ବିଏମସିର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର : ଭୁନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଶକ୍ତି ବୃଦ୍ଧି ଦିଗରେ ପଦକ୍ଷେପ

ବ୍ରହ୍ମପୁର : ଟିପି ସାଉଥ୍ ଓଡିଶା ବିତରଣ ଲିମିଟେଡ୍, ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁରର ଗୋଷାଣୀ ନୂଆଗାଁ ଫିଡର୍ ଏବଂ ନେଟୱାର୍କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦିଗରେ କାର୍ଯ୍ୟ ଚାଲିଅଛି | ଏହି ପ୍ରକଳ୍ପଟି ଅଞ୍ଚଳର ବାସିନ୍ଦାଙ୍କୁ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ଏବଂ ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର ଏକ ଅଂଶ ଭାବରେ, ଟିପିଏସ୍ଓଡିଏଲ୍ ଆମ୍ବ ମାର୍କେଟରୁ ରୟାଲ ଫାର୍ମାସି କଲେଜ ପର୍ଯ୍ୟନ୍ତ ଏକ ବିକଳ୍ପ ଲାଇନ ତିଆରି କରୁଛି, ଯାହାକି…

Read More

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ …

ଭୁବନେଶ୍ବର: ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା। ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ସେ ଇସ୍ତଫା ଦେଇଛନ୍ତି। ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି ସଭାପତିଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ସେ ମାର୍ଚ୍ଚ ୨୨ରେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ।ପରାଜୟ ପାଇଁ ସେ ନୈତିକତା ଭାବେ ନିଜକୁ ଦାୟୀ…

Read More

ଲର୍ଡ୍ସ ଟେଷ୍ଚରେ ଦ୍ୱିତୀୟ ପରାଜୟ ଆଡକୁ ଯାଉଛି ଇଂଲଣ୍ଡ୍

ଲର୍ଡ୍ସ: ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୯୧ ରନ୍‌ରେ  ଆଗୁଆ  ନେଇଛି। ଅଷ୍ଟ୍ରେଲିଆର ପ୍ରଥମ ପାଳିର  ୪୧୬ ରନ୍‌ ଜବାବରେ ଘରୋଇ ଇଂଲଣ୍ଡ ଶୁକ୍ରବାର ପ୍ରଥମ ପାଳିରେ  ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୨୫ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ଅଷ୍ଟ୍ରେଲିଆ ବର୍ଷା ପାଇଁ ତୃତୀୟ ଦିନ ଖେଳ  ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୩୦ ରନ୍‌…

Read More

ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି; ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ। ଏନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ପବିତ୍ର ସାଉଁଟା। ବିଧାୟକଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲିଖିତ ଉତ୍ତର ରଖି କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଜି ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାସହିତ ସବୁ ଘରକୁ ବିଜୁଳି ସଂଯୋଗ…

Read More

ଜି-ମେଲ୍ ରେ ଯୋଡିହେବ ବ୍ଲୁ-ଟିକ୍

ନୂଆଦିଲ୍ଲୀ : ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ କରିବା ପାଇଁ ଯାଉଛି ।  ଏହି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ । ଗୁଗୁଲ୍ ଖୁବ୍‌ଶୀଘ୍ର ଏହି ସୁବିଧା ପ୍ରଦାନ କରିବ। ନେଇ କଂପାନି ଏହାର ଅଫିସିଆଲ ବ୍ଲଗ୍‌ ପୋଷ୍ଟ୍‌ରେ  ସୂଚନା ଦେଇଛି। ଏହି ସୁବିଧା ଦ୍ବାରା ‌ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍‌ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ…

Read More

ଏହି ଦୁଇଟି ଚ୍ୟାନେଲ୍ ମାଗଣାରେ ଦେଖାଇବେ ଭାରତ – ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । କିପରି ଆସନ୍ତୁ ଜାଣିବା ,,,,,,, 

ଭୁବନେଶ୍ବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜକୁ ଭେଟିବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇ, ବା ଆସନ୍ତାକାଲି ଡୋମିନିକାରେ ଖେଳାଯିବ | ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳର ରେକର୍ଡ କାରିବିଆନ୍ ମାଟିରେ ବହୁତ ଭଲ ରହିଛି । ଏହିପରି ଅନ୍ୟପକ୍ଷରେ ଗତ କିଛିଦିନ ତଳେ ୱେଷ୍ଟଇଣ୍ଡିଜ୍ ୨୦୨୩ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଛି। ତେବେ ଏହି ଶୃଙ୍ଖଳାକୁ ନେଇ ଭାରତୀୟ…

Read More

ବିଶ୍ବକପ ଓ ଏସିଆ କପରେ ଭାରତ ମ୍ୟାଚକୁ ମାଗଣାରେ ଦେଖାଇବ ହଟଷ୍ଟାର

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର।ଭାରତର କ୍ରିକେଟ୍ ପ୍ରିୟ ପ୍ରଶଂସକଙ୍କୁ ମାଗଣାରେ ମୋବାଇଲ୍‌ ଲାଇଭ୍‌ ଷ୍ଟ୍ରମିଂ ଯୋଗାଇଦେବ ୱାଲ୍ଟ ଡିଜନି ସହଯୋଗୀ କମ୍ପାନି ହଟ୍‌ଷ୍ଟାର୍‌। ଆଇପିଏଲ୍‌ ସମୟରେ ଜିଓ ସିନେମା ମାଗଣା ଷ୍ଟ୍ରିମିଂ କରି ଲୋକପ୍ରିୟତା ଅର୍ଜନ କରିବା ସହ ଏକାଧିକ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଏବେ ‌ହଟଷ୍ଟାର୍‌ କହୁଛି ଆସନ୍ତା ଏସିଆ କପ୍ ଏବଂ ପୁରୁଷ ଦିନିକିଆ ବିଶ୍ବକପ୍‌କୁ ମଧ୍ୟ ଏହାର ବ୍ୟବହାରକାରୀଙ୍କୁ ମାଗଣାରେ ଯୋଗାଇଦେବ। ଆଇପିଏଲ୍‌ ନିଲାମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଜିଓ ସ‌ିନେମା…

Read More

ଖୁବଶୀଘ୍ର ବିଜେପିରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ, କଥାବାର୍ତ୍ତା ଜାରି ରଖିଛନ୍ତି ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୬।୩ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବିଜେଡି ଟିକେଟ୍ ରେ ବିଜୟୀ ହୋଇଥିଲେ। ମାତ୍ର ତିନି ଜଣେ ନେତା ବର୍ତ୍ତମାନ ବିଜେପିରେ ଯୋଗଦାନ କରିସାରିଲେଣି। ଆଗକୁ ଏହି ତାଲିକା ବଢିବାରେ ଲାଗିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ରାଜ୍ୟର ଜଣେ ପୁରୁଣା ଏବଂ ଅଭିଜ୍ଞ ରାଜନେତା ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛି। ସେ ଜନତା ଦଳ ସମୟରୁ ରାଜନୀତି କରି ଆସୁଛନ୍ତି।…

Read More

କୃଷିଜାତ ସାମଗ୍ରୀର ବଜାର ସୁବିଧା:ଓଏସଏଏମ ବୋର୍ଡ ଓ ଆଇସିଆରଆଇଏସ୍ଏଟି ମଧ୍ୟରେ ରାଜିନାମା

ଭୁବନେଶ୍ୱର, ୨/୫-(ବ୍ୟୁରୋ ) : ରାଜ୍ୟରୁ ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାର ସୁବିଧା ପାଇଁ ସମବାୟ ବିଭାଗ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଯାହା ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି), ୪୩ କୃଷକ ବଜାର, ୭୬ ଟି ମ୍ୟୁନିସିପାଲିଟି ବଜାର ସହିତ ୮୦୦ ଏଫ୍ପିଓ ଏବଂ ମହିଳା ଏସଏଚଜି କୁ ଏକାଠି କରିିବ । ଏଥିପାଇଁ ବିଭାଗ ତରଫରୁ ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡ (ଓଏସ୍ଏଏମ୍ ବୋର୍ଡ) ଏବଂ ହାଇଦ୍ରାବାଦ ସ୍ଥିତ…

Read More