ଅପବିଜ୍ଞାନର କ୍ରମବିକାଶ : ଏକ ଆଲୋଚନା

ଭୁବନେଶ୍ୱର:(ସୁଧାଂଶୁ ଶେଖର ଧଡ଼ା):- ଆମ ଦେଶର  ଶିକ୍ଷା ବ୍ୟବସ୍ଥାରେ ଛାତ୍ର ସମାଜକୁ ବିଜ୍ଞାନର  କ୍ରମବିକାଶ କିମ୍ବା ଇତିହାସ ସମ୍ପର୍କରେ ପଢିବାକୁ ଦିଆଯାଏ, କିନ୍ତୁ ; ଅପବିଜ୍ଞାନର (Pseudo science) କ୍ରମ ବିକାଶ ମଧ୍ୟ   ଜାଣିବା ଜରୁରୀ ।  ପ୍ରାଚୀନ ମନୁଷ୍ୟର  ସାମାଜିକ ଜୀବନରେ ବିଜ୍ଞାନର ପ୍ରୟୋଗ ଅପେକ୍ଷା ଅପବିଜ୍ଞାନର ପ୍ରୟୋଗ ଅଧିକ ଥିଲା । ଅପବିଜ୍ଞାନରୁ ବିଜ୍ଞାନର ସୃଷ୍ଟି ।  କୌଣସି ତତ୍ତ୍ବର ସମର୍ଥନ ନଥାଇ ଚଳିଆସିଥିବା ସାମାଜିକ କିମ୍ବା ବ୍ୟକ୍ତିଗତ ବିଶ୍ବାସ ହେଉଛି ଅପବିଜ୍ଞାନ । …

Read More

କାଲି ବିଶ୍ୱ ଦେଖିବ ଭାରତ-ପାକିସ୍ଥାନ ମ୍ୟାଚ୍

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ଏମର୍ଜିଂ ଏସିଆ କପ୍ ଫାଇନାଲରେ ଭାରତ- ଏ ଫାଇନାଲରେ ପ୍ରବେଶ କରିସାରିଛି  । ବାଂଲାଦେଶ- ଏ କୁ ୫୧ ରନରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ କାଟିଛି । ସେହିପରି ଅନ୍ୟପଟେ ପାକିସ୍ତାନ ଏ ଆୟୋଜକ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତେବେ ଆସନ୍ତାକାଲି ଏହି ଦୁଇ ଚିର ପ୍ରଦିଦ୍ବନ୍ଦି ଫାଇନାଲମରେ ମୁହାଁ-ମୁହିଁ ହେବାକୁ ଯାଉଛନ୍ତି । ଆମେ ଯଦି ୧୦ ବର୍ଷ ତଳକୁ ଫେରିଯିବା ତେବେ…

Read More

୨୦୨୫ ଚାମ୍ପିୟନସ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତ

୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ଯିବ କି ନାହଁ ସଭିଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କିଛି ଦିନ ପୂର୍ବରୁ ଏହାର କାର୍ଯ୍ୟସୂଚୀ ପିସିବି ଘୋଷଣା କରିଥିବା ବେଳେ। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ…

Read More

ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର…

Read More

ଚୁଟି କାଟିବା ପାଇଁ କୋହଲି ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଭାରତୀୟ କ୍ରିକେଟ ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିରାଟ କୋହଲି । ଆଜିର ଯୁବପିଢି ତାଙ୍କର ପ୍ରତ୍ୟେକଟି ଜୀବନ ଶୈଳିକୁ ଅନୁସରଣ କରୁଛନ୍ତି ।  ତାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଅଛନ୍ତି । ସେ ତାଙ୍କ ଖେଳ ବ୍ୟତୀତ ଷ୍ଟାଇଲ ଓ ଲୁକ୍ କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହୁନ୍ତି । ଖେଳ ସହ କୋହଲି ତାଙ୍କ ଷ୍ଟାଇଲ ପାଇଁ ଅନେକ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ।…

Read More

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯୋଡ଼ି ହେଲା ବାଲେଶ୍ୱର ଓ ବଲାଙ୍ଗୀର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ…

Read More

ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ, ଯୋଡ଼ା ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅନୁରୋଧ…

୨୦୨୪ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ତଥା ଦଳର ଷ୍ଟାର୍ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ନିର୍ବାଚନ ପାଇଁ ରଣହୁଙ୍କାର ଦେଇଛନ୍ତି । ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ମୁଁ…

Read More

ITR-Verification Last Date 2023; ITR ଯାଞ୍ଚ୍ କରିନାହାଁନ୍ତି ତେବେ ଜାଣନ୍ତୁ କ’ଣ ହେବ ଅସୁବିଧା …

ଆପଣ ଯଦି ଆଇଟିଆର ଫାଇଲ ୩୧ ଜୁଲାଇ ବା ତାପୂର୍ବରୁ ଦାଖଲ କରିଛନ୍ତି । ତେବେ ଆଇଟିଆର ଯାଞ୍ଚ କରିବା ପାଇଁ ଆପଣ ପାଖରେ ଆଉ ସମୟ ନାହିଁ । ଯଦି ଆପଣ ଏହାର ଯାଞ୍ଚ କରିନାହାନ୍ତି ତେବେ ଆପଣଙ୍କର ଆୟକର ଇନଭ୍ୟାଲିଡ୍ ହୋଇଯିବ । ଆୟକର ବିଭାଗ ଏକ୍ସ ପ୍ଲାଟଫର୍ମରେ ଏହିପରି ଟିକସଦାତାଙ୍କ ପାଇଁ ସୂଚନା ଜାରିକରିଛି । ତେବେ ଆପଣ ଯଦି ପୂର୍ବରୁ ଆଇଟିଆର ଦାଖଲ କରିନାହାଁନ୍ତି ତେବେ ଏହା ଦାଖଲ କରିବା ପାଇଁ…

Read More

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ…

ସତ୍ୟବାଦୀ: ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି ।…

Read More

ଇଣ୍ଡିଆ ମେଣ୍ଟ ଓ (ଟିଏମସି) ମହୁଆଙ୍କ ପାଇଁ ଲଢିବେ ; ମମତା

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ତେବେ ଏହି ରିପୋର୍ଟରେ ଉଲେଖଯୋଗ୍ୟ ଯେ ବେଆଇନ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ…

Read More