କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ…

ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର…

Read More

ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଲେ ଧୋନି

ଚେନ୍ନାଇ;ଶୁକ୍ରବାର ରାତିରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ବିଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି ସୂଚନା ଦେଇ ନିଜ ପ୍ରଶଂସକ ମାନଙ୍କୁ ଦ୍ବନ୍ଦ୍ବରେ ପକାଇଛନ୍ତି। ଡେଭନ୍ କନୱେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ୩ ୱିକେଟ୍ ନେଇ ଚେନ୍ନାଇ ସୁପର୍ କିଙ୍ଗ୍ସ ୧୩୫ ରନ୍ ଲକ୍ଷ୍ୟକୁ ୮ ବଲ୍‌ ପୂର୍ବରୁ ହାସଲ କରିଥିଲା। ‘ଦୁଇ ବର୍ଷ ପରେ ପ୍ରଶଂସକମାନେ ଚେନ୍ନାଇ ଆସିବାର ସୁଯୋଗ ପାଇଲେ ଏବଂ…

Read More

ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଶୋଏବ ମଲ୍ଲିକ, ଜଣାନ୍ତୁ କିଏ ଥିଲେ ତାଙ୍କ ପ୍ରଥମ ପତ୍ନୀ

ଶୋଏବ ମଲିକ ତୃତୀୟ ଥର ବିବାହ କରି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଶୋଏବ ତୃତୀୟ ଥର ପାଇଁ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଶୋଏବ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ସାନାଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି। ଏହାପୂର୍ବରୁ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୨୦୧୦ ରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। କିନ୍ତୁ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ସାନିଆ ମିର୍ଜାଙ୍କୁ ବିବାହ…

Read More

ବିଜେଡ଼ିର ଆସନ ସଂଖ୍ୟା ହ୍ରାସ ପାଉଛି, ଏହି ଟ୍ରେଣ୍ଡ ବଳବତ୍ତର ରହିଲେ କେସିଆର ହୋଇଯିବେ ନବୀନ….

ଭୁବନେଶ୍ୱର :  ବିଜେଡିର ଲୋକପ୍ରିୟତା ହ୍ରାସ ପାଉଛି। କେବଳ ଲୋକପ୍ରିୟତା ନୁହେଁ, ଭୋଟ୍ ମଧ୍ୟ ହ୍ରାସ ପାଉଛି।  ମୁଖ୍ୟ ବିରୋଧୀ ଦଳର ଭୋଟ ବଢୁଛି। ବିଦ୍ରୋହୀ ବିଜେଡି ଆଶାୟୀ ମୁଖ୍ୟ ବିରୋଧୀ ଦଳକୁ ଯିବା ପାଇଁ ସଜବାଜ ହେଲେଣି। ବର୍ତ୍ତମାନ ସମୟରେ ବିଜେଡି ଶତାଧିକ ବିଧାୟକ ରହିଛନ୍ତି। ମାତ୍ର ଏହି ସଂଖ୍ୟାରେ ଅହେତୁକ ହ୍ରାସ ଦେଖାଗଲାଣି। ଏକଥା ଓଡ଼ିଶା ପତ୍ରିକା କହୁନାହିଁ। ବିଜେଡି ଦ୍ୱାରା ନିୟୋଜିତ ହୋଇଥିବା ଏକାଧିକ ସର୍ଭେକ୍ଷଣ ସଂସ୍ଥା ଏବଂ ଜନମତ ନାମକ ଏକ…

Read More

ପାଟନାର ଏକ ହୋଟଲରେ ଭୟଙ୍କର ଅଗ୍ନିକାଣ୍ଡ , ୬ ମୃତ

ପାଟଣା: ପାଟନା ରେଳ ଷ୍ଟେସନ ଜଙ୍କସନରେ ଥିବା ଏକ ହୋଟେଲରେ ଆଜି ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ୪୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାଜୀବ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି କୋଠାରୁ ଅଗ୍ନିଶମ ବାହିନୀ ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଡିଆଇଜି (ଅଗ୍ନିଶମ) ମୃତ୍ୟୁଞ୍ଜୟ କୁମାର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ନିଆଁକୁ ଆୟତ୍ତ କରିଛୁ। ପୂର୍ବାହ୍ନ ପ୍ରାୟ…

Read More

ଶ୍ରୀସନ୍ଥ – ଗମ୍ଭୀର ବିବାଦରେ ମୁହଁ ଖୋଲିଲେ ଏଲଏଲସିର ମୁଖ୍ୟ , ଜାଣନ୍ତୁ କ’ଣ କହିଲେ କିରିମାନି …

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍ଏଲସି)ରେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିବାଦମଚର୍ଚ୍ଚାରେ ରହିଛି। ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଏହି ବିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଟି-୨୦ ଓ 2011 ଦିନିକିଆ ବିଶ୍ୱକପ୍ ବିଜେତା ଦଳର ଏହି ଦୁଇ ଜଣ ସଦସ୍ୟଙ୍କ ଆଚରଣକୁ ନେଇ କ୍ରିକେଟ୍ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ଓ ଦୁଃଖିତ। ଏସବୁ ଭିତରେ ଏବେ ଏଲଏଲସି ମଧ୍ୟ ଏହି ବିବାଦକୁ…

Read More

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ସାଂସଦ ଓମ୍‍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଓମ୍‍ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ କେ ସୁରେଶଙ୍କ ନାମ…

Read More

ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁପୂଜନ

ଭୁବନେଶ୍ୱର, ୫/୯ : “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।” ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଆଣି ଜ୍ଞାନ ରୂପକ ଆଲୋକ ଦେଖାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ।  ଯାହାଙ୍କ ଜ୍ଞାନରେ ମଣିଷ ଏକ ଦିଗଦର୍ଶନ ପାଇଥାଏ । ତେବେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ସେହି ଗୁରୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଏ ।ପ୍ରତି…

Read More

ASIA CUP 2023 ; ବର୍ଷା ହେଲେ ପାକିସ୍ତାନ ଖେଳିବ ଫାଇନାଲ ସେପଟେ ଜମା ନଖେଳି ଟାଇଟଲ ଦୌଡରୁ ବାଦ୍ ପଡିବ ଶ୍ରୀଲଙ୍କା କେମିତି ଜାଣନ୍ତୁ …

ଚଳିତ ଏସିଆ କପରେ ସୁପର ୪ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ବଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି । ସୁପର- ୪ ର ଆଉ ବାକି ଥିବା ୫ଟି ମ୍ୟାଚ୍ ଶ୍ରୀଲଙ୍କାର କଲୋମ୍ବରେ ଅନୁଷ୍ଚିତ ହେବାର ଯୋଜନା ରହିଛି । କିନ୍ତୁ ସେହି ସ୍ଥାନରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବର୍ଷାର ଆଶଙ୍କା ଦେଖାଦେଉଛି । ସେହିପରି ୧୦ ସେପ୍ଚେମ୍ବରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମହାମୁକାବିଲା ହେବାକୁ…

Read More

ବନ୍ଦ ହୋଇଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା …

ରାଜ୍ୟରେ ବନ୍ଦ ହେଇଯିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ ନେଇ ଘୋଷଣା କରିଛନ୍ତି। ମନମୋହନ କହିଛନ୍ତି, ବିଏସକେୱାଇ ଅଧୀନରେ ଜନସାଧାରଣଙ୍କୁ କମ୍‌‌ ସୁବିଧା ମିଳୁଥିଲା। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଲୋକଙ୍କୁ ଅଧିକ ସୁବିଧା ମିଳିବ। ରାଜ୍ୟର ପ୍ରତ୍ୟେକ ଜନସାଧାରଣ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦ୍ୱାରା ଉପକୃତ…

Read More