ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ

ନୂଆଦିଲ୍ଲୀ :କିରନ ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ । ଅର୍ଜୁନ ରାମ ମେଘୱାଲ ହେଲେ ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ। ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ କିରନରିଜିଜୁଙ୍କୁ ଭୂ- ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।ଏହି ସୂଚନା ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରକାଶିତ ଏକ ପ୍ରକାଶନରେ ଦିଆଯାଇଛି। ଏଥିରେ କୁହାଯାଇଛି ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ମନ୍ତ୍ରୀପରିଷଦ ସଦସ୍ୟଙ୍କ ବିଭାଗରେ ପୁନଃ ଆବଣ୍ଟନ କରାଯାଇଛି। କିରନ ରିଜିଜୁଙ୍କୁ ଆର୍ଥସାଇନ୍ସ…

Read More

କ୍ରିକେଟକୁ ଅଲବିଦା କହିଲେ ଶିଖର ଜାଣନ୍ତୁ କେମିତି ଥିଲା ତାଙ୍କ କ୍ୟାରିଅର

କ୍ରିକେଟରୁ ସନ୍ୟାସ ନେଲେ ଭାରତୀୟ ଓପନିଂ ବ୍ୟାଟର ଶିଖର ଧାୱନ । ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟରୁ ଅବସର ନେଇଛନ୍ତି ଗବର । ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି।ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ…

Read More

ଲାଂଚ ମାମଲାରେ ଏଆରଆଇଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ୨ଜଣ ମାଟ୍ରିକ୍‌ ପାସ କରିଥିବା ଛାତ୍ରୀଙ୍କ ବିବିଧ ପ୍ରମାଣପତ୍ରର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଲାଂଚ ନେବା ମାମଲାର ବିଚାର କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ହରଡାଫୁଟର ଭାରପ୍ରାପ୍ତ ଏଆରଆଇ ନାରାୟଣ ଗୋଲରୀଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ…

Read More

ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ଅର୍ଥପୂର୍ଣ୍ଣ ଶିକ୍ଷା – ଜ୍ଞାନ ହିଁ ମାନବିକତାର ଉନ୍ନତି କରିଥାଏ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଟଣୀ : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ କମ୍ ସମୟ ମଧ୍ୟରେ ଏହା ଶିକ୍ଷା ଜଗତରେ ନିଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି । ବିଜ୍ଞାନର ଯଥାର୍ଥତା ଓ ପରମ୍ପରାର ମୂଲ୍ୟବୋଧକୁ ସମନ୍ୱିତ କରି ଏହି ଅନୁଷ୍ଠାନ…

Read More

ଘରେ ବସି ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛନ୍ତି ? ତେବେ ପଢନ୍ତୁ ଏହି ରିପୋର୍ଟ……

ଆଜିର ଯୁଗରେ ସମସ୍ତେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ର ବ୍ୟବହାର କରୁଛନ୍ତି । ଏହି କାର୍ଯ୍ୟରେ ଘରୋଇ ବ୍ୟାଙ୍କ ଗୁଡୁକ ସବୁବେଳେ ଆଗରେ ରହିଆସିଛନ୍ତି | କିନ୍ତୁ ବର୍ତ୍ତମାନ କେବଳ ଘରୋଇ ନୁହେଁ ବରଂ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଆପଣଙ୍କୁ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଉଛନ୍ତି। ସେ ବ୍ୟାଙ୍କ ବାଲାନ୍ସ ହେଉ କିମ୍ବା ନୂତନ ଚେକ୍ ବୁକ୍ ବା ପାସ୍ ବୁକ୍ ଏସବୁ ଆପଣ ଘରେ ବସି ସହଜରେ ମଗେଇ ପାରିବେ । କେବଳ…

Read More

Post Office ର ଏହି ଯୋଜନା ଆପଣଙ୍କ ପଇସାକୁ କରିଦେବ ଡବଲ …

ପୋଷ୍ଚଅଫିସ ବା ଡାକଘର , ଡାକଘର ତାର ଛୋଟ ସଂଚୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ତେବେ ସେହିପରି ପୁଣି ଆଉ ଏକ ଯୋଜନା ଡାକଘର ନେଇଆସିଛି ଯାହାର ନାମ ହେଉଛି କିଷାନ ବିକାଶ ପତ୍ର । ଏହି ଯୋଜନାର ସ୍ବତନ୍ତ୍ରତା ହେଉଛି କି ଏହା ଆପଣଙ୍କ ପଇସାକୁ ଦୁଇଗୁଣ ବା ଡବଲ କରିବାର ବିକଳ୍ପ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିକଳ୍ପ ବିଷୟରେ । ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧି…

Read More

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ସାଂସଦ ଓମ୍‍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଓମ୍‍ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ କେ ସୁରେଶଙ୍କ ନାମ…

Read More

କେତୋଟି ସଂସ୍ଥାର ରିପୋର୍ଟକୁ ଆଧାର କରି ଆଗୁଆ ବିଧାନସଭା ଭାଙ୍ଗିବେ ନବୀନ, ଡିସେମ୍ବରରେ ରାଜ୍ୟ ଦେଖିବ ନୂଆ ସରକାର

ଭୁବନେଶ୍ୱର : ମେ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟନ୍ତି। ଏହା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଲୋକମାନେ ଆଲୋଚନା କରୁଥିବା ମନ୍ତବ୍ୟ ପ୍ରଦାନ କରନ୍ତି। ଏହି ସମୟ ମଧ୍ୟରେ ନିଜ ଜିଲ୍ଲାରେ ଥିବା ଅଧିକାରୀମାନଙ୍କ ତାଲିକା ପ୍ରସ୍ତୁତି କରିବା ସହ ବଦଳି ପ୍ରକ୍ରିୟା ସଅଳ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ…

Read More

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି

ଭୁବନେଶ୍ୱର, ୧୪/୫(ବ୍ୟୁରୋ ) : ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା,…

Read More