍ଭ ହୋଇଥିବା ପାଇଲଟ୍‌ ବିଦ୍ରୋହ ଏବେ ଟାଟା ଗ୍ରୁପ୍‌ର ସେବା ଅଧ୍ୟକ୍ଷ ରତନ ଟାଟାଙ୍କ ପାଖରେ ପହଞ୍ଚିଛି। କଂପାନିର ୧୫୦୦ ପାଇଲଟ୍‌ ରତନ ଟାଟାଙ୍କୁ ଏକ ଭାବପୂର୍ଣ୍ଣ ଚିଠି ଲେଖି ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ଆମକୁ ସମ୍ମାନ ମିଳୁନାହିଁ। ଆମ ମନୋବଳ ଦୁର୍ବଳ ରହିଛି। ଆମେ ଭାବୁଛୁ ଯେ ଯଦି ଏଭଳି ସ୍ଥିତି ଲାଗିରହିବ ତାହା ଆମ କାର୍ଯ୍ୟ…

Read More

ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

କେବଳ କ୍ରିକେଟ ପଡିଆରେ ନୁହେଁ ବରଂ ଟଙ୍କା କମେଇବାରେ ମଧ୍ୟ କୋହଲି ଆଗରେ

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ ଏବଂ ସେ ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି । କ୍ରିକେଟ୍ ପିଚରେ ନିଜ ବ୍ୟାଟ୍ ସହିତ ହଇଚଇ ସୃଷ୍ଟି କରୁଥିବା ବିରାଟ ମଧ୍ୟ ରୋଜଗାର କ୍ଷେତ୍ରରେ ଶୀର୍ଷରେ ଅଛନ୍ତି। ନିକଟରେ ଫର୍ଚୁନ୍ ଇଣ୍ଡିଆ ବିରାଟ କୋହଲିଙ୍କୁ ଦେଶର ସବୁଠାରୁ ଧନୀ ଭାରତୀୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ବିଳାସପୂର୍ଣ୍ଣ ଜୀବନ ଜାପନ କରୁଥିବା କୋହଲିଙ୍କ ସଂପତ୍ତି ପ୍ରାୟ ୧ ହଜାର କୋଟିରୁ ଅଧିକ ହେବ…

Read More