
ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ
ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ (ସିବିଏସ୍ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ପାସ୍ ହାର ରହିଛି । ସେହିପରି ଝିଅଙ୍କ ପାସ୍ ହାର- ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ୯୨.୨୭% ରହିଛି । ପିଲାମାନେ cbseresults.nic.inରେ ରେଜଲ୍ଟ ପାଇପାରିବେ ।ଓଡିଶାରେ ଗତବର୍ଷ ତୁଳନାରେ ୬.୪୮% ରେଜଲ୍ଟ ହ୍ରାସ ପାଇଛି…