ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର,21/4(ବ୍ୟୁରୋ ):ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଶୁକ୍ରବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ କାନୁନଗୋଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ରାଜଧାନୀ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଶ୍ରୀ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି l…

Read More

ବିଜେପି ଯିବା ଖବର ଗଣମାଧ୍ୟମର ଗୁଜବ : ଏନସିପି ନେତା ଅଜିତ ପାଓ୍ୱାର

ମୁମ୍ବାଇ; ଦୁଇ ଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଗୁଜବରେ କୌଣସି ପ୍ରକାରର ସତ୍ୟତା ନାହିଁ। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଅଛନ୍ତି ଓ ଆଗାମୀ ଦିନରେ ଏନସିପିରେ ହିଁ ରହିବେ। ଗଣମାଧ୍ୟମ କେତେକ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କୌଣସି କାରଣ ନଥାଇ କେବଳ ଗୁଜବର ପ୍ରଚାର କରୁଛି। ଏନସିପି କିମ୍ବା ମହାରାଷ୍ଟ୍ର ବିକାଶ ଅଗାଡ଼ି କୌଣସି ପ୍ରକାରର ବିବାଦ ନାହିଁ। ସେ ୪୦ ଜଣ ବିଧାୟକଙ୍କ ଦସ୍ତଖତ ନେଇ ନାହିଁ।…

Read More

ୱାଇ.ବି ଖୁରାନିଆ ଓଡ଼ିଶାର ନୂଆ ଡିଜିପି…

ଭୁବନେଶ୍ୱର:  ଯୋଗେଶ ବାହାଦୂର ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ନିକଟରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ। ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ୱାଇ.ବି ଖୁରାନିଆ ପୂର୍ବରୁ ପୋଲିସ…

Read More

ଅଲଗା କି ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ?…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖାଲି ଖେଳରେ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ଖରାପ ସମୟ ଦେଇ ଗତି କରୁଛନ୍ତି। ଚଳିତ ବର୍ଷ ତାଙ୍କ ଦଳ ମୁମ୍ୱାଇ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବୈବାହିକ ଜୀବନରେ ଦେଖା ଦେଇଛି ଅଶାନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ…

Read More

ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟର କିଛି ସ୍ଥାନରେ ଆସନ୍ତା ୧୩ ତାରିଖରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଶନିବାର ତଥା ଆଜି ପାଇଁ ବାଲେଶ୍ୱର,…

Read More

ପ୍ରଶ୍ନ ନୁହେଁ ଯେ ଇତିହାସ କେମିତି ଆପଣଙ୍କୁ ବିଚାର କରିବ, ପ୍ରଶ୍ନ ହେଉଛି ଆପଣ କେମିତି
ନିଜକୁ ବିଚାର କରିଗଲେ ???

ନୂଆଦିଲ୍ଲୀ: (ବିଜୟ ସାହୁ)-ଭାରତର 50ତମ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି 10 ତାରିଖରେ ଅବସର ଗ୍ରହଣ କଲେ । 8 ତାରିଖ ନିଜର ଶେଷ ରାୟ ଦେଇ ସୁପ୍ରିମକୋର୍ଟ ପ୍ରାଙ୍ଗଣରେ  ବିଦାୟକାଳିନ ଭାଷଣ ଦେଇ ଗୋଟିଏ ଶାଏରୀ ମାଧ୍ୟମରେ ନିଜର କାର୍ଯ୍ୟକାଳକୁ Sum Up କରି କହିଲେ – मुखालिफत से मेरी शक्खि्यत सँवरती है, मे दुश्मनोँका बडा ऐहतिराम करता हूँ  । ମୋର ବ୍ୟକ୍ତିତ୍ବ ଭିତରେ ପ୍ରତିକୂଳ ଦିଗରେ ଯିବାର ପ୍ରବଣତା…

Read More

ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ; ଚଳିତ ବର୍ଷ ପାସ୍‌ ହାର ୮୭.୩୩%

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ ପକ୍ଷରୁ ଜଣାପଡିଛି । ଏହି ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବ‌େଳେ ଚଳିତ…

Read More

୨୦୨୫ ଚାମ୍ପିୟନସ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତ

୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ଯିବ କି ନାହଁ ସଭିଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କିଛି ଦିନ ପୂର୍ବରୁ ଏହାର କାର୍ଯ୍ୟସୂଚୀ ପିସିବି ଘୋଷଣା କରିଥିବା ବେଳେ। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ…

Read More

ମହାମହିମ, ମୋଦି ଓ ମୋହନଙ୍କ ନୀରବତା, ନ୍ୟାୟ ପାଇବେ ତ ଲେଖାଶ୍ରୀ

ବାଲେଶ୍ୱର : (ଲେଖାଶ୍ରୀ ସାମନ୍ତସିଂହାର)-ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ 02 July 2025 ରେ ମୋ ପ୍ରତି ଦେଇଥିବା ଅଶାଳୀନ, ଅଭଦ୍ର ମନ୍ତବ୍ୟ ଓ ଚରିତ୍ର ସଂହାର ପ୍ରତିବାଦରେ ମୁଁ 04 July ରେ ମହିଳା ଥାନାରେ FIR ଦେଇଥିଲିl କିନ୍ତୁ ପୁଲିସ ଏଇ ଘଟଣାକୁ ତଦନ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଲା ନାହିଁ ଏବଂ ପରବର୍ତ୍ତୀ ସମୟରେ ମୁଁ ରାଜ୍ଯ ମହିଳା ଆୟୋଗ, ରାଷ୍ଟ୍ରୀୟ ମହିଳା ଆୟୋଗ, DGP , ରାଜ୍ୟପାଳ, ବାଚସ୍ପତି…

Read More

ନେପାଳ ବିଦ୍ରୋହ : ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ

କାଠମାଣ୍ଡୁ : (ନରେନ୍ଦ୍ର ମହାନ୍ତି)-ନେପାଳୀ ଯୁବକ ଏବଂ ଛାତ୍ରଙ୍କ ଆନ୍ଦୋଳନ ଏକ ଗୌରବମୟ ପଦକ୍ଷେପ ସୃଷ୍ଟି କରିଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହାର ଅରାଜକତା, ବର୍ବର ଏବଂ ଦିଗହୀନ ଦୃଶ୍ୟ ଦେଖାଗଲା। ବିଗତ ୧୫୦ ବର୍ଷ ମଧ୍ୟରେ ଏଠାରେ ଅନେକ ଆନ୍ଦୋଳନ ହୋଇଥିଲା, ଅନେକ ନିଜର ବଳିଦାନ ଦେଇଥିଲେ, କିନ୍ତୁ ଜନସାଧାରଣ ପକ୍ଷାଘାତର ଜିଦ୍ ରୁ ମୁକ୍ତି ପାଇପାରିଲେ ନାହିଁ। ନିଶ୍ଚିତ ଭାବରେ, ୧୯୯୬ ରେ ମାଓବାଦୀଙ୍କ ନେତୃତ୍ୱରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ୨୦୦୮…

Read More