ସମାନ ନାଗରିକ ସଂହିତାକୁ ଆପର ସମର୍ଥନ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପରେ ଦେଶର ସବୁଆଡେ ଏହାକୁ ନେଇ  ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳମାନେ ତାହାକୁ ବିରୋଧ କରୁଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍ ) ତାହାର ସମର୍ଥନରେ ଆଗକୁ ଆସିଛି । ଆମ୍ ଆଦମୀ ପାର୍ଟି କହିଛି ଯେ ସେମାନେ ୟୁସିସିକୁ ନୀତିଗତ ଭାବେ ସମର୍ଥନ କରନ୍ତି କିନ୍ତୁ ସମସ୍ତ ଧାର୍ମିକ ସମ୍ପ୍ରଦାୟ ସହିତ ଆଲୋଚନା ପରେ ଏକ ସହମତି…

Read More

ଶ୍ରୀଲଙ୍କାକୁ ଆଉ ଏକ ଝଟକା ଦେଲା ଆଇସିସି ଜାଣନ୍ତୁ କ’ଣ …

ଶ୍ରୀଲଙ୍କା କ୍ରିକେଟ୍ ଏକ ଖରାପ ସମୟ ଦେଇ ଗତି କରୁଛି। ୨୦୨୩ ବିଶ୍ୱକପ୍ ରେ ପରାଜୟର ସମ୍ମୁଖୀନ ହେବା ପରେ ଶ୍ରୀଲଙ୍କା ଦଳ ବାଦ୍ ପଡ଼ିଥିଲା। ଏବେ ଆଉ ଏକ ସମସ୍ୟା ଏହି ଦଳ ପାଇଁ ଉପୁଜିଛି। ୨୦୨୪ ଅଣ୍ଡର-୧୯ ବିଶ୍ୱକପ୍ ଆୟୋଜନ ରୁ ଆଇସିସି ଶ୍ରୀଲଙ୍କାକୁ ବଞ୍ଚିତ କରିଛି। ଶ୍ରୀଲଙ୍କା କ୍ରିକେଟ  ବୋର୍ଡରେ ଚାଲିଥିବା ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଏବେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କରିଛି। ଆଇସିସି…

Read More

LIC Index Plus; ଏଲଆଇସିର ନୂତନ ଯୋଜନା , ବୀମା ସହିତ ମିଳିବ ଷ୍ଟକ ମାର୍କେଟର ଲାଭ …

ଦେଶର ସର୍ବବୃହତ ବୀମା କମ୍ପାନୀ ଜୀବନ ବୀମା ନିଗମ ଦ୍ୱାରା ୫ ଫେବୃଆରୀ ୨୦୨୪ ରେ ଏକ ନୂତନ ଯୋଜନା LIC ଇଣ୍ଡେକ୍ସ ପ୍ଲସ୍ ଆରମ୍ଭ କରାଯାଇଛି | ଏହି ଯୋଜନା ଅଧୀନରେ ବୀମା ଧାରକ ବୀମା ସହିତ ସଞ୍ଚୟ କରିବାର ସୁଯୋଗ ପାଇପାରିବେ | ନିବେଶକମାନେ ଏହି ଯୋଜନାରେ ୬ ଫେବୃଆରୀ ବା ଆଜି ଠାରୁ ବିନିଯୋଗ କରିପାରିବେ | ଏହି ଯୋଜନା କିପରି କାର୍ଯ୍ୟ କରେ ଏବଂ ଆପଣ ଏହାର ଫାଇଦା କିପରି ନେଇପାରିବେ…

Read More

ଆସନ୍ତୁ ଜାଣିବା ସାବିତ୍ରୀ ବାଇ ଫୁଲେଙ୍କୁ….

ଭୁବନେଶ୍ୱର : (ନିତ୍ୟାନନ୍ଦ ଜଗତ)-ସାବିତ୍ରୀ ଅମାବାସ୍ୟା ତିଥିରେ ଏହି ସାବିତ୍ରୀ ତଥା ତାଙ୍କ ସ୍ଵାମୀ ଜ୍ୟୋତି ରାଓ ଫୁଲେଙ୍କ ଜୀବନ ବ୍ରତ କଥା ଟିକେ ପଢ଼ିବା,ଶୁଣିବା,ଜାଣିବା ।ସାବିତ୍ରୀବାଇ ଫୁଲେ (୩ ଜାନୁଆରୀ ୧୮୩୧ – ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷୟିତ୍ରୀ, ସମାଜ ସୁଧାରିକା ଏବଂ କବୟିତ୍ରୀ ଥିଲେ। ସେ ଭାରତରେ ନାରୀ ଶିକ୍ଷାର ପ୍ରଣେତ୍ରୀ ଏବଂ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ପରିଚିତ। ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେଙ୍କ ସହ ମିଶି ସେ…

Read More

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା , ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ଭୁବନେଶ୍ୱର,: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି  ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି…

Read More

ଜେଏସପିକୁ ଆସୋଚାମ ଓଡ଼ିଶା ସିଏସଆର ଏଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪

ଭୁବନେଶ୍ଵର, ୨୭/୦୭: କ୍ରୀଡ଼ାର ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସ୍ପି)କୁ ସମ୍ମାନଜନକ ଆସୋଚାମ୍ ଓଡ଼ିଶା ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଠାରେ ଶୁକ୍ରବାର (ଜୁଲାଇ ୨୬, ୨୦୨୪) ଆସୋଚାମ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ ।  ଏହି ଅବସରରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ…

Read More

ପୁଣି ରାସନକାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ମିଲିବ ଚାଉଳ ସହ ଗହମ। ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯେତିକି ଚାଉଳ ମିଳୁଛି ତାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦାବି କରାଯାଇଥିଲା ଏହା ଛଡା ମନ୍ତ୍ରୀ କହିଛନ୍ତି ବିଜେଡ଼ି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ତେବେ ପୁଣି…

Read More

ଟି-୨୦ ବିଶ୍ଵକପ; ଆଜି କାନାଡ଼ା – ଭାରତ ମୁକାବିଲା…

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ସ୍ଥାନ ପକ୍କା କରିଛି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ନେଇ କିଛି ପରୀକ୍ଷା କରିବା ପାଇଁ ଦଳ ପାଖରେ ସୁଯୋଗ ରହିଛି।ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା…

Read More

ନରେନ୍ଦ୍ର ମୋଦୀଙ୍କ ୨୦୦ ଯୋଜନା ଭିତରୁ ଏହି ଯୋଜନା ସବୁଠୁ ହିଟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ୧୦ ବର୍ଷ ପୂରଣ ହୋଇଛି। ଗତ ୧୦ ବର୍ଷ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ଆପଣ ମୋଦୀ ସରକାରଙ୍କ ଯୋଜନା ବିଷୟରେ ଜାଣିଛନ୍ତି କି ଯାହା ସବୁଠୁ ବଡ ହିଟ୍ ହୋଇଛି। ଆସନ୍ତୁ ଜାଣିବା ମୋଦୀ ସରକାରଙ୍କ କେଉଁ ଯୋଜନା ଏପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ହୋଇଛି। ଏହି ସମ୍ପର୍କିତ ସୂଚନା ଦେଇ ସଡ଼କ, ପରିବହନ  ମନ୍ତ୍ରୀ ହର୍ଷ…

Read More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ଆଜି ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୧୯୫୮ ମସିହା ଆଜିର ଦିନରେ ସେ ମୟୂରଭଞ୍ଜ ଜିଲାର ଉପରବେଡାଠାରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ବିବେଚିତ ହୋଇଛନ୍ତି ।  ଓଡ଼ିଶା ରାଜନୀତିରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ପରେ  ଦେଶର ପ୍ରଥମ ନାଗରିକ। ୨୦୨୨ ମସିହା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ…

Read More