କିଶୋରଙ୍କ ସଂଘର୍ଷମୟ କାହାଣୀ ଖେଳ ପାଇଁ ଏତିକି ଦିନ ଥିଲେ ଘରଠୁ ଦୂର ଜାଣନ୍ତୁ…
ଭୁବନେଶ୍ଵର; ବିଶ୍ଵ ଦୌଡକୁଦ ପ୍ରତିଯୋଗିତାରେ ଭାରତ ଗତକାଲି ମଧ୍ୟରାତ୍ରିରେ ଇତିହାସ ରଚିଛି। ନୀରଜ୍ ଚୋପ୍ରା ୪୦ ବର୍ଷ ପରେ ଭାରରତକୁ ଦୌଡକୁଦ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଦେବାରେ ସଫଳ ହୋଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ୧୨ ଜଣିଆ ଫାଇନାଲ ପ୍ରତିଯୋଗୀଙ୍କ ମଧ୍ୟର ୩ ଜଣ ଭାରତୀୟ ପ୍ରତିଦ୍ଵିନ୍ଦିତା କରିବାର ସୁଯୋଗ ପାଇଥିଲେ। ତେବେ ଏହି ତିନିଜଣ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଓଡ଼ିଶାର କିଶୋର ଜେନା ପଞ୍ଚମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ।…
