Headlines

ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି…

Read More

ରାଜ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡ଼ରୁ ୩ ଜଣ,…

Read More

ପୁଣି ଆଉ ଏକ ରେଳ ଦୁର୍ଘଟଣା

ଭୁବନେଶ୍ବର:ପୁଣି ଓଡ଼ିଶାରେ ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଡୁଙ୍ଗୁରୀମାଇନସରୁ ବରଗଡ଼ ଆସୁଥିବା ବେଳେ ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍‌ରଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିଲା । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନାରୁ ଜଣାପଡି଼ଛି ।

Read More

କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା  ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି।  ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର…

Read More

ଲୋକସଭା ଲଢିବେନି ଭକ୍ତ ଚରଣ ଦାସ, ନର୍ଲାରୁ ବିଧାନସଭା ପାଇଁ ଲଢିବେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇ ପାରନ୍ତି। ପ୍ରାୟ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭକ୍ଚ ଚରଣକୁ ବିଧାନସଭା ମଇଦାନରେ ଦେଖିବାକୁ ମିଳିପାରେ। ଏହି ଆସନଟି ବର୍ତ୍ତମାନ ବିଜେଡି ହାତରେ ରହିଛି । ପୂର୍ବତନ କଂଗ୍ରେସ ନେତା , ବିରୋଧି ଦଳ ନେତା ଭୂପିନ୍ଦର ସିଂ ବିଜେଡିରୁ ଏହି ଆସନରୁ ବର୍ତ୍ତମାନ ପ୍ରତିନିଧିତ୍ୱ କରୁଛନ୍ତି। ଭକ୍ତ ଚରଣ ଦାସ ପ୍ରଭାରୀ କୋଟାରେ ସିଡବ୍ଲ୍ୟୁସି ସମ୍ପ୍ରସାରଣରେ…

Read More

ଦୋମାରାଜୁ ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ୫ କୋଟିର ପୁରସ୍କାର

ଚେନ୍ନାଇ: ଚେସ ମାଷ୍ଟର ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ବଡ ଭେଟି। ବିଶ୍ଵର ସର୍ବକନିଷ୍ଠ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଷ୍ଟାଲିନ ସରକାର। ଗୁରୁବାର ଖେଳାଯାଇଥିବା ବିଶ୍ଵ ଚେସ ଚାମ୍ପିଅନସିପର ଅନ୍ତିମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଗୁକେଶ ଗତବର୍ଷର ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଏହି ୧୪ ରାଉଣ୍ଡର ମୁକାବିଲାକୁ ଗୁକେଶ ୭.୫-୬.୫ ପଏଣ୍ଟ ବ୍ୟବଧାନରେ ଜିତି…

Read More

ଏଥର ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା – ବଜ୍ରପାତର ସୂଚନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା…

Read More

ରାଜ୍ୟ ସରକାରଙ୍କ ଆୟୋଜନରେ ହବିଶ୍ୟାଳି ଖୁସି

ଭୁବନେଶ୍ୱର : ଦୁଇଦିନ ହେବା କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ  ଆଭାସୀ ମାଧ୍ୟମରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହବିଶ୍ୟାଳି ଏବଂ ସେମାନଙ୍କ ବନ୍ଧୁ ପରିଜନ ବେଶ୍ ପ୍ରଶଂସା କରିଛନ୍ତି। ସାମଗ୍ରିକ ଭାବେ ରାଜ୍ୟ ସରକାର ଉନ୍ନତ ବ୍ୟବସ୍ଥା କରିଥିବାରୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।   ସାରା ରାଜ୍ୟରୁ ଏହି ଅବସରରେ…

Read More

କଳାହାଣ୍ଡି-ମୟୁରଭଞ୍ଜ ଜିଲ୍ଲା ପାଇଁ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ପ୍ରକଳ୍ପ ଦୁଇଟି ହେଉଛି –  କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କଳାହାଣ୍ଡି ମୁରଲୀଝର…

Read More

ମୋରଡ଼ା: ବିଜେଡି ଆଶାୟୀ ସାଜିଛନ୍ତି ତୃତୀୟ ମହଲା ମୁଣ୍ଡବିନ୍ଧାର କାରଣ

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ଅଣସଂରକ୍ଷିତ ବିଧାନସଭା ଆସନ ମୋରଡ଼ା ନେଇ ବିଜେଡି ନୂଆ ପ୍ରାର୍ଥୀ ଖୋଜୁଛି। ବର୍ତ୍ତମାନ ବିଧାୟକ ଥିବା ରାଜ କିଶୋର ଦାସଙ୍କୁ ପୁର୍ନବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ।  ତେଣୁ ସେଠାରେ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଏବଂ ଅଧିକାଂଶ ବିଧାନସଭାରେ ବିଜେଡି ପରାସ୍ତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ କିଶୋର ଦାସ ମୂଳତଃ ବିଜେଡି ନୁହଁନ୍ତି। ବିଜେପିରେ…

Read More