କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଗମନ, ତାଳଚେର-ଅନୁଗୁଳ ରାଜନୀତିରେ ବଦଳୁଥିବା ପବନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର,ଅନୁଗୋଳକୁ ଏକାଧିକ ଥର ଗସ୍ତ ଜାରି ରଖିଛନ୍ତି। ପ୍ରତିଥର ଆସିଲେ ଏକାଧିକ ପ୍ରକଳ୍ପ ଶିଳାନ୍ୟାସ ସହ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସେ ଏଥର ଲୋକସଭା ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ରହିଛି। ତାଙ୍କ ପସନ୍ଦର 2ଟି ଆସନ ମଧ୍ୟରୁ ଢେଙ୍କାନାଳ ଅନ୍ୟତମ। ତେଣୁ ଢେଙ୍କାନାଳ-ଅନଗୁଳୁ ରାଜନୀତି ଶ୍ରୀ ପ୍ରଧାନଙ୍କ ଚାରିପଟେ ବୁଲୁଛି। ତାଙ୍କ ଗସ୍ତକୁ ବିଜେଡି ବଡ଼ ଆକାରରେ ବିରୋଧ କରି ନ ଥାଏ। ହେଲେ ନିକଟରେ ବିଜେଡି…

Read More

ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି, ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି। ସରକାର ଯୁବକଙ୍କ ଜୀବନସହ ଖେଳୁଛନ୍ତି ତାହା ବନ୍ଦ ହେବା ଆବଶ୍ୟକ। ଯେଉଁଠି ସାଧାରଣ ଲୋକ…

Read More

ଇଣ୍ଡିଆ ମେଣ୍ଟ ଓ (ଟିଏମସି) ମହୁଆଙ୍କ ପାଇଁ ଲଢିବେ ; ମମତା

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ତେବେ ଏହି ରିପୋର୍ଟରେ ଉଲେଖଯୋଗ୍ୟ ଯେ ବେଆଇନ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ…

Read More

ବଡ଼ଚଣା ରାଜନୀତି : ଅତୀତାବଲୋକନ ଓ ଅମରଙ୍କ ଉପାଖ୍ୟାନ

ଚଣ୍ଡିଖୋଲ: (ବିଜୟ ସାହୁ)- ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ନବକୃଷ୍ଣ ଚୌଧୁରୀ, ଜଗନ୍ନାଥ ଦାସ, ଦୁଃଶାସନ ଜେନା, ଯଦୁମଣି ମଙ୍ଗରାଜ, ଧନଞ୍ଜୟ ଲେଙ୍କା, ମାନଗୋବିନ୍ଦ ସାମଲ , ସୀତାକାନ୍ତ ମହାପାତ୍ର , ଅମର ଶତପଥୀ, ଅମର ନାୟକ ବିଧାୟକ ଭାବରେ ନିର୍ବାଚିତ ହେଇଛନ୍ତି । ସର୍ବାଧିକ ସମୟ ଅମର ପ୍ରସାଦ ଶତପଥୀ ବିଧାୟକ ହେଇଛନ୍ତି ଓ ଥରେ ମନ୍ତ୍ରୀ ହେଇଛନ୍ତି । ସମୁଦାୟ 30 ବର୍ଷ ।ତାଙ୍କର କ୍ଷମତାସୀନ ଦଳ ସହ ରାଜନୀତି ସର୍ବାଧିକ ସମୟ – 25…

Read More

ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଲା ଭାରତ , ଶାର୍ଦୁଲଙ୍କ ସ୍ଥାନରେ ଖେଳିଲେ ଅକ୍ଷର

କଲୋମ୍ବର ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା – ଭାରତ  ଏସିଆ କପର ସୁପର – 4 ର ତୃତୀୟ ମ୍ୟାଚରେ ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛି । ତେବେ ଏହି ମ୍ୟାଚ ପାଇଁ ଶାର୍ଦୁଲ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିଛି । ତେବେ ଗତକାଲି ମ୍ୟାଚରେ ପାକିସ୍ତାନକୁ 228 ରନର ଏକ ବଡ ବ୍ୟାବଧାନରେ ହରାଇବା ପରେ ଭାରତୀୟ ଦଳର ମନବଳ ଶୁଦୃଢ ରହିଛି । ଦ୍ବିତାୟ ଓଭର ଖେଳ ଶେଷ…

Read More

ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର , ରୋହିତଙ୍କୁ ମିଳିପାରେ ପୁଣି ଅଧିନାୟକ ପଦ …

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଛନ୍ତି। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା…

Read More

ଗୌହାଟିରୁ ଆସିବ ଓଡ଼ିଶା ବିଜେପି ପାଇଁ ଗୁରୁମନ୍ତ୍ର

ଭୁବନେଶ୍ୱର : ଓଡ଼ିଶାରେ ବିଜେପିର ରଣନୀତି କଣ ହେବ। ନିଜସ୍ୱ ସଂଗଠନରେ ଦଳ ଆଗକୁ ବଢିବ। ନା କିଛି ବିଜେଡି ନେତାଙ୍କୁ ଦଳକୁ ଆଣିବ। କେନ୍ଦ୍ର ରାଜନୀତିକୁ ଲକ୍ଷ୍ୟ ରଖି ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିବ ନା କରିବ ନାହିଁ। ଯଦି ଆଗୁଆ ବିଧାନସଭା ନିର୍ବାଚନ ହୁଏ, ତେବେ କଣ ରଣନୀତି ହେବ। ଓଡ଼ିଶା ବିଜେପିର ପରବର୍ତ୍ତୀ ପ୍ରଚାର କମିଟି ଅଧ୍ୟକ୍ଷ କାହାକୁ କରାଯିବ। କେଉଁ ନେତା ମନ୍ତ୍ରୀ ପଦରୁ ଅପସାରିତ ହେବେ, କାହାକୁ ମନ୍ତ୍ରୀ କରାଯିବ।…

Read More

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଘରଭଡ଼ା ମିଳିଗଲା, ନିଜାମୁଦ୍ଦିନ ଇଷ୍ଟରେ ଏହି ନେତା ଘରେ ରହିବେ

ନୂଆଦିଲ୍ଲୀ  : ସବୁ ମୋଦି ସାଙ୍ଗିଆଧାରୀ ଚୋର କହିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇଛନ୍ତି। ରାହୁଲ ଗାନ୍ଧୀ ଏହି କାରଣରୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇସାରିଛି। ସେ ନିଜର ସରକାରୀ ଘର ମଧ୍ୟ କେବେଠୁ ଛାଡି ସାରିଛନ୍ତି। ତେଣୁ ରାହୁଲ ଭଲ ଘର ସନ୍ଧାନରେ ରହିଥିଲେ। ବହୁତ ଘର ଏବଂ ଫ୍ଲାଟ ଦେଖୁଥିଲେ ବି ତାଙ୍କର କିଛି ପସନ୍ଦ ଆସୁନଥିଲା। ମାତ୍ର ଏବେ ଗୋଟିଏ ଫ୍ଲାଟ ତାଙ୍କର ପସନ୍ଦ ଆସିଛି। ଖୁବ୍ ଶୀଘ୍ର ରାହୁଲ ଏହି…

Read More

ରଜନୀକାନ୍ତ ସିଂହଙ୍କୁ ବିଧାୟକ ଟିକେଟ୍ ଦେବାକୁ ଚାହୁଁ ନାହାନ୍ତି କି ବିଜେଡି ମୁଖିଆ ?

ଅନୁଗୋଳ : ଅନୁଗୋଳ ଵିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦ ଛାଡିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ନିର୍ବାଚନମଣ୍ଡଳୀ ଆଲୋଚନା ଜାରି ରହିଛି। ଅନୁଗୋଳ ଜିଲ୍ଲାରେ  ମଣ୍ଟୁବାବୁ ଭାବରେ ପରିଚିତ ଶ୍ରୀ ସିଂହ ଏଠାରୁ ଲଗାତାର ଚାରିଥର ବିଧାୟକ ହୋଇ ଗଲେଣି। ଦୀର୍ଘ ସମୟ ଧରି ସେ ଉପ-ବାଚସ୍ପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଦୀର୍ଘଦିନ କାର୍ଯ୍ୟ କରୁଥିଲେ। ଅନୁଗୋଳ ଜିଲ୍ଲାରେ ତାଙ୍କୁ ବାଦ୍  ଦେଇ ଚାରି ଚାରି…

Read More

ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ, ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି…

ସେୟାର ବଜାରରେ ବଡ଼ ଧରଣର ପରିବର୍ତ୍ତନ। ତାସ ପତ୍ତା ପରି ଭୁଶୁଡ଼ି ଗଲା ସେୟାର। ସେନ୍ସେକ୍ସ ୨୪୦୦ ପଏଣ୍ଟ ତଳକୁ ଖସି ଥିବା ବେଳେ ନିଫ୍ଟି ମଧ୍ୟ ୭୨୦ ପଏଣ୍ଟର ତଳକୁ ଖସି ଯାଇଛି। କୁହା ଯାଉଛି ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ବଜାରରେ ଏପରି ଅବସ୍ଥା ଦେଖା ଦେଇଛି। ଗୋଟିଏ ମିନିଟରେ ଭୁଶୁଡି ପଡ଼ିଛି ୧୦ ଟି ସେୟାର। ଏହି ସେୟାରର ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇଛି। ଫଳରେ ନିବେଶଙ୍କ ମାନଙ୍କ…

Read More