ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଆରୁଖ, ସୁଦାମ ଓ ସାରଦା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଏବଂ ସଂଗଠନ ମଧ୍ୟରେ ସମନ୍ୱୟକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି l ଏହି କ୍ରମରେ ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି l ଏହି ନେତା ମାନେ ହେଉଛନ୍ତି – ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ…

Read More

ଆଜି ଆଇପିଏଲରେ ଡବଲ ହେଡର : ମୁମ୍ୱାଇ – କୋଲକାତା ଓ ଗୁଜରାଟ – ରାଜସ୍ଥାନ ମୁକାବିଲା

କୋଲ୍‌କାତା/ଅହମଦାବାଦ,୧୬/୪ : ଆଜି ଆଇପିଏଲ୍‌ରେ ଡବଲ୍‌ ହେଡର ମୁକାବିଲା।ପ୍ରଥମେ ଅପରାହ୍ଣ ୩ଟା ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଖେଳା ଯିବ ଏହି ମ୍ୟାଚ୍ । ସେହିପରି ସନ୍ଦ୍ୟା ୭ ଟା ୩୦ ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।ଆଇପିଏଲ୍‌ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍‌…

Read More

ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର ପସିଲା ଚେତା , ଦ୍ୱିତୀୟ ଟେଷ୍ଟ ପାଈଁ ସରଫରାଜଙ୍କୁ ଦଳରେ କଲା ସାମିଲ୍

ବିସିସିଆଇ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ପରିଶେଷରେ ସରଫରାଜ ଖାନଙ୍କୁ ଦଳରେ ସାମିଲ କରିଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦେଖାଦେଇଛି ପରିବର୍ତ୍ତନ । ଘରୋଇ କ୍ରିକେଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଥିବା ସରଫରାଜ ଖାନଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ…

Read More

ଏପରି ନଗ୍ନ ଖର୍ଚ୍ଚକୁ ପ୍ରଶୟ ତାଙ୍କ ଠାରୁ ଆଶା କରାଯାଉ ନଥିଲା : ରଙ୍ଗାଚରଣ

ଭୁବନେଶ୍ୱର : ଅପରାଜିତା ଷଢଙ୍ଗୀ ଝିଅ ବାହାଘରରେ କେତେ ଟଙ୍କା ଖର୍ଚ୍ଚ କଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ସେ ଏତେ ଅଜଣା ବ୍ୟକ୍ତି ନୁହନ୍ତି ଯେ ସେ ସେହି ଟଙ୍କାର କାନୁନି ସ୍ରୋତ ଦେଖାଇ ପାରିବେ ନାହିଁ । ତେଣୁ ସେ କେଉଁଠୁ ଏତେ ଟଙ୍କା ଆଣିଲେ ତାହା ପଚାରି ଲାଭ ନାହିଁ । ତାହା ଛଡା , ନେତାମାନେ କେଉଁଠୁ ଏତେ ଟଙ୍କା ଆଣନ୍ତି ସେ ବିଷୟରେ କଣ ଆମର ଗୋଟିଏ…

Read More

ରାଜ୍ୟସଭା ଯିବେ ପିନାକୀ ମିଶ୍ର, ରବୀନ୍ଦ୍ର ଜେନା

ଭୁବନେଶ୍ୱର,୧୮/୪(ବ୍ଯୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ହେଲେ କିଏ କେଉଁଠୁ ପ୍ରାର୍ଥୀ ହେବେ, କିଏ ପରାଜୟ ଭୟରେ ବାଟ କାଟିବେ, ସେ ନେଇ ଅଙ୍ଗ କଷା ଜାରି ରହିଛି। ଏହି ଦୃଷ୍ଟିରୁ ଦେଖିଲେ ବିଜେଡି ପୁରୀ ଏବଂ ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ବଦଳାଇବାର ବେଶ୍ ସମ୍ଭାବନା ରହିଛି। ବାଲେଶ୍ୱର ଜିଲ୍ଲା ରାଜନୀତିରେ ରବିନ୍ଦ୍ର ଜେନା ଆର୍ଥିକ ସ୍ୱଚ୍ଛଳ ମାତ୍ର କାହାରି ସହଯୋଗ ପାଉନାହାନ୍ତି। ଥରେ ପରାଜିତ ହୋଇଥିବାରୁ ଲୋକସଭା ଲଢିବା ନେଇ ଏତେଟା…

Read More

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More

ପୁଣି ରାଜରାସ୍ତାରେ ଚାଲିବେ ରାହୁଲ ଗାନ୍ଧୀ, ଏଥର ଆସିବେ ଓଡ଼ିଶା

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଏନେଇ  ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି ଯେ,  ପ୍ରଥମ ‘ଭାରତ ଯୋଡ଼ୋ ଯାତ୍ରା’ର ବିପୁଳ ଅନୁଭୂତିକୁ ସମ୍ବଳ କରି ଏଥର ରାହୁଲ୍‌ ଗାନ୍ଧୀ ଆଉ ଏକ ଯାତ୍ରାରେ ବାହାରିବେ। ଏହି ଯାତ୍ରାରେ ରାହୁଲ୍‌ ଗାନ୍ଧୀ ଯୁବକ,…

Read More

ଆରମ୍ଭ ହେଲା  ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତକାଲି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ  ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ…

Read More

ରେବନ୍ତଙ୍କୁ କଂଗ୍ରେସ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ନେତା

ଭୁବନେଶ୍ୱର:  ତେଲେଙ୍ଗାନାର ଦ୍ୱିତୀୟ ତଥା କଂଗ୍ରେସ ପାର୍ଟିର ପ୍ରଥମ ରାଜନେତା ଭାବେ ରେବନ୍ତ ରେଡ୍ଡି ଗୁରୁବାର ଶପଥ ନେବାକୁ ଚାହୁଁଛନ୍ତି। ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପରବର୍ତ୍ତୀ ସମୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ପୁଣି ତେଲୁଗୁ ଦେଶମ ପାର୍ଟି ହୋଇ କଂଗ୍ରେସରେ ଯୋଗ ଦେଇଥିଲେ ରେବନ୍ତ। ମାତ୍ର ଟିଡିପି ଛାଡି କଂଗ୍ରେସ ଆସିବା ପାଇଁ ସମୟ ନେଇଥିଲେ ରେବନ୍ତ। ଏଆଇସିସି, ରାହୁଲ ଗାନ୍ଧୀଙ୍କୁ ମନାଇ ତାଙ୍କୁ କଂଗ୍ରେସ ଆଣିବା ଏବଂ ପରବର୍ତ୍ତୀ ସମୟରେ ଦାୟିତ୍ୱ…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More