ବିସିସିଆଇକୁ ବୁଝେଇବା ପାଇଁ ଆଇସିସିକୁ ଅନୁରୋଧ କଲା ପାକିସ୍ତାନ

ଆଗମୀ ବର୍ଷ ପାକିସ୍ଥାନରେ ଖେଳାଯିବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳ ପଡ଼ୋଶୀ ଦେଶକୁ ଯାତ୍ରା କରିବକି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟତା ଆସିନାହିଁ। ଯଦି ପ୍ରାରମ୍ଭିକ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାରତ ହାଇବ୍ରିଡ୍ ମଡେଲରେ ଦ୍ୱିତୀୟ ସ୍ଥାନ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ । ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବର୍ତ୍ତମାନ ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଆବେଦନ କରି  ବିସିସିଆଇକୁ ମନାଇବା ପାଇଁ ଅନୁରୋଧ…

Read More

ଲାଂଚ ମାମଲାରେ ଏଆରଆଇଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ୨ଜଣ ମାଟ୍ରିକ୍‌ ପାସ କରିଥିବା ଛାତ୍ରୀଙ୍କ ବିବିଧ ପ୍ରମାଣପତ୍ରର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ହରଡାଫୁଟର ଭାରପ୍ରାପ୍ତ ଏଆରଆଇ ନାରାୟଣ ଗୋଲରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ…

Read More

ଆହୁରି ୨ଦିନ ତାତିରେ ସିଝିବେ ରାଜ୍ୟବାସୀ : ୧୨ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ

ଭୁବନେଶ୍ଵର;ଆସନ୍ତା ୨ ଦିନ ରାଜ୍ୟରେ ଅଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

Read More

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ସୁବିଧା ମିଳିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬…

Read More

ଜାଣନ୍ତୁ… ଏ ମହାନ ବ୍ୟକ୍ତିଙ୍କୁ…….

ଭୁବନେଶ୍ୱର : (ଅପୂର୍ବ ପଣ୍ଡା)-1944 ମସିହା ,ଜୁଲାଇ ମାସ। ଦ୍ବିତୀୟ ବିଶ୍ୱଯୁଦ୍ଧ ଜୋରସୋରରେ ଚାଲିଥାଏ । ବ୍ରିଟିଶ ଶାସକମାନଙ୍କୁ ଠିକ ଜବାବ ଦେବା ପାଈଁ ଏହା ପ୍ରକୃଷ୍ଟ ସମୟ ବୋଲି ବିଚାରନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। Indian National Army ର ଶକ୍ତି ବୃଦ୍ଧି ପାଈଁ ଲାଗିପଡନ୍ତି ନେତାଜୀ। ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକୁଳେଇବା ପାଇଁ ଅଧିକ ସୈନିକ ଆବଶ୍ୟକ, ଅସ୍ତ୍ରାଶ ଗୋଳବାରୁଦ ସହିତ ଅର୍ଥର ବି ଆବଶ୍ୟକ ପଡେ। ଅର୍ଥ ଯୋଗାଡ଼ ପାଇଁ ନେତାଜୀ…

Read More

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବ୍ୟବଚ୍ଛେଦ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଥିଲେ। ମାତ୍ର ଏହି ଉଦ୍ଧାର କାର୍ଯ୍ୟକ୍ରମକୁ ସାବାସି ଦେବା ଆଳରେ କାହିଁକି ଏପରି ଘଟିଲା , ତାହାର ପର୍ଯ୍ୟାଲୋଚନା ହେଉ ବୋଲି ସ୍ୱର ଉଠିଲାଣି।…

Read More

IND vs BAN : ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରବଳ ବର୍ଷାର ଆଶଙ୍କା…

ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି | ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତୀୟ ଦଳ ୨୮୦ ରନରେ ଜିତି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା | ବର୍ତ୍ତମାନ ଭାରତୀୟ ଦଳ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ୨୭ ସେପ୍ଟେମ୍ବରରୁ କାନପୁରରେ ଖେଳିବ।କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ…

Read More

ବଡ଼ବିଲର ବଡ଼ବାବୁ …ଯାହାଙ୍କ ଚୌକିରେ ଲାଗିଛି ଫେବିକଲ୍….କେନ୍ଦୁଝରର ଜି.ମାଥିଭାଥନନ ବୋଲି ପାଇଲେଣି ପ୍ରସିଦ୍ଧି

ବଡ଼ବିଲ : କୌଣସି ସରକାରୀ ଗୋଟିଏ ପଦରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମରେ ରହିଛି। ମାତ୍ର ଏହି ନିୟମକୁ ତୃଣମୂଳରୁ ଆରମ୍ଭ କରି ସଚିବାଳୟ ଭବନ ପର୍ଯ୍ୟନ୍ତ ଅଣଦେଖା କରାଯାଉଛି। ଅଧିକାଂଶ ଅଧିକାରୀଙ୍କ ଅଦଳବଦଳ କରାଯାଉଛି। ମାତ୍ର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅଦଳବଦଳ କରାଯାଉନାହିଁ। ବିଶେଷ କରି ଖଣିଜ ସମ୍ପଦରେ ଥିବା ଜିଲ୍ଲା ଗୁଡିକରେ ଏହି ନିୟମ ଦେଖିବାକୁ ମିଳୁଛି। ସଚିବାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ…

Read More

୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ରାଜ୍ୟର ସ୍ୱାସ୍ଥ୍ୟ ସେବା ନିମ୍ନ ମାନର ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି l ଶ୍ରୀ କାନୁନଗୋ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ । ମାତ୍ର ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ…

Read More

ଅଲମ୍ପିକ ଚମ୍ପିୟାନ ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ

ନ୍ୟୁୟର୍କ- ଅଲମ୍ପିକ୍‌ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍‌ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ଟୋରି ବାଓ୍ୱାଇ ଦୌଡ ପ୍ରତିଯୋଗିତାରେ ତିନୋଟି ପଦକ ଜିତିଥିଲେ . ୪x୧୦୦ ରିଲେରେ ସ୍ୱର୍ଣ୍ଣ, ୧୦୦ ମିଟର…

Read More