୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ୩୫ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି  ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ…

Read More

ଭିକାସା ଗ୍ରୁପ ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷରୋପଣ

ଗୋପାଳପୁର ( ୨୪/୯) ରାଜ୍ୟର ପ୍ରତିଷ୍ଠିତ କଂପାନୀ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ସହଯୋଗୀ ସଂସ୍ଥା ଭିକାସା ପକ୍ଷରୁ ସ୍ଥାନୀୟ ଗୋପାଳପୁରରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁରର ରୋଟାରୀ କ୍ଲବ୍ ସହଯୋଗରେ ଚିଲିକେଶ୍ବର ମହାଦେବଙ୍କ ମନ୍ଦିର ନିକଟରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା କରିବା ସହ ସତେତନତାର ବାର୍ତ୍ତା ନେଇ ଭିକାସା ପକ୍ଷରୁ ଏଭଳି ଏକ ପଦକ୍ଷେପ ଗ୍ରହଣ…

Read More

ଏନ ସି ଆର ଟି ପାସିଭ, ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ତିନିଦିନିଆ କର୍ମଶାଳା

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏନ ସି ଆର ଟି ପାସିଭ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ତିନିଦିନିଆ ବୁଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ Rajdhani Higher Secondary School , ୟୁନିଟ ୮ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ, ୟୁନିଟ ୯ ସରକାରୀ ଉଚ୍ଚ…

Read More

Battle of Biju Pattnaik – Bjp ଓଡିଶା ରାଜନୀତିର ଘଟୁ ଥିବା ଘଟଣାର ଅନ୍ତରାଳେ

ଭୁବନେଶ୍ୱର :(ବିଜୟ ସାହୁ)-କିଛିଦିନ ତଳେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କେମିତି ପ୍ରତିଦ୍ବନ୍ଦିତାମୂଳକ ଥିଲା ତାହା ସୋସିଆଲ ମିଡ଼ିଆର ଖବର ଗୁଡିକରେ ପ୍ରଚାର ଓ ପ୍ରସାର ଦେଖି ଖୁବ ଭଲ ଲାଗିଲା । ଯେ କୌଣସି ପ୍ରତିଦ୍ବନ୍ଦିତା ମୋତେ ଭଲ ଲାଗେ । କିନ୍ତୁ କାଲି ବିଜୁ ଲିଗାସୀ ପ୍ରତିଦ୍ବନ୍ଦିତା ଅଧିକ ଭଲ ଲାଗିଥିଲା,ଏହା Nothing political ବୋଲି ଯେତେବେଳେ ବିଜୁ ନାଗରିକ ମଞ୍ଚର ଅଘୋଷିତ ମୁଖପାତ୍ର ଓ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଅମର ପ୍ରସାଦ…

Read More

ରେଶମ ପୋକ ଆଉ କରୁଣା ସିଲ୍କ

ଭୁବନେଶ୍ୱର: (ଜୟନ୍ତ ସେଠ) :ଗୋଟିଏ ଖଣ୍ଡୁଆ ପାଟଶାଢ଼ୀ ପାଇଁ ଯେଉଁ ପାଟ ସୂତା ସୃଷ୍ଟି କରାଯାଏ, ସେଥିରେ ପ୍ରାୟ 10 ହଜାର ରୁ 15 ହଜାର ରେଶମ ପୋକଙ୍କୁ ହତ୍ୟା କରାଯାଏ l ରେଶମ ପୋକ ଖୋଷା ଭିତରେ ଥିବାବେଳେ ଗରମ ପାଣି ରେ ପକାଇବା ବେଳେ ପୋକ ସବୁ ମରନ୍ତି l ଏ ପ୍ରକ୍ରିୟା ସେବେଠାରୁ ଚାଲିଛି, ଯେବେ ଠାରୁ ପାରମ୍ପରିକ ପାଟ ଓ ଟସର ଶାଢ଼ୀ ଆଦି ବୁଣା ଆରମ୍ଭ ହୋଇଥିଲା l ଏପରିକି…

Read More

ଭୌଗଳିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଧନ୍ଦାମୂଳକ ଶିକ୍ଷାର ଆବଶ୍ୟକତା ଚିହ୍ନଟ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହିତ ଆଲୋଚନା କରୁଛି : ଆଇଡିଏଟ୍- ୨୦୨୩ରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଅତିରିକ୍ତ ସଚିବ ବିପିନ କୁମାରଙ୍କ ମତ

– ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା ନୂଆଦିଲ୍ଲୀ,୮/୫(ବ୍ୟୁରୋ): ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ସଚିବ ବିପିନ୍ କୁମାର କିଶୋରୀ ମାନଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା…

Read More

ଜାଡେଜା ଓ ଅଶ୍ୱିନଙ୍କ ଚମତ୍କାର ବ୍ୟାଟିଂ, ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ଭାରତ ୩୦୮ ରନ ଆଗରେ

ଚେନ୍ନାଇ; ଏମ୍ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ – ବାଂଲାଦେଶ ପ୍ରଥମ ମ୍ୟାଚର ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆ ୩୦୮ ରନରେ ଆଗରେ ରହିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଆଉ ଭାରତକୁ ୩୭୬ ରନରେ ରୋକିବାରେ ସଫଳ ହୋଇଥିଲା। ପ୍ରଥମ ପାଳିରେ ଆର୍ ଅଶ୍ୱନିଙ୍କ ୧୧୩ ରନ ଓ ଜାଡେଜାଙ୍କ ୮୬ ରନ ଭାରତକୁ ମଜବୁତ୍ ସ୍ଥିତିରେ ରଖିଥିଲା। ସେହିପରି ବାଂଲାଦେଶକୁ ତାର ପ୍ରଥମ ପାଳିରେ…

Read More

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More

ଆହୁରି ୨ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ୬ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ। ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ -ହାତ ପୋଡ଼ି ଯାଉଛି। ଆଉ ଏମିତି ପରିସ୍ଥିତିରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ଆଜି ମଧ୍ୟ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟବ୍ୟାପୀ ଆକାଶରୁ ଦିନ ତମାମ୍‌‌ ନିଆଁବର୍ଷା ହେଉଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ।…

Read More

ମୋଦିଙ୍କୁ ଜନମତର ଆଇନା ଦେଖାଇଲେ ସୋନିଆ..

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅବଗତ କରିଛନ୍ତି। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଯେ, ସୋନିଆ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭୋଟରଙ୍କ ଜନାଦେଶକୁ ବୋଧ ବୁଝି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରୁଛନ୍ତି ସତେ ଯେପରି କିଛି ପରିବର୍ତ୍ତନ ହୋଇନାହିଁ। ସେ ସହମତିର ମୂଲ୍ୟ ନେଇ ଉପଦେଶ ଦେଉଛନ୍ତି,…

Read More