ସାକ୍ଷୀ ମଲ୍ଲିକ ପ୍ରସଙ୍ଗରେ ବିଜେପିକୁ ଘେରିଲା କଂଗ୍ରେସ …

ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନରେ ବିଜୟୀ ହେବା ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ସାକ୍ଷୀ ମଲିକଙ୍କ ପରେ ଏବେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଶୁକ୍ରବାର କ୍ୟାମେରା ଆଗରେ କାନ୍ଦିବାର ଦେଖା ଦେଇଥିଲେ । ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ କୁସ୍ତି ସଂସ୍ଥାର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଭିନେଶ ଫୋଗାଟ୍…

Read More

ଇଡି ପ୍ରସଙ୍ଗରେ ତଥାକଥିତ ପ୍ରମୁଖ ଗଣମାଧ୍ୟମ କେଉଁ କଥା ଲୁଚାଇଥାଏ, ଏହାର 7ଟି ଦିଗ ଦର୍ଶାଇ ସମାଲୋଚନା କଲେ ଆପ୍ ପ୍ରବକ୍ତା

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଅଧୀନରେ ମନି ଲଣ୍ଡରିଂ ମାମଲା ବିଷୟରେ ୭ଟି ଜାଣିବା କଥା।  ଯାହା ବର୍ତ୍ତମାନର ଶାସକ ଦଳ ସପକ୍ଷବାଦୀ ତଥାକଥିତ ପ୍ରମୁଖ ଗଣମାଧ୍ୟମ ଯାହା  କେବେ ଆଲୋଚନା କରି ନ ଥାଏ। ମାତ୍ର ଏହାକୁ ଅତି ସୁନ୍ଦର ଭାବେ ଆମ ଆଦମୀ ପାର୍ଟି ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ ଫେସବୁକ୍ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହାକୁ 7ଟି ଦିଗ ମାଧ୍ୟମରେ ଶ୍ରୀ ପ୍ରଧାନ ବୁଝାଇ ଦେଇଛନ୍ତି।  ପ୍ରଥମତଃ ସିବିଆଇ…

Read More

ଓଡ଼ିଶାର ଭୂତଳ ଜଳରେ ରହିଛି ଏହି ୨ ହାନିକାରକ ପଦାର୍ଥ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳରେ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏପରିକି ରାଜ୍ୟର କେତେକ ସ୍ଥାନରେ ଜଳରେ ୟୁରାନିୟମ,କ୍ରୋମିୟମ ଓ ସୀସା ଭଳି ଜଳ-ହାନିକାରକ ସାମଗ୍ରୀ ମଧ୍ୟ ମିଳିଛି । ନିକଟରେ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କରାଯାଇଥିବା ଦେଶବ୍ୟାପୀ ପରୀକ୍ଷଣରୁ ଏହା ଜଣାପଡିଛି।  ଏଥିରେ ରାଜ୍ୟର ୧୨୧୨ଟି କୂପ ସାମିଲ ହୋଇଥିଲା । ଏଥିରୁ ୪୯୧ଟି କୂପରେ ଜଳସ୍ତର ୪୦.୫…

Read More

ଲହରୀ… ଲହରୀ…. ଓଡ଼ିଆ ସିନେମା ଆଗକୁ ଯାଉଛି ପହଁରି ପହଁରି…

ଭୁବନେଶ୍ୱର : ପ୍ରଥମ ଆଲ୍ଲେଖ୍ୟ(ଜୟନ୍ତ ସେଠ)’ଭାବିବା ଆଉ କରିବା ଭିତରେ ଅନେକ ପାର୍ଥକ୍ୟ ଅଛି I ‘ ‘ ତୁ ମୋ ଠୁ ଆଇଡ଼ିଆ ନେଇ କିଛି କଲୁ, ମୁଁ ଵି ସେମିତି ଆଉ କାହାଠୁ ଆଇଡ଼ିଆ ନେଇ ବ୍ୟବସାୟ କରୁଛି ‘ ଏବେ ଏବେ ଖେଳୁଥିବା ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜିତ ଏବଂ କ୍ଳାସିକ ଆଇଡ଼ିଆ ମାଷ୍ଟର ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶିତ ଓଡ଼ିଆ ସିନେମା ‘ ଲହରୀ ‘ର ଏଇ କେଇ ପଦ ସଂଳାପରେ ଦୃଷ୍ଟିଭଙ୍ଗୀର ଗଭୀରତା…

Read More

Debit Card Insurance; ଡେବିଟ କାର୍ଡରୁ କେମିତି କରିବେ ବୀମା ଏହା ପାଇଁ କ’ଣ ରହିଛି ସର୍ତ ଜାଣନ୍ତୁ …

ଦେଶର ପ୍ରାୟ ସବୁ ବ୍ୟାଙ୍କ ଏହି ସମୟରେ ଡେବିଟ କାର୍ଡ ଜରିଆରେ ବୀମା ବା ଇନ୍ସୁରାନ୍ସ କରିହେବ । କିନ୍ତୁ କମ୍ ତଥ୍ୟ ପାଇଁ ଆପଣମାନେ ଏହି ସମସ୍ତ ସୁବିଧାର ଲାଭ ଉଠାଇ ପାରୁନଥିବେ । ତେବେ ଆସନ୍ତୁ ଜାଣିବା କେମିତି ଡେବିଟ କାର୍ଡ ସାହାଯ୍ୟରେ ଏହି ବୀମାର ଲାଭ ଉଠାଇ ପାରିବେ ।କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ସିଙ୍ଗାପୁରର ଡେଭଲପମେଣ୍ଟ ବ୍ୟାଙ୍କ ଭଳି କେତେକ…

Read More

ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ…

Read More

ଅସନ୍ତୋଷର ଦୋକାନ ନାହିଁ, ଏହା ଆପେ ଫୁଟିକି ବାହାରିବ : ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଅଣ୍ଡା ଦୋକାନ ବନ୍ଦ କରିହେବ। ହେଲେ ଅସନ୍ତୋଷ କେମିତି ବନ୍ଦ ହେବ। ଅଣ୍ଡାର ସିନା ଦୋକାନ ଅଛି। ହେଲେ ଅସନ୍ତୋଷର ଦୋକାନ ନାହିଁ। ତେଣୁ ଅସନ୍ତୋଷ ଲୋକମାନଙ୍କ ମଧ୍ୟରେ ଫୁଟିକି ବାହାରିବ ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେହିପରି ବିଜେପି କଦାପି ବିଜେଡିର ବିକଳ୍ପ ହୋଇପାରିବ ନାହିଁ…

Read More

ଦୁଇ ମିଶ୍ରଙ୍କୁ ଶୁଣାଇଲେ ଅରୁଣ ସାହୁ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଦୁଇ କୁହାଳିଆ ନେତା-ନରସିଂହ ମିଶ୍ର ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ନିଆରା ଢଙ୍ଗରେ ସମାଲୋଚନା କରିଛନ୍ତି। ଶ୍ରୀ ସାହୁ  କହିଛନ୍ତି ଯେ,  ବିରୋଧୀଦଳର ନେତାମାନେ  ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ(ମାନସିକ ସ୍ୱାସ୍ଥ୍ୟ) ଭଲ ନାହିଁ । ଯେଉଁମାନେ…

Read More

ରାମ ମୟ ହେଉଛି ଇନଷ୍ଟାଗ୍ରାମ , ଦୈନିକ ଏତିକି ଭିଡିଓ ହେଉଛି ପୋଷ୍ଟ …

ରାମ ମୟ ହୋଇଛି ପୁରା ଦେଶ । ରାମଲାଲାଙ୍କ ଆଗମନକୁ ଚାତକ ପରି ଚାହିଁ ରହିଛିନ୍ତି ସବୁ ସନାତନ ଧର୍ମର ଲୋକ ।  ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ଧୂପ ନୈବେଦ୍ୟର ସୁଗନ୍ଧରେ ଫାଠି ପଡୁଛି ଚାରି ଦିଗ । ତେବେ ଏହି ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ…

Read More

ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୧୯୪ ; ବଜ୍ରପାତରେ ୯୦ ପ୍ରତିଶତ ଲୋକଙ୍କ ଯାଇଛି ଜୀବନ

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟରେ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ।ଘଟିଛି ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଓଡିଶା ଲୋକଙ୍କର ଜୀବନ ଯାଇଛି। ମୋଟ ମୃତ୍ୟୁର ୯୦ ପ୍ରତିଶତ କେବଳ ବଜ୍ରପାତ  ଜନିତ। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ର ଏହି ତଥ୍ୟ ଦିଆଯାଇଛି । ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା…

Read More