General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

ଗୁମାସ୍ତାଙ୍କ ଅତ୍ୟାଚାର ଏବେ କଣ କମ୍ ହେଉଛି କି ବୋଲି କହିଲେ ଭର୍ତ୍ତୁହରି.. କାହାକୁ ଏ ଆକ୍ଷେପ…ମୁରୁକି ହସିଲେ ଧର୍ମେନ୍ଦ୍ର…

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ଏହା ମଧ୍ୟରେ ରାଜ୍ୟରେ ବାକ୍ ଯୁଦ୍ଧ ଚରମସ୍ତରରେ ରହିଛି। କେତେକ କ୍ଷେତ୍ରରେ ରାଜନୈତିକ ଦଳ ଓ ଲୋକ ବ୍ୟକ୍ତିଗତସ୍ତରକୁ ଆସି ଆକ୍ରମଣ କରୁଛନ୍ତି। ଏହି କ୍ରମରେ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ରାଜନେତାଙ୍କ ମନ୍ତବ୍ୟ କିଛିଦିନ ଚର୍ଚ୍ଚାର କାରଣ ହୋଇଯାଉଛି। ଠିକ୍ ଏହିପରି କିଛି ମନ୍ତବ୍ୟ ଭର୍ତ୍ତୃହରି ମହତାବ ପ୍ରଦାନ କରିଛନ୍ତି। ଯାହାକୁ ନେଇ ରାଜଧାନୀ ରାଜନୀତି ଓ କଟକ ବିହାରୀବାଗ୍ ଚଳଚଞ୍ଚଳ ହୋଇଛି।                କିଛିଦିନ…

Read More

ଅର୍ଶଦ ନଦୀମ ସ୍ବର୍ଣ୍ଣ ପଦକ ଜିତିବା ପରେ ଏମିତି କିଛି କହିଲେ ନୀରଜଙ୍କ ମା…

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି ଚୋପ୍ରା। ସ୍ବାଧୀନତା ପରେ ଦୌଡ କୁଦ ପ୍ରତିଯୋଗିତାରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ନୀରଜ। ତେବେ ତାଙ୍କ ବିପକ୍ଷରେ ଖେଳି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପାକିସ୍ତାନର ଅର୍ଶଦ ନଦୀମ। ସେ  ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ।ତେବେ ନୀରଜ ସ୍ବର୍ଣ୍ଣ ପଦକ ନପାଇ…

Read More

ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ…

Read More

ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ବାର୍ତ୍ତା ରହିଛି ‘ଭାଷା ହିଁ ଭବିଷ୍ୟତ’।ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର…

Read More

ଓଡ଼ିଆ ଅସ୍ମିତାକୁ ଝାଡ଼ଖଣ୍ଡ ମାଡ଼: ରଘୁବରଙ୍କ ପୁତ୍ର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଓଡ଼ିଶା ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀ ଓ ଏଏସଓ ସଂଘ ପ୍ରତିନିଧି ମଣ୍ଡଳୀ । ରାଜ୍ୟପାଳ ଶ୍ରୀ ଦାସଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ,ରାଜ୍ୟପାଳ ଆମକୁ ଡାକିଥିଲେ। ତାଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ବିସ୍ତୃତ ଭାବେ ଜଣାଇଲୁ । ରାଜ୍ୟପାଳ…

Read More

କେଜ୍ରିୱାଲଙ୍କ ଆପକୁ ଭୋଟ ଦେବେ ରାହୁଲ ଗାନ୍ଧି …

ନୂଆଦିଲ୍ଲୀ:ରାହୁଲ ଗାନ୍ଧି ଦେବେ ଆମ ଆଦମୀ ପାର୍ଟିକୁ ଭୋଟ । ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ  ହେବାକୁ ଥିବା  ନିର୍ବାଚନରେ କଂଗ୍ରସର ରାହୁଲ ଗାନ୍ଧି କେଜ୍ରିୱାଲଙ୍କ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏକ ବିଶାଳ ରାଲିରେ କହିଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ରାହୁଲ କହିଥିଲେ, ‘ମୁଁ ଆସନ୍ତା ୨୫ ତାରିଖରେ ମତଦାନ ସମୟରେ ଆପ୍‌‌କୁ ଭୋଟ ଦେବି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସକୁ ଭୋଟ ଦେବେ।’ ଉଲ୍ଲେଖ ଯେ, ଚଳିତ ନିର୍ବାଚନରେ ବିଜେପିକୁ ଟକ୍କର…

Read More

ନେପାଳ ବିମାନ ଦୁର୍ଘଟଣାରେ ୧୮ ମୃତ, ପାଇଲଟ୍ ଆହତ

କାଠମାଣ୍ଡୁ : ନେପାଳରେ ବିମାନ ଦୁର୍ଘଟଣା। ୧୯ ଯାତ୍ରୀଙ୍କୁ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ସୋର୍ଯ୍ୟ ବିମାନଟି ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସି ଯାଇଥିଲା। ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିବା ଫଳରେ ବିମାନରେ ଥିବା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବିମାନଟି କାଠମାଣ୍ଡୁ ରୁ ପୋଖରାକୁ  ଯାଉଥିଲା ଏବଂ ସକାଳ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଜଣେ…

Read More

ମୋଦିଙ୍କ ବନ୍ଧୁ ଅଦାନୀଙ୍କୁ ଗୋପାଳପୁର ବନ୍ଦର ଟେକିଦେଲେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ ଅଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ୍)କୁ ୯୫% ଇକ୍ୱିଟି ସେୟାର ସାରପୁରଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏମ୍ଏଲ୍)ରୁ ୫୬% ଏବଂ ଓଡ଼ିଶା…

Read More

ମଣିପୁର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ନବୀନ, ବିଜେଡି

ଭୁବନେଶ୍ୱର- ଦେଶ ର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ  ଜାରି ରହିଥିବା ହିଂସା ସମସ୍ତଙ୍କୁ ବ୍ୟଥିତ କରିଛି। ଦୁଇ ମାସ ତଳେ ଦୁଇ ଜଣ ମହିଳା ଉଲଗ୍ନ କରି ଯେପରି ଭାବେ ରାସ୍ତାରେ ନିଆଗଲା, ସେମାନଙ୍କ ସହ ପଶୁ ଭଳି ବ୍ୟବହାର କରାଗଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଭାଇରାଲ କରାଗଲା। ଏହା ପରେ ନୀରବ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ୭୯ ଦିନ ପରେ ମୁହଁ ଖୋଲିଲେ। ମାତ୍ର ଏପର୍ଯ୍ୟନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ…

Read More