ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଉତ୍ସବ ଆୟୋଜନ

ବୋଷ୍ଟନ : ନିକଟରେ ଆମେରିକାର ମାସାଚ୍ୟୁଟସଠାରେ ଶ୍ରୀ ଜଗନ୍ନାଥଙ୍କର ତୃତୀୟ ବାର୍ଷିକ ରଥଯାତ୍ରା ଉତ୍ସବ,ବାହୁଡା଼ ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ପର୍ବ ମହାସମାରୋହରେ ପାଳନ କରାଯାଇଛି। ନିଉ ଇଂଲଣ୍ଡ ନିବାସୀ ଓଡ଼ିଆ ସମ୍ପ୍ରଦାୟ ଏବଂ ନିଉ ଇଂଲଣ୍ଡ ଶିରିଡ଼ି ସାଇ ପରିବାରର ମିଳିତ ସହଯୋଗରେ, ଏହି ମହୋତ୍ସବମାନ ଆୟୋଜନ କରାଯାଇଥିଲା। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ଗ୍ରେଟର ବୋଷ୍ଟନର ଗ୍ରୋଟନସ୍ଥିତ ୯୯ନଂ ଶିରିଡ଼ି ୱେ ଠାରେ ଅବସ୍ଥିତ ନିଉ ଇଂଲଣ୍ଡ ଶିରିଡ଼ି ସାଇ…

Read More

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ, ପୁଅ ମାନଙ୍କୁ ପଛରେ ପକାଇଲେ ଝିଅ…

ଭୁବନେଶ୍ଵର; ପ୍ରକାଶ ପାଇଛି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଗତବର୍ଷ ଅପେକ୍ଷା ଚଳିତବର୍ଷ ମୋଟ ପାସ୍ ହାରରେ ଆସିଛି ୦.୬୫ ପ୍ରତିଶତ ଉନ୍ନତି । ଚଳିତବର୍ଷ ପାସହାର ପ୍ରତିଶତ ରହିଛି ୮୭.୯୮ । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।  ମୋଟ ୧୮,୪୧୭ ବିଦ୍ୟାଳୟର ଛତ୍ରଛାତ୍ରୀ ୭,୧୨୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ତ୍ରିଭାଣ୍ଡ୍ରମ୍ ରେ ପାସ ହାର ସର୍ବାଧିକ ୯୯.୯୧…

Read More

କ୍ରମାଗତ ୪ ଦିନ ହେଲାଣି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି

କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି। ଭୁବନେଶ୍ୱର: ୪୧.୦ ଡ଼ିଗ୍ରିଝାରସୁଗୁଡା: ୪୧.୦ ଡ଼ିଗ୍ରିସମ୍ବଲପୁର: ୪୦.୬ ଡ଼ିଗ୍ରିଚାନ୍ଦବାଲି: ୪୦.୦ ଡ଼ିଗ୍ରିହୀରାକୁଦ: ୩୯.୪ ଡ଼ିଗ୍ରିକେନ୍ଦୁଝର: ୩୭.୨ ଡ଼ିଗ୍ରିବାଲେଶ୍ୱର: ୩୫.୮ ଡ଼ିଗ୍ରିଗୋପାଳପୁର:…

Read More

ଦଶମ ଦିନରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ..ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିର ପ୍ରତି ପଞ୍ଚାୟତ ସାମିଲ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି।   ଏହି କାର୍ଯ୍ୟକ୍ରମର ଫୋକସ୍‌ ରହିଛି ପ୍ରତିଟି  ପଞ୍ଚାୟତ ଓ   ପ୍ରତି ଗାଁ ।  ଆଜି  ରାଜଧାନୀ ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।   ଏଥିପାଇଁ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁପୂଜନ

ଭୁବନେଶ୍ୱର, ୫/୯ : “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।  ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।ପ୍ରତି…

Read More

ନବୀନଙ୍କ ଅଧ୍ୟକ୍ଷତାରେ ୨୦ରେ ବସିବ ବିଜେଡ଼ି ବିଧାୟକ ଦଳ ବୈଠକ…

ଶଙ୍ଖ ଭବନରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। । ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର ଭୂମିକା କଣ ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ…

Read More

ଗୌରବ ଗୋଗେଇ ଲୋକସଭାରେ କଂଗ୍ରେସର ଉପ ନେତା…

ନୂଆଦିଲ୍ଳୀ: କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ…

Read More

ନିର୍ଦ୍ଵନ୍ଦରେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଭବାନୀ ଭୋଇ

ଭୁବନେଶ୍ବର:  ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ବୁଧବାର ଅପରାହ୍‌ଣରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗତକାଲି ସେ ବିଜେପି ପକ୍ଷରୁ ପ୍ରାଥିପତ୍ର ଦାଖଲ କରିଥିଲେ।…

Read More

ଧରାକୋଟ ବ୍ଲକରେ ୧୪ ନକଲି ଶିକ୍ଷକ

ଧରାକୋଟ: ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ଧରପଗଡ଼କୁ ଜୋର୍‌ଦାର୍ କରାଯାଇଛି। ଫଳରେ ନକଲି ଜାତିଗତ, ଜନ୍ମ ଓ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିକ୍ରମ‌ରେ ଧରାକୋଟ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ହସ୍ତଗତ ସୂଚନା ମୁତାବକ, ଏହି ବ୍ଲକ୍‌ରେ ମୋଟ ୧୪ ଜଣ ନକଲି ଶିକ୍ଷକ ଅଛନ୍ତି। ସେମାନଙ୍କ ବିରୋଧରେ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଧରାକୋଟ, ବଡ଼ଗଡ଼ ଓ ଗାଙ୍ଗପୁର ଥାନାରେ ଏତଲା ଦିଆ ଯାଇଥିଲା। ଦସମାନଙ୍କ ମଧ୍ୟରୁ…

Read More

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ’ ଉନ୍ମୋଚିତ

ଭୁବନେଶ୍ବର୧/୧୦: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମାର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଓ ଗବେଷକ ଆର୍‌ ବାଲାକ୍ରୀଷ୍ଣନ୍।ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ ସଦ୍ୟତମ ପୁସ୍ତକ ‘ଟେଲ୍‌ସ…

Read More