ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା

ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର…

Read More

ଗୁରୁଦିବସରେ ଶିକ୍ଷା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:  ଗୁରୁଦିବସରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ସପ୍ତାହ ମଧ୍ୟରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି  ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନ ଦେଇଛନ୍ତି ।ପ୍ରତି ପଞ୍ଚାୟତରେ  ମଡେଲ ପ୍ରାଥମିକ ବିଦ୍ୟାଳୟ ହେବା ନେଇ  ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ…

Read More

ପୁଣି ସିବିଆଇକୁ ତଦନ୍ତ ଭାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଆଜକୁ 13 ବର୍ଷ…

Read More

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ ହେବ। ଛଅଟି ସର୍କଲ୍ ଯଥା ବ୍ରହ୍ମପୁର ସର୍କଲ୍, ସିଟି ସର୍କଲ, ରାୟଗଡ଼ା ସର୍କଲ, ଜୟପୁର ସର୍କଲ୍, ଆସ୍କା ସର୍କଲ୍ ଓ ଭଞ୍ଜନଗର ସର୍କଲରେ ୧୧/୦.୪ କେଭିର ଗୋଟିଏ ଲେଖାଏଁ ଭ୍ରାମ୍ୟମାଣ ସବଷ୍ଟେସନ…

Read More

ପୁଣି ପାକିସ୍ତାନରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?

ପାକିସ୍ତାନ: ୨୪ ଫେବୃଆରୀରେ ପାକିସ୍ତାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ   ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ମ୍ୟାଚ୍‌ରେ, ଖେଳାଳିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ତ୍ରୁଟି ଦେଖାଯାଇଥିଲା। ଏହି ମ୍ୟାଚ୍‌ରେ, ଯେତେବେଳେ ନ୍ୟୁଜିଲାଣ୍ଡ ଦଳ ଟାର୍ଗେଟର ପିଛା କରୁଥିଲା, ଜଣେ ଦର୍ଶକ ହଠାତ୍ ହାତରେ ଏକ ପୋଷ୍ଟର ଧରି ପିଚ୍‌ରେ ପହଞ୍ଚିଗଲେ। ଏହି ଅଜବ ଘଟଣା ପରେ, ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଟିକେ ନର୍ଭସ ହୋଇଗଲେ ଏବଂ ଏହି ଘଟଣା ପରେ…

Read More

କେଉଁ ୪ଟି ପ୍ରସଙ୍ଗରେ ସୌମ୍ୟ ରଞ୍ଜନ- ଅମିତ ଶାହା କରିଲେ ଆଲୋଚନା…

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଗତ ୧୮ ତାରିଖ ଦିନ ଅମିତ ଶାହାଙ୍କୁ ଭେଟିଥିବା ଆଲୋଚନା ହେଉଛି। ହେଲେ ଏହି ଭେଟଘାଟ କେତେ ଫଳପ୍ରଦ ହେବ, ତାହା ସମୟ କହିବ। ନିର୍ବାଚନ ଆସନ୍ନ ହୋଇଥିବାରୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଛି। ଯେ ଉଭୟଙ୍କ ମଧ୍ୟରେ କେଉଁ କଥାକୁ ନେଇ ଆଲୋଚନା ହୋଇଥିବ। ଅମିତ ଶାହା ନିଶ୍ଚୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର କେତେ…

Read More

ମତାମତ ଦେଇ ପାରିବେ ଉପଭୋକ୍ତା

ଭୁବନେଶ୍ୱର : (ଆନନ୍ଦ ମହାପାତ୍ର)-ଓଡିଶାର ଏକକୋଟି ଉପଭୋକ୍ତାଙ୍କୁ ପ୍ରାୟ ୫ ବର୍ଷଧରି ଟାଟା ପାୱାର ବିଦ୍ୟୁତସେବା ଯୋଗାଇ ଆସୁଛି। କେନ୍ଦ୍ରୀୟ ଓଡିଶାର ୮ ଟି ଜିଲ୍ଲାକୁ ଜୁନ ପହିଲା ୨୦୨୦ରୁ ଟିପିସିଓଡ଼ିଏଲ ବିଦ୍ୟୁତସେବା ଯୋଗଉଥିବା ବେଳେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲା ଓ ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାକୁ ଜାନୁଆରୀ ପହିଲା ୨୦୨୧ରୁ ଯଥାକ୍ରମେ ଟିପିଡବ୍ଲୁଓଡ଼ିଏଲ ଓ ଟିପିଏସଓଡ଼ିଏଲ ବିଦ୍ୟୁତ ଯୋଗାଣ କରୁଛି। ସେହିପରି ଉତ୍ତର ଓଡିଶାର ଅବଶିଷ୍ଟ ୫ଟି ଜିଲ୍ଲାକୁ ଏପ୍ରିଲ ପହିଲା ୨୦୨୧ରୁ ଟାଟା…

Read More

ଅଗଷ୍ଟରେ ଆସିବ ଶାହରୁଖଙ୍କ ନୂଆ ସିନେମା ଗୀତ… ଜାଣନ୍ତୁ ଏହାକୁ ନେଇ ବିବାଦ ଉଠିଛି କି…

ମୁମ୍ବାଇ : ପଠାନ ସିନେମାର ସଫଳତା ପରେ ଆଗକୁ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଜୱାନ ରିଲିଜ ହେବାକୁ ଯାଉଛି । ଅଗଷ୍ଟ ମାସରେ ଏହାର ପ୍ରଥମ ଗୀତ ରିଲିଜ ହେବ ବୋଲି ଜଣାପଡିଛି।  ଗୀତ ରିଲିଜ ହେବାର ଖବର ଆସିବା ପରେ ଏହାକୁ ନେଇ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚା ଜୋର ଧରିଛି।  ବିଭିନ୍ନ କାରଣରୁ ରିଲିଜ୍ ପୂର୍ବରୁ ‘ଜିନ୍ଦା ବନ୍ଦା’ ଗୀତଟି ଲାଇମ୍ ଲାଇଟ୍‌ରେ ରହୁଛି । ଏହି ଗୀତରେ ଶାହରୁଖଙ୍କୁ ହଜାରରୁ ଅଧିକ…

Read More

ବିରୋଧୀ ନେତା, ମନ୍ତ୍ରୀଙ୍କ ଫୋନ୍ ସମ୍ପର୍କିତ ସବୁ ଖବର ରଖୁଛନ୍ତି କେନ୍ଦ୍ର ସରକାର

କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀଙ୍କ ସମେତ ଅନେକ ବିରୋଧୀଦଳର ସାଂସଦ ଫୋନ ହ୍ୟାକ ହେଉଥିବା ଅଭିଯୋଗ ଆଣିଛନ୍ତି।ଏହି ନେତାମାନେ ଦାବି କରି କହିଛନ୍ତି କି, ‘ନିଜେ ଆପଲ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି।’ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଏହି ଘଟଣାକୁ ନେଇ କହିଛନ୍ତି, ‘ଆପଲରୁ ସେ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛନ୍ତି।…

Read More

ଘରେ ବସି ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି ? ତେବେ ପଢନ୍ତୁ ଏହି ରିପୋର୍ଟ……

ଆଜିର ଯୁଗରେ ସମସ୍ତେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କରୁଛନ୍ତି । ଏହି କାର୍ଯ୍ୟରେ ଘରୋଇ ବ୍ୟାଙ୍କ ଗୁଡୁକ ସବୁବେଳେ ଆଗରେ ରହିଆସିଛନ୍ତି | କିନ୍ତୁ ବର୍ତ୍ତମାନ କେବଳ ଘରୋଇ ନୁହେଁ ବରଂ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଆପଣଙ୍କୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଉଛନ୍ତି। ସେ ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ନୂତନ ଚେକ୍ ବୁକ୍ ବା ପାସ୍ ବୁକ୍ ଏସବୁ ଆପଣ ଘରେ ବସି ସହଜରେ ମଗେଇ ପାରିବେ । କେବଳ…

Read More