ବିଜେପି ଅନ୍ୟ ରାଜ୍ୟରେ ଦେଖାଉଥିବା ସକ୍ରିୟତା ଓଡ଼ିଶାରେ ଶିଥିଳ କାହିଁକି….

ଭୁବନେଶ୍ୱର : କରୋନା ସମୟ। ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ସହ ଶିବରାଜ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତି। କର୍ନାଟକରେ କୁମାରସ୍ୱାମୀଙ୍କ ନାଟକୀୟ ବିଦାୟ ପୁଣି ୟେଦୁରପ୍ପା ମଙ୍ଗ ଧରନ୍ତି। ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଯାଏ, ପୁଣି ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୁଅନ୍ତି। ଏମିତି ବର୍ଷେ ଚାଲିଯାଏ। ଅଜିତ ପାଓ୍ୱାର ଏନସିପି ବିଧାୟକ ଦଳରେ ବିଭାଜନ କରି ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତି।  ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ପଦ ଛାଡି ବିଜେପି ପାଇଁ ଲଢନ୍ତି। ମାତ୍ର ଓଡ଼ିଶାରେ ବିଜେପି ନେତା ଗର୍ଜନ୍ତି…

Read More

କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ…

Read More

୫ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା ; ପାଣିପାଗ ବିଭାଗ

ଭୁବନେଶ୍ବର; ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ନା ଘରେ ରହିହେଉଛି ନା ବାହାରେ । ଦେହରୁ ଝାଳ ଶୁଖିବା ଯେପରି ବନ୍ଦ ହୋଇଗଲାଣି । ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି । ମୌସୁମୀ ଓଡ଼ିଶା ଆସିସରିଲାଣି କିନ୍ତୁ ବର୍ଷାର ଏପର୍ଯ୍ୟନ୍ତ ଦେଖା ନାହିଁ । ଓଲଟି ଦିନକୁ ଦିନ ଗରମ ବଢ଼ି ବଢ଼ି ଚାଲିଛି । ଗ୍ରୀଷ୍ମ ଋତୁ ଆରମ୍ଭ ପରି ଅନୁଭବ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୫ ଦିନ ଏଭଳି…

Read More

ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା…

Read More

ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ହେଲେ ଡଃ ବିଶ୍ଵଜିତ୍

ଭୁବନେଶ୍ୱର  : ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ତଥା ସାମାଜିକ ନ୍ୟାୟ ପାଇଁ ନିରବଚ୍ଛିନ୍ନ ଅଭିଯାନରେ ଥିବା ଭାରତ ଯୋଡୋ ଅଭିଯାନର ବିହାରର ପାଟନା ଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବିଶିଷ୍ଟ ଗାନ୍ଧୀବାଦୀ ଡଃ ବିଶ୍ଵଜିତଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏହି ଭାରତ ଯୋଡୋ ଅଭିଯାନରେ ବିଶିଷ୍ଟ ସମାଜ ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ, ବିଜୟ ମହାଜନ, ଉଲକା ମହାଜନ, ପ୍ରଫେସର ଅଜିତ ଝା ପ୍ରମୁଖ ରାଷ୍ଟ୍ରୀୟ ସଂଯୋଜକ ରହିଛନ୍ତି। ବିଭିନ୍ନ ଜନ…

Read More

ଆମେରିକାରେ ଖେଳିବେ ଭାରତ – ପାକିସ୍ତାନର ଖେଳାଳି , ଜାଣନ୍ତୁ କେବେ ହେବ ଏହି ମ୍ୟାଚ୍ …

ଭୁବନେଶ୍ବର ; କ୍ରିକେଟ ପ୍ରେମୀମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ପ୍ରଶଂସକମାନେ ଖୁବଶୀଘ୍ର ପୁଣି  ଏହି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଆମେରିକାରେ ଖେଳାଯିବ। ତେବେ ଏନେଇ ମ୍ୟାଚର ତାରିଖ ଓ ସ୍ଥାନ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ହ୍ୟୁଷ୍ଟନର ମୋସେସ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଡିସେମ୍ବର ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ…

Read More

ବେଙ୍ଗଲୁରୁ ପରେ ଓଡ଼ିଶାରେ ବସିଲା ନଅ ବିରୋଧି ଦଳଙ୍କ ବୈଠକ, ଅଗଷ୍ଟ ମାସରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର :   ଶେଷରେ କଂଗ୍ରେସକୁ ବୁଝା ପଡିଲା। ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଧାର ଧରିବା ପରେ ଓଡ଼ିଶାରେ ଏନେଇ ପ୍ରଥମ ପ୍ରକ୍ରିୟା ଆରମ୍ଭ କଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଗୁରୁବାର ରାଜଧାନୀର ଏକ ଘରୋଇ ହୋଟେଲରେ ରାଜ୍ୟରେ ସକ୍ରିୟ ଅଣ ବିଜେପି-ବିଜେଡି ଦଳ ଗୁଡିକ ନେଇ ଏକ ପ୍ରାଥମିକ ବୈଠକ ହୋଇଯାଇଛି। ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରୟାସରେ ସାମାଜିକ ଆନ୍ଦୋଳନର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର…

Read More

ଦେବୀ ମିଶ୍ରଙ୍କ ବିରୋଧରେ ଲଢିବେ ଏହି ଅବସରପ୍ରାପ୍ତ ସରକାରୀ ଅଧିକାରୀ

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ଏକାଧିକ ଜିଲ୍ଲା ପାରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ଏହି ଠାରୁ ଦେବୀ ପ୍ରସାଦ ମିଶ୍ରଙ୍କ ହାତରୁ ସଙ୍ଗଠନ ଖସୁଥିବା ଜଣାପଡିଥିଲା। ମାତ୍ର ନବୀନଙ୍କ ଲୋକପ୍ରିୟତା ଏବଂ ବିଜେପିର ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ୨୦୧୯ ନିର୍ବାଚନ ବାତାବରଣ ଜିତାଇ ଆଣିଥିଲା। ମାତ୍ର ଏହା ପରେ ବିଭିନ୍ନ ତୃଣମୂଳ ସଭାରେ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରାଯିବ, ଅପଦସ୍ତ କରାଯିବା ଦେଖିବାକୁ ମିଳିଥିଲା। ଜଣେ…

Read More

ରାଜଧାନୀରେ ଶୀର୍ଷରେ ଡେଙ୍ଗୁ, ସବୁ ସରିବା ପରେ ପୁଣି ଡ୍ରୋନ୍ ପୁରାଣ ପଢାଇଲେ ମେୟର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚରମସୀମାରେ ପହଞ୍ଚିଛି। ପ୍ରତିଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ୍ କରିବାକୁ ମନା କରି ଦେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ କିଛିଦିନର ଚିକିତ୍ସା ପରେ ଛାଡି ଦେଉଛନ୍ତି।  ଏତେ ସବୁ ପରେ ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣାଧିନ ନାହିଁ। ଏନେଇ ସବୁ ମହଲରୁ ଭୁବନେଶ୍ୱର ମହାନଗର ନିଗମକୁ ସମାଲୋଚନା କରାଯାଇଛି। ଡେଙ୍ଗୁ ସମ୍ପର୍କରେ ମେୟର ସୁଲୋଚନା ଦାସ…

Read More

୬୨ ପ୍ରତିଶତ ଝିଅ ନିଜ ବାହାଘରର ଖର୍ଚ୍ଚ ନିଜେ ଉଠାଇବାକୁ ଚାହୁଁଥିବା ବେଳେ ,ଜାଣନ୍ତୁ କ’ଣ ରହିଛି ପୁଅଙ୍କ ପ୍ରତିଶତ …

ଆଗକୁ ଆସୁଛି ବାହାଘର ସିଜିନ । କିନ୍ତୁ ଏହି ବାହାଘର ଋତୁ ପୂର୍ବରୁ ଏମିତି ଏକ ତଥ୍ୟ ଆସିଛି ଯାହାକୁ ଦେଖିଲେ ସବୁ ବାପା – ମା ଖୁସି ହୋଇଯିବେ । ଇଣ୍ଡୋଆଲେଣ୍ଡସର ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଦେଶର ୪୨ ପ୍ରତିଶତ ପିଲା ସେମାନଙ୍କର ବିବାହର ଖର୍ଚ୍ଚ ସେମାନେ ନିଜେ ଉଠାଇ ବାକୁ ଚାହୁଁଛନ୍ତି । ତେବେ ଆମେ ସମସ୍ତେ ଜାଣିଛେ ଯେ ପୁଅ ମାନଙ୍କ ବିବାହ ଠାରୁ ଝିଅ…

Read More