ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ୪ ଓଡ଼ିଆଙ୍କୁ ସ୍ଥାନ

ଭୁ‌ବନେଶ୍ବର: ହକି ଇଣ୍ଡିଆ  ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି ।ସେଥିମଧ୍ୟରେ  ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଅମିତ ରୋହିଦାସ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ଏହି ଶିବିର ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ…

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

୧୬ରେ ରାଜଧାନୀରେ ରୋଡ଼ ସୋ କରିବେ ନବୀନ …

ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ କରିବେ ରୋଡ ସୋ । ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପାଇଁ କରିବେ ରୋଡ୍ ସୋ  । ରୋଡ୍‌ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ଶୋ’ LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ…

Read More

ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି ଓ ଗରମ । ପଶ୍ଚିମ ଓଡିଶାରେ  ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ  ୩୭ ଡିଗ୍ରୀ। କେନ୍ଦୁଝର…

Read More

ଦାୟିତ୍ଵ ନେବା ପରେ ଆହୁଜାଙ୍କ ପ୍ରଥମ ବୈଠକ…

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ ।              ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର…

Read More

ପ୍ଲେ – ଅଫରେ ଗୁଜୁରାଟ ଟାଇଟନ୍ସର ସ୍ଥାନ ପକ୍କା

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ  ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ।ଗତକାଲି  ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ ପରାସ୍ତ କରି ପ୍ଲେ ଅଫ ଦୈଡରେ ଆଗରେ ରହିଛି । ୧୧ଟି  ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ କରିଛି ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୨ ଉଇକେଟରେ ୨୨୭ର ବିଶାଳ ସ୍କୋର କରିଥିବା…

Read More

କାନାଡ଼ା ଓପନରେ ଲକ୍ଷ ସେନଙ୍କ ଚମତ୍କାର ପଦର୍ଶନ : ଦ୍ୱିତୀୟ ଭାରତୀୟ ଭାବେ ଟାଇଟଲ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ : କାନାଡା ଓପନରେ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି ଲକ୍ଷ ସେନ୍। ବିଳମ୍ବିତ ରାତିରେ କଲଗରୀରେ ଫାଇନାଲରେ ଲକ୍ଷ ଚୀନ୍‌ର ଅଲ ଇଂଲଣ୍ଡ ଚାମ୍ପିଅନ୍ ଲି ,ଶି ଫାଙ୍ଗଙ୍କୁ ପରାସ୍ତ କରି ଏହି ଟାଇଟେଲ ନିଜ ନାମରେ କରିଛନ୍ତି । ଏକ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତର ଯୁବ ସଟଲର ୨୧-୧୮ ଏବଂ ୨୨-୨୦ ଏହି ମ୍ୟାଚକୁ ବିପକ୍ଷ ପକ୍ଷରୁ ଛଡେଇ ଆଣିଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ଆକାନେ ୟାମାଗୁଚି ଚାମ୍ପିଅନ୍…

Read More

ମାୟାବତୀ, ଦେବଗୌଡ଼ାଙ୍କ ଦଳ ବିରୋଧିଙ୍କ ଅଙ୍କ ବିଗାଡ଼ିବ !

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜୟୀ ହେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସିଛି। ଏହା ମଧ୍ୟରେ ବିରୋଧି ଦଳ ସମୂହ ଦୁଇଟି ବୈଠକ ଯଥାକ୍ରମେ ପାଟନା ଏବଂ ବେଙ୍ଗଲୁରୁରେ ଅନୁଷ୍ଠିତ ହୋଇଗଲାଣି। ହେଲେ ଭାରତ ରାଜନୀତିରେ ଦୁଇଟି ଦଳ ଏପରି ଅଛନ୍ତି, ଯେଉଁମାନେ ବିରୋଧି ଦଳ ରଣନୀତିକୁ ଫେଲ୍ କରିବାର କ୍ଷମତା ରଖିଥାନ୍ତି। ଉତ୍ତର ଭାରତରେ ମାୟାବତୀ ଏବଂ ଦକ୍ଷିଣ ଭାରତରେ ଦେବଗୌଡ଼ା ମେଣ୍ଟକୁ କ୍ଷତି ପହଞ୍ଚାଇପାରନ୍ତି।କର୍ନାଟକରେ ଯଦି ଜେଡିଏସ୍ ସହ ବିଜେପି ମେଣ୍ଟ କରେ…

Read More

ଯାତ୍ରା ଦୁନିଆ କଥା: କମିଟି, ରେକର୍ଡ ଡାନ୍ସ ଓ ଆମେ

ଭୁବନେଶ୍ୱର: (ହର ପ୍ରସାଦ ବାରିକ)- ଯାତ୍ରା ଯେତେବେଳେ ତୀବ୍ର ବ୍ୟବସାୟିକ ପ୍ରତିଯୋଗିତାକୁ ସାମ୍ନା କଲା, ସେତେବେଳେ ଧୀରେ ଧୀରେ କମିଟିର ଅକ୍ତିଆରକୁ ଚାଲିଗଲା | କମିଟି ଖୋଜିଲା କାହା ରେକର୍ଡ ଡ୍ୟାନ୍ସ ଭଲ, ମାଲିକ ତତ୍ପର ହେଲେ | ଟିପିଟିପି ବର୍ଷା ପାଣି ଗୀତ,ମଟର ଲାଗି ପାଣି ପଡିବ ପିଲା ଓଦା ହେବେ | ହିରୋ ବା ହିରୋଇନ ଅସୁସ୍ଥ ନାଟ କେମିତି ହେବ, ଯେତିକି ବ୍ୟସ୍ତ ନୁହେଁ ମଟର ଖରାପ ଟିପି ଟିପି ବର୍ଷା ପାଣି…

Read More

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ଵର: ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା। ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ ।  ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ ବାହାରିବ।…

Read More