ଆଉ ୫ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଉ ୫ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମ କରିବାପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।ଗତ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଡରାହୁଡ଼ି, କୁସୁମଡିହି, କେନ୍ଦୁଡିହି, କେଦେଶାଲା ଲୁହାପଥର ଖଣିକୁ ନିଲାମ କରିଥିଲେ। ଏବେ ପୁଣି ରାଜ୍ୟ ସରକାର ଆଉ ୫ଟି ଖଣିର ନିଲାମ ଆସନ୍ତା ଜୁନ୍‌ ୧୦ ମଧ୍ୟରେ କରିବେ। କେନ୍ଦୁଝର ଜିଲ୍ଲାର ରେଙ୍ଗାଲବେଡ଼ା ଉତ୍ତର-ପୂର୍ବ ଏବଂ ନୂଆଗାଁର ପଶ୍ଚିମ ବ୍ଲକ୍‌ ଲୁହାପଥର ଖଣି ଏହି ପର୍ଯ୍ୟାୟରେ ନିଲାମ ହେବ। ଏହି…

Read More

ହକି ଇଣ୍ଡିଆ ପ୍ରଶିକ୍ଷଣ ଶିବିରରେ ୪ ଓଡ଼ିଆଙ୍କୁ ସ୍ଥାନ

ଭୁ‌ବନେଶ୍ବର: ହକି ଇଣ୍ଡିଆ  ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ୩୯ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାରୁ ୪ ଜଣଙ୍କୁ ସ୍ଥାନ ମିଳିଛି ।ସେଥିମଧ୍ୟରେ  ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ, ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଅମିତ ରୋହିଦାସ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରହିଛନ୍ତି । ଏହି ଶିବିର ଆଜିଠୁ ଆରମ୍ଭ ହୋଇ ଜୁଲାଇ ୧୯ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ କେନ୍ଦ୍ରରେ ଆୟୋଜିତ ହେବ। ଜୁଲାଇ ୨୫ରୁ…

Read More

୨୯ ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ୨୦୨୫ ପାଇଁ ମନୋନୀତ ହେଲା  ‘ଲାପତା ଲେଡିଜ୍’

ଚଳିତ ବର୍ଷ ଲୋକଙ୍କ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ‘ ଲାପତା ଲେଡିଜ୍’ ବର୍ତ୍ତମାନ ଏକ ବଡ ମାଇଲଖୁଣ୍ଟ ହାସଲ କରିଛି। ନିର୍ଦ୍ଦେଶକ କିରଣ ରାଓଙ୍କ ଏହି ଚଳଚ୍ଚିତ୍ର ଓସ୍କାର ୨୦୨୫ ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ ମନୋନୀତ ହୋଇଛି |ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ୨୯ ଟି ସର୍ଟଲିଷ୍ଟ ଫିଲ୍ମ ତାଲିକାରୁ ଓସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବରେ’ ଲାପତା ଲେଡିଜ୍’ କୁ ଚୟନ କରିଛି | ଏହି ତାଲିକାରେ ରଣବୀର କପୁରଙ୍କ ଅଭିନୀତ…

Read More

ଆଇଆଇଏମସି, ଢେଙ୍କାନାଳର ସମସ୍ୟା ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର,୩ା୧୦: ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା  ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ପୁରାତନ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ  ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର…

Read More

ସରକାରଙ୍କ ଟଙ୍କାରେ କେମିତି କରିବେ ବ୍ୟବସାୟ ଜାଣନ୍ତୁ

ଆଜିକାଲି ବହୁ ସଂଖ୍ୟକ ଯୁବପିଢ଼ି ଚାକିରି କରିବା ପରିବର୍ତ୍ତେ ନିଜର ବ୍ୟବସାୟ ଆରମ୍ଭ କରି ଭଲ ରୋଜଗାର କରି ଅନ୍ୟ ମାନଙ୍କୁ ଚାକିରି ପ୍ରଦାନ କରୁଛନ୍ତି । ଯଦି ଆପଣ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଅର୍ଥାତ୍ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ…

Read More

ସମଗ୍ର ବିଶ୍ଵର ଯୁଦ୍ଧ ଓ ଅସ୍ତ୍ର କାରବାର ରାଜନୀତିରେ କ’ଣ ରୋକ୍ ଲାଗିବ!!!

ନୂଆଦିଲ୍ଲୀ: (ବିଜୟ ସାହୁ)- Sydney Blumenthal ଜଣେ ଆମେରିକୀୟ ଲେଖକ । ସେ ଆବ୍ରାହାମ ଲିଙ୍କନଙ୍କ ଜୀବନୀ ଉପରେ ପାଞ୍ଚ ଖଣ୍ଡରେ 3ଟି ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକଗୁଡିକ ହେଲା – A self made-man , Wrestling With His Angel and All The Powers Of Earth .ସେ ଆମେରିକାରେ Guardian ପତ୍ରିକାର ସ୍ତମ୍ଭକାର । ପୂର୍ବରୁ ବିଲ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ସିନିୟର ଉପଦେଷ୍ଟା ଥିଲେ ।ମାସକ ତଳେ…

Read More

ସୁଟିଂରେ ଭାରତକୁ ଆଉ ଏକ କାଂସ୍ୟ ପଦକ, ମନୁ-ସରବଜୋଟ ଯୋଡ଼ି ରଚିଲେ ଇତିହାସ…

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ହାତରେ ଲାଗିଛି  ଦ୍ୱିତୀୟ ପଦକ  | ୧୦ ମିଟର ଏୟାର ପିସ୍ତଲ ଡବଲ୍ସରେ  ଭାରତର ଯୋଡି ମନୁ ଭାକର ଏବଂ ସରବଜୋଟ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ କୋରିଆ ଯୋଡି ଲିୱନହୋ ଏବଂ ୟେଜିନଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ମନୁ ଭାକର ସମାନ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ଯୋଡି ଆଠ…

Read More

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ…

Read More

ମୋଦିଙ୍କ ପରିବାରବାଦ ଭାଷଣ ପରେ ବିଜେପିରେ ଛନକା , ଏମାନଙ୍କର କଟିଯାଇପାରେ ଟିକେଟ୍

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅଗଷ୍ଟ ପନ୍ଦର ଭାଷଣରେ ପରିବାରବାଦ ରାଜନୀତି ଉପରେ ବର୍ଷିଥିଲେ। ଏହା ତାଙ୍କର ପ୍ରଥମ ପରିବାରବାଦ ଉପରେ ଆକ୍ରମଣ ନ ଥିଲା। ଏହି ପରିବାରବାଦ ବକ୍ତବ୍ୟ ଖାଲି ବିରୋଧି ନୁହେଁ, ବିଜେପି ନେତାମାନଙ୍କୁ ମଧ୍ୟ ବାଧିଛି। ତେଣୁ ବିଜେପିରେ ଥିବା ଏହି ପରିବାରବାଦୀ ନେତାଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ତାଲିକାରେ ମୋଦିଙ୍କ କ୍ୟାବିନେଟରେ ପ୍ରଥମେ ଆସୁଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ତାଙ୍କ…

Read More

ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅନୁଗୁଳରେ ‘ଗୋ ଗ୍ରୀନ୍’ ପଦକ୍ଷେକ

ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ନେଟ୍ ଜିରୋ ଲକ୍ଷ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଭାରତୀୟ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏହାର ଅନୁଗୁଳ ଇସ୍ପାତ କାରଖାନରେ ୧୦ ଟି ଇଲେକ୍ଟ୍ରିକ ବସ୍ ଏବଂ ୨୭ ଟି ଇଲେକ୍ଟ୍ରିଯାନ (ଇଭି) ନିୟୋଜିତ କରିଛି। ପରିବେଶ ନିରନ୍ତରତା ଏବଂ ଡିକାର୍ବନାଇଜେସନ୍ ପ୍ରୟାସ ପ୍ରତି ଜେଏସପିର ପ୍ରତିବଦ୍ଧତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ । ଜିନ୍ଦଲ…

Read More