ଓଡ଼ିଶାର ୮୯୦ଟି ଏସବିଆଇ ଶାଖାରେ ୨୦୦୦ ଟଙ୍କିଆ ବଦଳ କରିହେବ

ଭୁବନେଶ୍ୱର : ରାଜ୍ୟର ମୋଟ ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଓଡ଼ିଶା ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ବଦଳ ପାଇଁ ରହିଛି। ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛିl ତେଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ। ଲୋକମାନେ…

Read More

*୩୩ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର * ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରକୁ ୩ ବର୍ଗରେ ପୁରସ୍କାର

ଭୁବନେଶ୍ୱର, ୧୫/୧୧- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ନଭେମ୍ବର ୧୪ ତାରିଖ ଦିନ ଘୋଷଣା କରାଯାଇଥିବା ୩୩ ତମ ରାଜ୍ୟ ଚଳଚିତ୍ର ପୁରସ୍କାର – ୨୦୨୧ ବର୍ଷ ପାଇଁ ସୁଧନ୍ୟା କ୍ରିଏଟିଭସ୍ ପ୍ରଯୋଜିତ ‘ବିଶ୍ୱାସ’ – ଦ ଲାଇଟ ଓଭର ଡାର୍କନେସ ଚଳଚ୍ଚିତ୍ରଟିକୁ ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ବିଶ୍ୱାସ ଚଳଚିତ୍ରର ନିର୍ଦେଶକ, ଚିତ୍ରନାଟ୍ୟ, ଗୀତିକାର ଓ ସଂଳାପକାର ଶ୍ରୀ ଚିନ୍ମୟ…

Read More

ଟି -୨୦ ରେ ରୋହିତଙ୍କ ପରେ ଭାରତର ମଙ୍ଗ ସମ୍ଭାଳିବେ ପାଣ୍ଡ୍ୟା…

ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ ମଙ୍ଗ ସମ୍ଭାଳିବେ ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମା ବିଶ୍ୱକପ ଜିଟି ସାରିବା ପରେ ଆନ୍ତର୍ଜାତୀୟ ଟି -୨୦ ରୁ ଅବସର ନେଇଥିଲେ।…

Read More

ରାଜ୍ୟରେ ମୋବାଇଲ ବ୍ୟବହାରୀଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ

ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୪ଫେବୃଆରୀ ସୁଦ୍ଧା ରାଜ୍ୟରେ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୦ ହଜାର ୧୪୫ ହୋଇଛି । ଏହି ମାସରେ ଟେଲିକମ୍ ଉପଭୋକ୍ତା ସଂଖ୍ୟାରେ ୧ ଲକ୍ଷ ୭୬ ହଜାର ୬୭୫ ବୃଦ୍ଧି ଘଟିଛି । ରାଜ୍ୟରେ ଥିବା ଚାରି ଟେଲିକମ୍ ଅପରେଟରଙ୍କ ମଧ୍ୟରୁ ଦୁଇଟି…

Read More

ଫେରିଲେ ନବୀନ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ପହଁଞ୍ଚିଛନ୍ତି। କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଗତ ଜୁନ୍ ୨୦ ରେ ନବୀନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହି ୨୧ ଦିନ ହେଉଛି ନବୀନଙ୍କ ରାଜ୍ୟ ରାଜଧାନୀରୁ ଦୂରରେ ରହିବାର ସବୁଠାରୁ ଲମ୍ବା ସମୟ। ଉପାଧ୍ୟକ୍ଷ…

Read More

ଅନ୍ଧାରରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଧାନସଭା…. ଠିକ୍ ତଥ୍ୟ ଦେଉ ନାହାନ୍ତି ଜିଲ୍ଲାପାଳ

କଟକ/ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ଶାସନ ଚାଲି ଯାଇଛି, ମୋହନ ମାଝୀଙ୍କ ଶାସନ ଆସିଛି କିନ୍ତୁ ଅଫିସରରାଜ ସେମିତି ଜାରି ରହିଛି l ମୁଖ୍ୟମନ୍ତ୍ରୀଙ୍କ ଅଜ୍ଞାନତାର ସୁଯୋଗ ନେଇ ଏବେବି ପାଣ୍ଡିଆନଙ୍କ ସ୍ଳିପର ସେଲର କିଛି ଅଧିକାରୀ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି । ଏହା ଆମର ମନଗଢା କାହାଣୀ ନୁହେଁ । ହସ୍ତଗତ ହୋଇଥିବା ଦୁଇଟି ଦସ୍ତାବିଜ ଏହାକୁ ଦର୍ଶାଉଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହା ଅକ୍ଟୋବର ମାସ ୧୯ ତାରିଖରେ…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More

ଭାରତ – ଜାପାନ ସମ୍ପର୍କକୁ ସୁଦୃଢ଼ କରିବ ଫିକି

ଭାରତ ଗସ୍ତରେ ଥିବା ଜାପାନିଜ୍ ସାଂସଦ ପ୍ରତିନିଧି ଦଳ, ଗଣେଶ ଗ୍ରୁପ୍କୁ ଫିକି ପକ୍ଷରୁ ଆତିଥ୍ୟତା ପ୍ରଦାନ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍ ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ଵାଧୀନ ଏହି ପ୍ରତିନିଧି ଦଳ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି।ଜାପାନିଜ୍ ପ୍ରତିନିଧି ଦଳକୁ ସ୍ୱାଗତ କରିବା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଦ୍ୱିପାକ୍ଷିକ ସଶକ୍ତ ସମ୍ପର୍କ ଏବଂ ନୀତିଗତ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଭାରତରେ ଜାପାନିଜ…

Read More

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି। ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ,…

Read More

ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ…

Read More