Headlines

ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର

ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ…

Read More

କେନ୍ଦ୍ରୀୟ ବଜେଟ୍‌ରେ ୫୦୦ କୋଟିର ଏଆଇ ନିବେଶ ଘୋଷଣା ପରବର୍ତୀ ପିଢ଼ିର ଡିଜିଟାଲ୍ ଶୀକ୍ଷଣୀୟ ସମାଧାନ ପାଇଁ ଆଇଏଆଇଏମର୍ ସହଯୋଗିତା ବଢ଼ାଇବ

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତରେ ପ୍ରଥମ ଅନୁଷ୍ଠାନ ଭାବେ ଲର୍ଣ୍ଣିଂ ମ୍ୟାନେଜମେଂଟ ସିଷ୍ଟମ (ଶିକ୍ଷଣୀୟ ପରିଚାଳନା ବ୍ୟବସ୍ଥା) ପାଇଁ ସହଯୋଗିତା ସମ୍ବଲପୁର:ଏଆଇ ସେଂଟର ଅଫ୍ ଏକ୍ସଲେନ୍ସରେ ୫୦୦ କୋଟି ନିବେଶ ଘୋଷଣା ପରେ ଭାରତରେ ମ୍ୟାନେଜମେଂଟ୍ ଶିକ୍ଷାର ଚେହେରା ବଦଳାଇବା ପାଇଁ ଆଇଆଇଏମ୍ ସମ୍ବଲପୁର ଏଆଇ ଦ୍ୱାରା ପରିଚାଳିତ ଡିଜିଟାଲ୍ କେସ୍ ଷ୍ଟଡି ସମାଧାନ ପାଇଁ ବ୍ରେକ୍ ଆଉଟ୍ ଲର୍ଣ୍ଣିଂ ସହ ହାତ ମିଳାଇଛି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ଭାରତକୁ ଏକ…

Read More

୮୯ ବର୍ଷ ବୟସରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲାଙ୍କ ପରଲୋକ

ଗୁରୁଗ୍ରାମ: ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା । ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଶୁକ୍ରବାର ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କର ବୟସ ୮୯ ବର୍ଷ ହୋଇଥିଲା। ପୂର୍ବରୁ ତାଙ୍କର ଶ୍ଵାସଗତ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ତାଙ୍କ…

Read More

ବାରବାଟୀକୁ କାହିଁକି ମିଳିଲାନି ମ୍ୟାଚ୍ ଜାଣନ୍ତୁ …….

ଭୁବନେଶ୍ବର; ଗତକାଲି ବିସିସିଆଇ ଦ୍ବାରା ଘୋଷଣା କରାଯାଇଥିବା ୨୦୨୩-୨୪  ଘରୋଇ ସୂଚୀରେ ବାରବାଟିର ନାଁ ନାହିଁ । ଯେଉଁଠି ପଡୋଶୀ ରାଜ୍ୟ ମାନଙ୍କୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ବାରବାଟୀ ପାଇଁ ଗୋଟେବି ହେଲେ ମ୍ୟାଚ ମିଳୁ ନାହିଁ। ପୂର୍ବରୁ ଦିନିକିଆ ବିଶ୍ବକପ ଖେଳସୂଚୀରେ ମଧ୍ୟ ବାରବାଟିର ନାଁ ନଥିଲା । ପୁଣି ଏବେ ଘରୋଇ ସୂଚୀରେ ନାଁ ନଥିବା କାରଣରୁ ଓଡ଼ିଶାର କ୍ରୀକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଏଥର ଭାରତୀୟ ଦଳ ଘରୋଇ…

Read More

IND vs BAN : ବାଂଲାଦେଶ ବିପକ୍ଷ ମ୍ୟାଚରେ ବଦଳିବକି ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ? ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି। ଅକ୍ଟୋବର ୧୯ (ଗୁରୁବାର) ଅପରାହ୍ନ ୨ଟାରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୩ଟି ଯାକ ମ୍ୟାଚ୍ ଏକତରଫା ଭାବେ ଜତିବାରେ ସଫଳ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ତାର ଦୁଇ ଦ୍ରୁତ ବୋଲର (ବୁମ୍ରା ଓ ସିରାଜ)ଙ୍କ ମଧ୍ୟରୁ…

Read More

ଛୋଟ କାରବାର ପାଇଁ UPI ରେ ପେମେଣ୍ଟ କରୁଛନ୍ତି କି? ଆଉ କରନ୍ତୁ ନାହିଁ, wallet ଦେବ ଆପଣଙ୍କୁ ଅଧିକ ଲାଭ

ପ୍ରତିଦିନ ପେମେଣ୍ଟ ପାଇଁ ଆପଣ UPI କିମ୍ବା UPI ୱାଲେଟ୍ ମଧ୍ୟରୁ କାହାର ବ୍ୟବହାର କରନ୍ତି ? ସମ୍ଭବତ ଆପଣ UPI ର ବ୍ୟବହାର ଅଧିକ କରୁଥିବେ କରିବେ ।କିନ୍ତୁ, ବିଶେଷଜ୍ଞମାନଙ୍କ ମତ ଅନୁସାରେ କ୍ଷୀର, ପନିପରିବା, ଫଳ କିଣିବା ସମୟରେ ପେମେଣ୍ଟ ପାଇଁ UPI ୱାଲେଟ୍ ବ୍ୟବହାର କରିବା ଲାଭଦାୟକ ଏବଂ ନିରାପଦ ଅଟେ ।ଏହା କାହିଁକି  ତାହା ବୁଝିବାକୁ ହେଲେ ଆମକୁ ପ୍ରଥମେ UPI ଏବଂ UPI ୱାଲେଟ୍ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡିବ।…

Read More

ବିଜେଡିର ଆକାର ବଢୁଛି, ହେଲେ ଓଜନ…..ନିର୍ବାଚନୀ ପ୍ରସଙ୍ଗ ଜୁଟାଇ ପାରୁନି ଦଳ….ସମାନ ପ୍ରସଙ୍ଗରେ ପିନାକୀ-ଦେବୀ କହିଲେ ଅଲଗା କଥା…

ଭୁବନେଶ୍ୱର :  କଂଗ୍ରେସକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିଲା। ତେଣୁ କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଆମେ କେମିତି ସମର୍ଥନ କରିବୁ। ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆମର ବହୁ ଦାବି ଓ୍ୱିଶ୍ ଲିଷ୍ଟ(ଦାବି) ପୂରଣ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆମେ ରହିବୁ। ଏକଥା ବିଜେପି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କହିଥିଲେ।  ମଣିପୁର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ଯୁକ୍ତି…

Read More

ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି। ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ…

Read More

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍…

ଲକ୍ଷ୍ମୀ ବସ୍’ର ବଦଳିବ ନାଁ। ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡ଼ି ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ…

Read More

ଭାରତକୁ ସାହା କୋହଲି , ରାହାନେ ଯୋଡ଼ି

ଲଣ୍ଡନ୍‌ : ବିଶ୍ବ ଟେଷ୍ଟ୍‌ ଚାମ୍ପିୟନସିପ୍ ଫାଇନାଲ୍ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଭାରତ ସମ୍ମୁଖରେ ୪୪୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିନର ‌ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରି ନେଇଥିବାରୁ ମ୍ୟାଚ୍ ରୋମାଞ୍ଚକ ମୁହାଁ ‌ହୋଇଛି। ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅତୁଟ ଚତୁର୍ଥ ୱିକେଟ୍‌ରେ ୭୧* ରନ୍‌ ଯୋଡ଼ି ଭାରତକୁ ମ୍ୟାଚରେ ଏବେବି ଜୀବିତ ରଖିଛନ୍ତି । ଚତୁର୍ଥ ଦିନ ଷ୍ଟମ୍ପ୍ସ…

Read More