କୋହଲିଙ୍କ ପାଇଁ କାହିଁକି ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଏହି ବିଶ୍ୱକପ୍, ତାଙ୍କ ଉପରେ କାହିଁକି ରହିଛି ସମସ୍ତଙ୍କ ନଜର

ମୁମ୍ବାଇ-  ଆଉ କେଇ ଘଣ୍ଟା ପରେ ସାରା ଦେଶରେ କ୍ରିକେଟ୍ ବିଶ୍ୱକପ୍ ର ବିଗୁଲ ବାଜିବାକୁ ଯାଉଛି। ଏହି କ୍ରୀଡ଼ା ମହାକୁମ୍ଭରେ ପ୍ରଦର୍ଶନ ହିଁ ଖେଳାଳିଙ୍କୁ ଇତିହାସରେ ଅମର କରିଦିଏ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସବୁ ଖେଳାଳିଙ୍କ ଲକ୍ଷ୍ୟ ରହିଥାଏ। ଏହି ମର୍ମରେ ଦେଖିଲେ ସୀମିତ ଓଭର କ୍ରିକେଟରେ ସାମ୍ପ୍ରତିକ ସମୟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ  ବିରାଟ କୋହଲିଙ୍କ  ଉପରେ ସମସ୍ତଙ୍କ ନଜର ରହିବ। ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକ ରେକର୍ଡ ଠାରୁ ସେ ମାତ୍ର…

Read More

୩ ମାସ ବଢିପାରେ ବର୍ଦ୍ଧିତ ପେନସନ ପାଇଁ ଆବେଦନ

ନୂଆଦିଲ୍ଲୀ : ଇପିଏଫ୍ଓ ଯୋଗ୍ୟ ଇପିଏସ୍ ସଦସ୍ୟମାନଙ୍କୁ ଅବସର ପରେ ଅଧିକ ପେନସନ୍ ପାଇଁ ଆବେଦନ କରିବାର ସୁଯୋଗ ଦେଇଛି। ଫେବୃଆରୀ ୨୦୨୩ରେ ଇପିଏଫଓ ତାହାର ସଦସ୍ୟମାନଙ୍କୁ ନିଯୁକ୍ତିଦାତାଙ୍କ ସହ ମିଳିତ ଆବେଦନର ବିକଳ୍ପ ଦେଇଥିଲା । ଇପିଏସ୍ ସଦସ୍ୟଙ୍କ ପାଇଁ ଆବେଦନର ଆଜି ପାଇ ଧାର୍ଯ୍ୟ  କରାଯାଇଛି, କିନ୍ତୁ  କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସ୍କିମର ଚାହିଦାକୁ ଦୃଷ୍ଟିରେ ରଖି ଶେଷତାରିଖକୁ ଆଉ ୩ ମାସ ବଢାଯିବାର ସମ୍ଭାବନା ରହିଛି । କର୍ମଚାରୀ ଭବିଷ୍ୟନିଧି…

Read More

ଆସନ୍ତା ୧୫ ତାରିଖରେ ବିଜେଡି ରାଜନୀତିରେ ହେବ କି ବଡ଼ ଘୋଷଣା , ପାଣ୍ଡିଆନଙ୍କ ପରବର୍ତ୍ତୀ ଦାୟିତ୍ୱ ଉପରେ ରହିବ ନଜର  

ଭୁବନେଶ୍ୱର:  ଭି.କେ ପାଣ୍ଡିଆନ୍। ନବୀନ ଓଡ଼ିଶା ତଥା ଫାଇଟ୍ –ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ୟକ୍ତି। ନିକଟରେ ପ୍ରଶାସନିକ ସେବା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ହେଲେ ସେ ସାଧାରଣ ସଦସ୍ୟ ଭାବେ କାର୍ଯ୍ୟ କରିବେ। ନା କୌଣସି ପଦବୀରେ ରହିବେ। ଯଦି ପଦବୀରେ ରହିବେ ତେବେ ଦଳୀୟ ନା ସରକାରରେ। ଦଳରେ ରହିଲେ କାର୍ଯ୍ୟକାରୀ ସଭାପତି ହେବେ ନା ଉପସଭାପତି। ଏନେଇ କଳ୍ପନାଜଳ୍ପନା ଲାଗି…

Read More

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ପୁନଃନିର୍ମାଣ ପାଇଁ
୨.୪୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର;ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ…

Read More

‘ଟାଇଗର ୩’ ରିଲିଜରେ ପ୍ରେକ୍ଷାଳୟରେ ଫୁଟିଲା ବାଣ …

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଥିଲେ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ବାସ୍ତବରେ ଦୀପାବଳି ଦିନ ‘ଟାଇଗର ୩’ ରିଲିଜ୍ ହୋଇଛି। ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ  ଅଛନ୍ତି ।…

Read More

ପରିବା ଦରବୃଦ୍ଧି ବିରୋଧରେ ଛାତ୍ର କଂଗ୍ରେସର ନିଆରା ପ୍ରତିବାଦ

ଭୁବନେଶ୍ୱର : ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ରବିବାର ସୁଲଭ ମୂଲ୍ୟରେ ପରିବା ବିକି ନିଆରା ଢଙ୍ଗରେ ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ…

Read More

ଡିସେମ୍ବର ୩ରେ ପ୍ରକାଶ ପାଇବ ୫ ରାଜ୍ୟର ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ  ସୋମବାର ନିର୍ବାଚନ କମିସନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କରି ନିର୍ବାଚନ ତାରିଖ, ନିୟମାବଳୀ ଇତ୍ୟାଦି ଘୋଷଣା କରିଛନ୍ତି। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ଅନ୍ୟ  ୪ ଟି…

Read More

କୋଟିଆ ବିବାଦର ସମାଧାନ, ସୁରେଶଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଗ୍ରାମପୁଞ୍ଜ କୋଟିଆକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ବିଧାନସଭାରେ କୋଟିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ବିଜେପି ଦ୍ୱାରା ଉପସ୍ଥାପିତ ହୋଇ ଆସିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ଆନ୍ଧ୍ର ଅଫିସରଙ୍କୁ ଘଉଡାଇଥିବା ଭିଡିଓ ଛାଡିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ତତ୍କାଳୀନ ବିଜେଡି ସରକାର ରାଜ୍ୟର ଜମି ସୁରକ୍ଷା କରିବାରେ ବିଫଳ ବୋଲି…

Read More

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଚଳିତ ବର୍ଷର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଆସନ୍ତା ଅଗଷ୍ଟ ମାସ ୧୧ ତାରିଖ ଯାଏଁ ଚାଲିବ। ଶନିବାର କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଗୀ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି ଯେ, ପାର୍ଲାମେଣ୍ଟର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ…

Read More

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ

୯୩ % ମୋଟ୍ ପାସ୍ ହାର୯୬ % ପାସ୍ ହାରରେ ଆଗୁଆ ଛାତ୍ରୀମେ ୧୪ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଭୁବନେଶ୍ବର (ତା୦୨/୦୫ ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଅନ୍ୟ ବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ୯୬% ହାରରେ ଛାତ୍ରୀମାନେ ଆଗୁଆ ଅଛନ୍ତି । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ…

Read More