ଏବେ ଯାଏଁ ସ୍ଥିର ହୋଇପାରୁନି ରାଜ୍ୟରେ ସରକାର ଗଠନ …

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ବହୁମତ ପାଇ ସାରିବା ପରେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏନେଇ ଦଳ ଭିତରେ ଚାଲିଛି ମାନସ- ମନ୍ଥନ। ତେବେ ଏହାରି ଭିତରେ ସ୍ଥିର ହୋଇପାରୁନାହିଁ ରାଜ୍ୟରେ ନୂଆ ସରକାର ଗଠନ ।  ଜୁନ ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ଉତ୍ସବ । ଏପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଳମ୍ବ ହେଉଛି ଶପଥ ଗ୍ରହଣ…

Read More

ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ପୁଣି ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସି ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ନିଯୁକ୍ତି ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଛନ୍ତି । ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ତେବେ ଆଗାମୀ ୨ ମାସ ମଧ୍ୟରେ ପୁନର୍ବାର ସାନି ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ…

Read More

‘୫-ଟି’ ଅଧିନରେ ସରକାରୀ ସ୍କୁଲକୁ ମିଳୁଛି ନୂଆ ଚେହେରା ; ଆଜି ୫ଟି ଜିଲ୍ଲାର ୩୨୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ଏବଂ  ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟକୁ ମିଳୁଛି ନୂଆ ଚେହେରା । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିର୍ତ୍ତିଭୂମି । ସେ ୱାଇ-ଫାଇ ଶ୍ରେଣୀ ଗୃହଠୁ ଆରମ୍ଭ କରି ଉନ୍ନତ…

Read More

ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ଵର; ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ବିସିସିଆଇ ଆଜି ଭରତୀୟ ଦଳ ଘୋଷଣା କରିଛି। ଟିମ୍ ଇଣ୍ଡିଆ ଏହି ଲମ୍ବା ଶୃଙ୍ଖଳାରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି -୨୦ ଖେଳିବାକୁ ଯାଇଛି। ଭରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ କେବଳ ଟେଷ୍ଟ ଏବଂ ଦିନିକିଆ ପାଇଁ ଟିମ୍ ଘୋଷଣା କରିଛି। ଯେଉଁଥିରେ ମୁକେଶ କୁମାର, ଜସ୍ୱୋଷୀ ଜୟସ୍ଵଲ୍, ଏବଂ ଋତୁଜାର ଗାଈକ୍ୱାଡଙ୍କ ପରି ନୂଆ ଚେହେରା ଦେଖିବାକୁ ମିଳିବ। ଜସ୍ଵଶୀଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିବା…

Read More

ଆରପାରିରେ ଡାକ୍ତର ଦାମୋଦର ରାଉତ, ଶଙ୍ଖ ଭବନରେ ଶେଷ ଦର୍ଶନ କଲେ ବହୁ ବରିଷ୍ଠ ନେତା

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର…

Read More

କିଏ ଏହି ଖେଳାଳି ଯିଏ କୁମ୍ବଲେ ଓ ହରଭଜନଙ୍କୁ ପଛରେ ପକାଇଲେ ?

ଭାରତ – ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଭାରତ ଶକ୍ତି ପ୍ରଦର୍ଶନ କରିଛି । ଘରୋଇ ୱେଷ୍ଟଇଣ୍ଡିଜ୍ ଦଳକୁ ୧୫୦ ରନ୍ ରେ ରୋକିବା ସହ ପ୍ରଥମ ପାଳିରେ କୌଣଷି ୱିକେଟ୍ ନହରାଇ ୮୦ ରନ୍ ସଂଗ୍ରହ କରିଛି । ସେହିପରି ଏହି ମ୍ୟାଚ୍ ରେ ଅନେକ ରେକର୍ଡ ଭାଙ୍ଗିବାର ମଧ୍ୟ ଦେଖାଦେଇଛି । ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଘଣ୍ଟାରେ…

Read More

ହାଇସ୍ପିଡ୍‌ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା। ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ…

Read More

“ଆଶା” ର ସ୍ଵେଚ୍ଛାସେବୀଙ୍କୁ ମିଳିଲା “ସେବାଶ୍ରୀ ସମ୍ମାନ” 

କେନ୍ଦୁଝର:  ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ  ମହା ଶିବରାତ୍ରୀ  ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ ଉତ୍ସବରେ ପିଲାଙ୍କ ନାଚ ଗୀତ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ସମାଜସେବୀ ଙ୍କୁ ସମ୍ମାନୀତ କରାଯାଇଥିଲା।   ମହାଶିବରାତ୍ରି  ପାଳନ ସହିତ ପୂର୍ବ ବର୍ଷ ପରି,  ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ…

Read More

ଭାରତ ପାଇଁ କ’ଣ ରହିବ ଚୂଡାନ୍ତ ଏକାଦଶ ଆସନ୍ତୁ ଜାଣିବା

ଭୁବନେଶ୍ବର : ଡବଲ୍ୟୁଟିସି ଫାଇନାଲ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ଖେଳିବେ ଫାଇନାଲ । ଗୁରୁତ୍ବପୂର୍ଣ୍ଣ ଏହି ମ୍ୟାଚରେ ଦୁଇ ଦଳ ନିଜ ଚୂଡାନ୍ତ 11 କୁ ଶକ୍ତିଶାଳି କରିବା ପାଇଁ ଚେଷ୍ଟା କରିବେ । ଯଦି ଭାରତୀୟ ଚୂଡାନ୍ତ ଏକାଦଶ ଦେଖିବା ତେବେ ଓପନିଂ ବ୍ୟାଟର ହିସାବରେ ରୋହିତ୍ ଏବଂ ଗିଲଙ୍କୁ ଦେଖିବାକୁ ମିଳିବ । ସେହିପରି 2,3,ଓ 4…

Read More

ଫାଶୀ ଦିବସରେ ମନେ ପଡ଼ିଲେ ଶହୀଦ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁ…

ଭୁବନେଶ୍ୱର : ଇଂରେଜ ଶାସନ ବିରୋଧରେ  ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ଦେଶପ୍ରେମ, ବୀରତ୍ୱ ତଥା ଆତ୍ମବଳିଦାନର ଯେଉଁସବୁ ଶ୍ରେଷ୍ଠ ଉଦାହରଣ ରହିଛି, ଶହୀଦ ଭଗତ ସିଂଙ୍କ ବ୍ୟକ୍ତିତ୍ୱରେ ସେସବୁର ଏକ ପରିପକ୍ୱ, ଉନ୍ନତ ଓ ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ୍ ସିଂ ଓ ତାଙ୍କର ଦୁଇ ସାଥି ସୁଖଦେବ୍ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ…

Read More