ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି

ଭୁବନେଶ୍ୱର, ୧୪/୫(ବ୍ୟୁରୋ ) : ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା,…

Read More

ସୋନମ ୱାଙ୍କଚୁକ ଓ ଅନ୍ୟାନ୍ୟ ତଥ୍ୟ

ଲଦାଖ : (ବିଜୟ ସାହୁ)-ଲଦାଖ ଓ ଏହାର ଶାନ୍ତିଦୂତ ବାଙ୍ଗଚୁଙ୍ଗଙ୍କ ଦେଶପ୍ରେମ ପରୀକ୍ଷାର ସମ୍ମୁଖୀନ ହେଇଛନ୍ତି । ସେମାନେ ଚୀନ ଏଜେଣ୍ଟ, ପାକିସ୍ତାନ ଏଜେଣ୍ଟ, ନେପାଳ ଏଜେଣ୍ଟ, ବଙ୍ଗଳା ଦେଶ ଏଜେଣ୍ଟ, ଆମେରିକା ଏଜେଣ୍ଟ ଭାବରେ ଅଭିଯୁକ୍ତ ହେଇ ଜେଲ ଯାଇଛନ୍ତି ।ଏହି ଅଭିଯୋଗ ଦିଲ୍ଲୀ ଦରବାର ଓ ସେମାନଙ୍କ କୋଳ ପୋଷା ମିଡ଼ିଆ ପ୍ରଚାର କରି ଚାଲିଛନ୍ତି । ପୂର୍ବରୁ ଜାମ୍ମୁ କାଶ୍ମୀର ମୁସଲିମମାନେ ଦେଶଦ୍ରୋହୀ ଟୀକା ପିନ୍ଧିଥିଲେ, ଏବେ ପାଳି ଲଦାଖ ବୁଦ୍ଧିଷ୍ଟମାନଙ୍କର   ।…

Read More

Mahabharata ଦ୍ରୌପଦୀଙ୍କ ପ୍ରଶ୍ନ ଓ ବସ୍ତ୍ରହରଣ ପ୍ରସଙ୍ଗ

ସମ୍ବଲପୁର:(ଡ. ଦିଲୀପ କୁମାର ପଣ୍ଡା)-ବସ୍ତ୍ରହରଣ ସମୟରେ ଦ୍ରୌପଦୀ ଏକ ଅସହାୟ ନାରୀ ଭଳି କାନ୍ଦି ନାହାନ୍ତି। ସେ ଏକ ତୀକ୍ଷ୍ଣ ପ୍ରଶ୍ନର ଶର ଛାଡିଥିଲେ ଯାହା ଆଜି ପର୍ଯ୍ୟନ୍ତ ଅନୁତ୍ତରିତ ରହିଛି।ପ୍ରଶ୍ନ ୧) “ଯୁଧିଷ୍ଠିର ନିଜେ ନିଜକୁ ହାରି ସାରିଲା ପରେ ମୋତେ ବାଜି ଲଗେଇ ପାରିବେ କି?”ଏ ପ୍ରଶ୍ନ ଭିତରେ ଲୁଚି ରହିଛି ଏକ ଗଭୀର ନ୍ୟାୟଶାସ୍ତ୍ର….  ଯଦି ଯୁଧିଷ୍ଠିର ପ୍ରଥମ ବାଜିରେ ନିଜର ସ୍ଵାଧୀନତା ହାରି ସାରିଛନ୍ତି, ତାହେଲେ ସେ ଆଉ ମୋ ସ୍ବାମୀ…

Read More

ମାଇକ୍ରନର ନିବେଶ ଭାରତର ସେମିକଣ୍ଡକ୍ଟର ଦୃଶ୍ୟପଟ୍ଟକୁ ବଦଳାଇଦେବ; ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତକୁ ଚିପ୍‌ ଉତ୍ପାଦନର ହବ୍‌ରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ଶୀଘ୍ର ସାକାର ହେବାକୁ ଯାଉଛି। ଆମେରିକାର ମାଇକ୍ରୋ ଚିପ୍ ନିର୍ମାତା ମାଇକ୍ରନ୍ ଗୁଜରାଟରେ ଏକ ନୂଆ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ‌ନେଇଛି। ମାଇକ୍ରନ୍‌ର ସିଇଓ ସଞ୍ଜୟ ମେହରୋତ୍ରାଙ୍କୁ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଭେଟିବା ପରେ ଏହି ଖବର ସାମ୍ନାକୁ ଆସିଛି। ଭାରତରେ କାରଖାନା ସ୍ଥାପନ କରିବା ଲାଗି ମାଇ‌କ୍ରନ୍‌କୁ ପ୍ରଧାନମନ୍ତ୍ରୀ…

Read More

ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର :  ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…

Read More

ବାହାନାଗା ରେଳ ଦୁର୍ଘଟଣା : ଘଟଣା ସ୍ଥଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ସ୍ଥିତି  ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। ବାହାନାଗାରେ ଦୁର୍ଘଟଣା ସ୍ଥଳ ଦେଖିବା ପରେ ମୋଦି ବାଲେଶ୍ୱର ହସ୍ପିଟାଲ ଗସ୍ତ କରି…

Read More

ରାଜ୍ୟ ବିଜେପିରେ ପ୍ରକୃତରେ କାହା ପାଇଁ ଷଡ଼ଯନ୍ତ୍ର….ମୋହନ ..ନା…ଧର୍ମେନ୍ଦ୍ର….ନା .. ଗୋପରେ ବଢୁଛି ….କଳା କହ୍ନେଇ…

ଭୁବନେଶ୍ୱର : ରାଜ୍ୟ ବିଜେପି କ୍ଷମତାକୁ ଆସିଛି ସତ। ହେଲେ ପୂର୍ଣ୍ଣ ମାତ୍ରାରେ ରାଜ୍ୟର ଶାସନ କଳ ଓ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିପାରିନାହିଁ। ଯାହା ଫଳରେ କେତେକ କାର୍ଯ୍ୟର ସମନ୍ବୟ ଅଭାବ କଥା ସ୍ପଷ୍ଟ ବାରି ହୋଇ ପଡୁଛି। କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ନିଜ ମନପସନ୍ଦ ଲବିକୁ ଏକମାତ୍ର କ୍ଷମତାକେନ୍ଦ୍ର କରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହାର ଏକାଧିକ ଉଦାହରଣ ଗତ ସାତ ମାସରେ ଆମକୁ ବହୁତ ଦେଖିବାକୁ ମିଳିଲାଣି। ନିକଟରେ ପ୍ରବାସୀ ଭାରତୀୟ…

Read More

ମେଟାରୁ ୧୦ ହଜାର କର୍ମଚାରୀଙ୍କ ଛୁଟି

ନୂଆଦିଲ୍ଲୀ : ମାର୍କ ଜୁକରବର୍ଗଙ୍କ କଂପାନି ମେଟା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ମେଟା ଅଧୀନରେ ଥିବା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟସ୍‌ଆପ୍‌ର କର୍ମଚାରୀ ଏହା ଦ୍ବାରା ପ୍ରଭାବିତ ହେବେ। ଗତବର୍ଷ ନଭେମ୍ବରରେ କଂପାନି ୧୧ ହଜାର କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଏହି ବର୍ଷ ମାର୍ଚ୍ଚରେ ଆଉ ୧୦ ହଜାର ଛଟେଇ କରିବ ବୋଲି କହିଥିଲା। ପ୍ରବନ୍ଧକମାନଙ୍କ ପାଖକୁ ପଠାଯାଇଥିବା ମେମୋରେ ଉଲ୍ଲେଖ ରହିଛି ଯେ ଛଟେଇ ପରେ ଯେଉଁ କର୍ମଚାରୀ…

Read More

ୟୁଏଇର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ଧର୍ମେନ୍ଦ୍ର,  ଆବୁଧାବିରେ ପ୍ରତିଷ୍ଠା ହେବ ଦିଲ୍ଲୀ ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ :  ଆବୁଧାବୀରେ ଦିଲ୍ଲୀ ଆଇଆଇଟିର କ୍ୟାମ୍ପସ ପ୍ରତିଷ୍ଠା ହେବ ।  ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଏବଂ ୟୁଏଇ ମଧ୍ୟରେ ସମ୍ପର୍କ ବହୁତ ଦୀର୍ଘ ଦିନରୁ ରହିଆସିଛି । ଭାରତର ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି…

Read More

ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ…

Read More