ଦାଉଦ୍ ଇବ୍ରାହିମକୁ ବିଷ ଦେଇ ହତ୍ୟା ଉଦ୍ୟମ , ଖବର ଭାଇରାଲ ପରେ ପାକିସ୍ତାନ ହଲ-ଚଲ …

ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌କୁ ଦିଆଯାଇଛି ବିଷ। ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି ତାକୁ କରାଚିରେ ବିଷ ଦିଆଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ ଦାଉଦ୍‌ର ଅବସ୍ଥା ଏବେ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭର୍ତ୍ତି କରାଯାଇଥିବା ହସ୍ପିଚାଲର ଉପର ମହଲାରେ କେବଳ ଦାଉଦର ଚିକିତ୍ସା କରାଯାଉଛି ।  କିନ୍ତୁ ଦାଉଦ୍‌କୁ ବିଷ ଦିଆଯାଇଥିବା ଖବର କୌଣସି ରିପୋର୍ଟରେ ପୃଷ୍ଠି ହୋଇନାହିଁ…

Read More

ଫକୀରମୋହନ ବିଶ୍ଵବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ- ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର ;ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ସମାରୋହ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫକୀରମୋହନ ବିଶ୍ଵବିଦ୍ୟାଳୟର ରଜତ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା…

Read More

କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ଟଙ୍କା ସହୟତା,ଦ୍ବିତୀୟ ପର୍ଯ୍ୟାୟରେ ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ବର୍ଷରେ ଏକ ସର୍ବକାଳୀନ…

Read More

ଶାସନ ଚଳାଇବା ପାଇଁ ପ୍ରତିବଦ୍ଧତା ଦରକାର

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)- କେତେକ କୁହନ୍ତି ବର୍ତ୍ତମାନ ରାଜ୍ୟ ସରକାରରେ ଯେଉଁମାନେ ମନ୍ତ୍ରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । କେତେକ ପ୍ରଥମ ଥର ବିଧାୟକ ହୋଇଛନ୍ତି । ଏପରିକି ନିଜ ହାତରେ ଅର୍ଥ ଓ ଗୃହ ଭଳି ଗୁରୁତ୍ତ୍ୱପୂର୍ଣ ବିଭାଗ ରଖିଥିବା ମୂଖ୍ୟମନ୍ତ୍ରୀ ବି ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ତେଣୁ ପ୍ରଶାସନିକ ଅଭିଜ୍ଞତା ନଥିବାରୁ କାମ ଯେମିତି ହେବା କଥା ତାହା ହେଉ…

Read More

ଓଡ଼ିଶା ହସ୍ତତନ୍ତର ଗୁଣାତ୍ମକ ମାନ ହ୍ରାସ: କାରଣ -ନିରାକରଣ

ଭୁବନେଶ୍ୱର : (ରୀନା ରାଉତରାୟ)- ହସ୍ତତନ୍ତ ହେଉଛି ଭାରତୀୟ ସଂସ୍କୃତିର ଗରିମା, ଏବଂ ଓଡ଼ିଶାରେ ଏହାକୁ କଳା ଓ କୌଶଳର ଏକ ଅଦ୍ୱିତୀୟ ମିଳନ ଭାବରେ ମାନ୍ୟତା ପାଇଛି। ସମ୍ବଲପୁରୀ, ବୋମକାଇ, କୋଟପାଡ,ଖଣ୍ଡୁଆ, ବରହମ୍ ପୁରୀ, ମାଣିଆବନ୍ଧ, ଇକତ୍ ପରି ଶାଢୀ ବା କପଡା କେବଳ ପରିଧାନର ଉଦ୍ଦେଶ୍ୟରେ ତିଆରି ବସ୍ତ୍ର ନୁହେଁ, ଏଥିରେ ଥାଏ ଆମ ସଂସ୍କୃତି, ଲୋକଜୀବନ, ଐତିହ୍ୟ ଓ କାରିଗରୀର ସ୍ଫୁରଣ। ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ପରମ୍ପରା ବହୁ ପୁରାତନ।କୋଣାର୍କ ସୂର୍ଯ୍ୟମନ୍ଦିରରେ…

Read More

Biju legacy : ସେ କାଳ ଖଣ୍ଡରେ ଏମାନଙ୍କ ଚେର ନଥିଲା…..

ଭୁବନେଶ୍ୱର :(ବିଜୟ ସାହୁ)-ସତୁରୀ ଦଶକ ଥିଲା ବିଶ୍ଵବ୍ୟାପୀ ଛାତ୍ର ଆନ୍ଦୋଳନର ଏକ ଐତିହାସିକ କାଳଖଣ୍ଡ । ଏବଂ ଏହା ମଧ୍ୟ ଥିଲା କଂଗ୍ରେସ ଭିତରେ ବିଦ୍ରୋହର କାଳଖଣ୍ଡ ।ଏହି ପ୍ରେକ୍ଷାପଟରେ ଓଡ଼ିଶା ଛାତ୍ର ରାଜନୀତିର କିଛି ଘଟଣାକୁ ଅତୀତାବଲୋକନ କରିବି ।ଘଟଣାଗୁଡିକ ପ୍ରାସଙ୍ଗିକତା କ୍ରମେ ଆଗ ପଛ ହେଇ ପାରେ ।ମୁଁ ପୂର୍ବରୁ କିଛି ପୋଷ୍ଟରେ ଖ୍ରୀଷ୍ଟ କଲେଜର ଛାତ୍ର ପଦୀପ୍ତ ପଣ୍ଡା ରେଭେନ୍ସା କଲେଜ ନିକଟରେ ସହୀଦ ହେବା ଓ ବାମପନ୍ଥୀ  ବିଚାରକ କବି ସଚ୍ଚି…

Read More

ଆଇସିସି କାହିଁକି କାଟିଲା ଟିମ ଇଣ୍ଡିଆର ପଏଣ୍ଟ ଜାଣନ୍ତୁ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୩୨ ରନ୍ ଓ ଗୋଟିଏ ଇନିଂସରେ ପରାସ୍ତ କରିଛି। ଏହି ମ୍ୟାଚରେ ପରାଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛି, କିନ୍ତୁ ଏବେ ହଠାତ୍ ଶ୍ରେଷ୍ଠ ୫ରୁ ବାଦ୍ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍…

Read More

ଖୁବ୍ ଶୀଘ୍ର ବାହାରିବ ସରକାରୀ ପଦବୀ, ଜାଣନ୍ତୁ କେଉଁ ପଦବୀରେ କେତେ ପାଇବେ ନିଯୁକ୍ତି….

ଭୁବନେଶ୍ୱର :  ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସିର ଖବର । ପ୍ରାୟ ଆଉ ଦୁଇ ମାସ ମଧ୍ୟରେ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯାହାଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀ ପୂରଣ ହେବ । ଏହିସବୁ ପଦବୀ ପୂରଣ ପାଇଁ OSSSC (Odisha Sub-ordinate Staff Selection Commission) ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି । OSSSC ସୂଚନା ଅନୁଯାୟୀ, ଆସନ୍ତା କିଛି…

Read More

ଧୋଇଗଲା ଦ୍ୱିତୀୟ ଦିନର ବିଧାନସଭା..ଆଦିବାସୀ ଜମି ପ୍ରସଙ୍ଗରେ ପ୍ରଥମାର୍ଦ୍ଧରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର- ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ଠିକ୍ ଭାବେ ଚାଲିପାରିନାହିଁ।  ପ୍ରଥମାର୍ଦ୍ଧରେ ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଏହା ପରେ ଗୃହକୁ ଦିନ ୧୨ଟା ଏକ ମିନିଟ୍ରୁ ୪୫ ମିନିଟ୍ ଯାଏଁ ମୁଲତବୀ କରାଯାଇଥିଲା। ଏହା ପରେ ଡକାଯାଇଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଥିଲା। ଏହା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି…

Read More

ପୁରୀରେ ହେବ ବିହାର ଭବନ

ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଜଗନ୍ନାଥ ଧାମ ପୁରୀକୁ ବିହାରରୁ ଆସୁଥିବା ଶ୍ରଧାଳୁ ମାନଙ୍କ  ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ…

Read More