BSNL Plan: ଏବେ ୨୫୦ ଟଙ୍କାରୁ କମରେ ମିଳୁଛି ୪୫ ଦିନର ବୈଧତା ଏବଂ ଅନଲିମିଟେଡ କଲ ଓ ଡାଟା

ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ ଯୋଗୁଁ ଲକ୍ଷ ଲକ୍ଷ ଉପଭୋକ୍ତା ଏହି କମ୍ପାନୀ ସହ ଯୋଡି ହେଉଛନ୍ତି।ଗତ କିଛି ମାସ ମଧ୍ୟରେ, ଲକ୍ଷାଧିକ ନୂତନ ଉପଭୋକ୍ତା BSNL ରେ ଯୋଗ ଦେଇଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ BSNL ଗୋଟିଏ ପରେ ଗୋଟିଏ ନୂଆ ରିଚାର୍ଜ ଯୋଜନା ଆରମ୍ଭ କରୁଛି ।କେବଳ ଏତିକି ନୁହେଁ, ବିଏସଏନଏଲ ଖୁବ ଶୀଘ୍ର ସମଗ୍ର ଦେଶରେ ଏହାର 4G ସେବା ମଧ୍ୟ ଆରମ୍ଭ କରିବାକୁ…

Read More

ରାଜ୍ୟରେ ବହୁଳ ଭାବେ ପ୍ରତିଷ୍ଠା ହେବ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ  ବୁଧବାର ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସାରା ରାଜ୍ୟରେ ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ୍-ଓଜୋଲା ଚେସକୁ  ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।…

Read More

ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର; ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଆଜି ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି   ଓ କେନ୍ଦ୍ରାପଡା ଜିଲ୍ଲାର ୫୬ଟି ହାଇସ୍କୁଲ ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ  ସମୁଦାୟ ୬୮୫ଟି  ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ…

Read More

ପରସ୍ପରକୁ ଦେଲେ ଏହି ଅସ୍ତ୍ର, ହେଲେ କାହିଁକି କଲେ ପୁଟିନ୍-କିମ୍

ଭୁବନେଶ୍ୱର : ଏକ ନାଟକୀୟ ଘଟଣା କ୍ରମରେ ଉପହାର ଭାବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ଉତ୍ତର କ‌ୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ନିଜ ନିଜର ‘ରାଇଫଲ୍‌’ ଅଦଳ ବଦଳ କରି ପରସ୍ପରକୁ ପ୍ରଦାନ କରିଛନ୍ତି। ଏନେଇ ଦିନକ ପୂର୍ବରୁ  ‘କ୍ରେମ୍‌ଲିନ୍‌’ ପକ୍ଷରୁ  ଘୋଷଣା କରାଯାଉଛି।  କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,  ପୁଟିନ୍‌ ଆମେ ଉତ୍ପାଦନ କରୁଥିବା ଉତ୍କୃଷ୍ଟ ଧରଣର ଗୋଟାଏ ରାଇଫଲ୍‌ ଦେଲେ (କିମ୍‌ଙ୍କୁ)। ପ୍ରତି-ଉପହାର…

Read More

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ଵର: ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା। ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ ।  ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ ବାହାରିବ।…

Read More

ବିଶ୍ବକପ୍ କାର୍ଯ୍ୟସୂଚୀରେ ହେବ ପରିବର୍ତ୍ତନ : ପଡିଆରେ ଦର୍ଶକଙ୍କୁ ମାଗଣାରେ ମିଳିବ ଏହି ଜିନିଷ ….

ଅକ୍ଟୋବର ଓ ନଭେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ନିଶ୍ଟିତ କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କରିଛନ୍ତି। ଶାହା କହିଛନ୍ତି ଯେ ଦିନିକିଆ ବିଶ୍ୱକପରେ ସାମିଲ ଥିବା ତିନି ଦେଶର ଆଇସିସି ସଦସ୍ୟ ବିଶ୍ୱକପର କାର୍ଯ୍ୟସୂଚୀରେ ସନ୍ତୁଷ୍ଟ ନାହାନ୍ତି । ଏହି କାରଣରୁ, ଏଥିରେ ପରିବର୍ତ୍ତନ କରାଯିବ | ଜୟ ଶାହାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଅହମଦାବାଦରେ 15 ତାରିଖରେ ହେବାକୁ ଥିବା ଭାରତ…

Read More

ସେଫର ସ୍ବପ୍ନ ନେଇ ହୋଇଗଲେ ହିରୋ

ସାଉଥ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଅଭିନେତା ହେଉଛନ୍ତି ଧନୁଷ । ଫିଲ୍ମକୁ ଆସିବା ପୂର୍ବରୁ ସେଫ୍ ହେବା ପାଇଁ ଦିନେ ସେ ସ୍ଵପ୍ନ ଦେଖୁଥିଲେ । ମାତ୍ର ବଡଭାଇଙ୍କ ପରାମର୍ଶକ୍ରମେ ଫିଲ୍ମରେ ପାଦ ଦେଇ ସେ ଆଜି ଜଣେ ଲୋକ ପ୍ରିୟ ଅଭିନେତା ରୂପେ ପରିଚୟ ହାସଲ କରିଛନ୍ତି । ସେଫ୍ ହେବା ପାଇଁ ପିଲାଦିନୁ ତାଙ୍କର ଇଚ୍ଛା ଥିଲା । ଏଥିପାଇଁ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ତାଙ୍କ ବାପା…

Read More

ଚେଲ୍ଲା କୁମାର ଭୁଲିଥିଲେ ସୌଜନ୍ୟତା, କିଛି ନେତାଙ୍କ କଥାରେ ବିଶ୍ୱାଳ ପରିବାର ଓ ମୋକ୍କିମଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣୀ

ଭୁବନେଶ୍ୱର : କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ଏବଂ ପୂର୍ବତନ ବିଧାୟକ ଶରତ ରାଉତଙ୍କ ମଧ୍ୟର ଗତ ଦଳୀୟ ବୈଠକରେ ଉଚ୍ଚବାଚ ହୋଇଥିଲା । ଦୀର୍ଘ ସପ୍ତାହ ପରେ ଏହି କଥା ପଦାକୁ ଆସିଛି । କଂଗ୍ରେସର କିଛି ନେତା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ, ପୂର୍ବତନ କାର୍ଯ୍ୟକାରୀ ଚିରଞ୍ଜୀବ ବିଶ୍ୱାଳ ଏବଂ ବିଧାୟକ ମହମ୍ମଦ ମୋକ୍କିମଙ୍କ ବିଷୟରେ କିଛି ଆପତ୍ତିଜନକ ଟିପ୍ପଣୀ ଦେବାକୁ ପ୍ରବର୍ତ୍ତାଇଥିଲେ । ଆଉ ସେମାନଙ୍କ କଥାରେ…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More