G-20 submit; ଜି – ୨୦ ହେଲା ଜି – ୨୧ ଜଣାନ୍ତୁ କେଉଁ ଦେଶକୁ ମିଳିଲା ସଦସ୍ୟ ହେବାର ସୁଯୋଗ…

ଗ୍ରୁପ ଅଫ୍ ୨୦ ନେସନ୍ ବା ଜି –୨୦ ରାଷ୍ଟ୍ର ଗୋଷ୍ଠିର ସଦସ୍ୟ ସଂଖ୍ୟା ୨୧ବ କୁ ବୃଦ୍ଧି ପାଇଛି । ଆଜି ଏଥିରେ ଆଫ୍ରିକାନ ୟୁନିୟନ୍ସକୁ ସ୍ଥାୟୀ ସଦସ୍ୟ ମିଳିଛି ଯାହା ଫଳରେ ଏହି ଦେଶକୁ ୟୁରୋପୀୟ ସଂଘ ତୁଲ୍ୟ ମର୍ଯ୍ୟଦା ପ୍ରଦାନ କରାଯାଇଛି । ତେବେ ପୂର୍ବରୁ ଏହି ଦେଶକୁ ସଦସ୍ୟତା ପ୍ରଦାନ କରିବା ପାଇଁ ଜି-୨୦ ସମ୍ମିଳନୀ ଆୟୋଜକ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନୀ ଏ…

Read More

ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ 

ଭୁବନେଶ୍ବର : ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡିଶାର ପୁଅ  । ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ପାଇଛନ୍ତି । ଦେବଦତ୍ତ ଚାନ୍ଦର ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ। । ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର…

Read More

world athletics championships; କେମିତି ଓ କେତେବେଳେ ଦେଖିବେ ନୀରଜ ଚୋପ୍ରାଙ୍କ ଖେଳ ଜାଣନ୍ତୁ …

ଭୁବନେଶ୍ଵର;ଭାରତୀୟ ଅଲିମ୍ପିକ୍ ଜାଭେଲିନ୍ ଚାମ୍ପିଅନ୍ ନୀରଜ ଚୋପ୍ରା ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ। ଗତ ଥର ଏହି ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ, କିନ୍ତୁ ଚଳିତ ବର୍ଷ ସେ ପଦକ ରଙ୍ଗକୁ ରୂପା ରୁ ସ୍ୱର୍ଣ୍ଣକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଏହା ସହିତ ସେ ମଧ୍ୟ ଏହି ପ୍ରତିଯୋଗିତାରେ ୯୦ ମିଟର ରେକର୍ଡ଼ ଅତିକ୍ରମ କରିବାକୁ ପ୍ରୟାସ କରିବେ| ନିକଟରେ…

Read More

ଭଲକିନି ଚୂନା ଲଗେଇଥିଲେ ସର୍ଭେ ସଂସ୍ଥା, ଅତି ଚାଲାକିରୁ ବାଉଳା ହେଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ହାଲୁକା ଭାବେ ନେଇଥିବା ବିଜେଡି ପଦ୍ମପୁର ଉପନିର୍ବାଚନରୁ ସକ୍ରିୟ ହୋଇଥିଲା। ଏହି କ୍ରମରେ ବିଜେଡି ଦେଶର ଜଣାଶୁଣା ନିର୍ବାଚନ ପ୍ରକ୍ରିୟା ପରିଚାଳନା ସହଯୋଗୀ ପ୍ରଶାନ୍ତ ପାଣ୍ଡେ ଓରଫ୍ ପ୍ରଶାନ୍ତ କିଶୋରଙ୍କ ସହ ଯୋଗାଯୋଗ କରିଥିଲା। ବିଜେଡିର ନମ୍ବର ଦୁଇ କୁହାଯାଉଥିବା ତତ୍କାଳୀନ ଅଧିକାରୀ ତଥା ଭି.କେ ପାଣ୍ଡିଆନ ଏବଂ କେତେକ ବାବୁ ପ୍ରଶାନ୍ତଙ୍କ ସହ ଆଲୋଚନା କରୁଥିଲେ। ବିଜେଡି ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରୁଥିବା ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିଟିକାଲ୍…

Read More

ପାଣିପାଗ ବିଭାଗର ସୂଚନା : ଆଗାମୀ ସପ୍ତାହରେ ପ୍ରବଳ ବର୍ଷା

 ଭୁବନେଶ୍ବର; ରାଜ୍ୟରେ ପାଣିପାଗରେ ସେମିତି କିଛି  ପ୍ରଭାବ ଦେଖାଦେଉନି । ଆଦ୍ରତା ଅଧିକ ରହିବା ଫଳରେ ଦିନରେ ଗୁଳୁଗୁଳି ଅନୁଭୂତ ହେବ। ତେବେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇ କହିଛନ୍ତି । ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି। ଗତବର୍ଷ ୧୩୬.୧ ମି.ମି….

Read More

୧୪ଟି‘ମିଲେଟ୍ ଶକ୍ତି ବିକ୍ରୟ କେନ୍ଦ୍ର’ରୁ ଅଢେଇ କୋଟିର ବ୍ୟବସାୟ

୫୦ଟଙ୍କା ଜମାରାଶିରୁ ଆରମ୍ଭ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଆଜି ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍‌ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ । ଅଧିକାଂଶ ସମୟରେ ତାହା ବିଶ୍ୱାସଯୋଗ୍ୟ ମଧ୍ୟ ହୋଇପାରୁନଥିଲା । ମାତ୍ର ଏବେ ସେମାନେ ବିଶ୍ୱଦରବାରରେ ପହଂଚିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି…

Read More

ଟି-୨୦ ବିଶ୍ଵକପ ଜିତିବାରେ ଭାରତ ରହିଛି ଆଗରେ, ଏମିତି କିଛି କହିଲେ ଏହି ବିଦେଶୀ ଖେଳାଳି…

ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚଛନ୍ତି । ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା…

Read More

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ- ରାୟଗଡ଼ା ଏବଂ ଝାରସୁଗୁଡ଼ାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ…

Read More

୨୧ରେ ବିଧାନସଭା ସର୍ବଦଳୀୟ ବୈଠକ, ୨୩ରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ …

ଭୁବନେଶ୍ବର;୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ…

Read More

ସାନା-ଲିସା ଆଉ ତାଙ୍କ ଭଉଣୀ..ନେଇଯିବେ ମଣିଷ ଚାକିରୀ.. ବସି ବଜେଇବ ଖଞ୍ଜଣି….

ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମରେ ସମାଜରେ ଦେଖୁଥିବା ଦର୍ଶକ ସାନା ଏବଂ ଲିସା ନାମ ସହ ବେଶ୍ ପରିଚିତ ହୋଇଯିବେଣି। ସାନା ଜାତୀୟସ୍ତରୀୟ ଜଣେ ଅଗ୍ରଣୀ ଚ୍ୟାନେଲର ଉପସ୍ଥାପିକା ଏବଂ ଲିସା ଆମ ରାଜ୍ୟ ଓଡ଼ିଶାର ସବୁଠୁ ଲୋକପ୍ରିୟ ଚ୍ୟାନେଲର ଉପସ୍ଥାପିକା। ଏମାନେ ସାଧାରଣ ଉପସ୍ଥାପିକା ନୁହଁନ୍ତି। କୃତ୍ରିମ ବୁଦ୍ଧିମତ୍ତା/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଏହି ଦୁଇ ଉପସ୍ଥାପିକାଙ୍କୁ ସୃଷ୍ଟି କରାଯାଇଛି। ଏମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବ, ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ପୂର୍ବରୁ ଏହି…

Read More