ମୁର୍ଖାଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ସ୍ଥିତ ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଗୁରୁବାର ଖରାବେଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି…

Read More

ପଦୋନ୍ନତିରେ ସଂରକ୍ଷଣ : ସୁପ୍ରିମକୋର୍ଟ ସର୍ତ୍ତାବଳୀକୁ ଲାଗୁ କଲେ ରାଜ୍ୟ ସରକାରସଂଗ୍ରହ ହେବ କ୍ୟାଡର ଭିତ୍ତିକ ତଥ୍ୟ

ଭୁବନେଶ୍ୱର, ୨/୩ : ପଦୋନ୍ନତିରେ ସଂରକ୍ଷଣ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟ ଜାରି କରିଥିବା ସର୍ତ୍ତାବଳୀକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ତଦନୁଯାୟୀ ଏଣିକି ପ୍ରତି ସେବା ବର୍ଗରେ ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀଙ୍କ ଆନୁପାତିକ ହାରରେ ସଂଖ୍ୟା ରହିଛି କି ନାହିଁ ସେ ସଂକ୍ରାନ୍ତୀୟ ତଥ୍ୟ ସର୍ବେକ୍ଷଣ କରି ହସ୍ତଗତ ହେଲାପରେ ଉକ୍ତ ସେବା ବର୍ଗରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଆଇନ୍‍ ଲାଗୁ ହେବ କି ନାହିଁ ତାହା ସ୍ଥିର କରାଯିବ । ଚଳିତବର୍ଷ ଫେବୃୟାରୀ…

Read More

ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ 

ଭୁବନେଶ୍ବର : ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡିଶାର ପୁଅ  । ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ପାଇଛନ୍ତି । ଦେବଦତ୍ତ ଚାନ୍ଦର ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ। । ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର…

Read More

ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ…

Read More

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ପୋଷ୍ଟରରେ ସ୍ଥାନ ପାଇଲେ ବୈଜୟନ୍ତ..ଜାଣନ୍ତୁ କଣ…

ନୂଆଦିଲ୍ଲୀ :  ସ୍ୱାଧୀନତା ଦିବସର ପରଦିନ ଅର୍ଥାତ ଅଗଷ୍ଟ ମାସ ୧୬ ତାରିଖରେ କଂଗ୍ରେସ ନିଜର ଟୁଇଟର ଆକାଉଣ୍ଟରୁ ଏକ ଫଟୋ ସେୟାର କଲା। ଏଥିରେ  ମହାରାଷ୍ଟ୍ର ନାରାୟଣ ରାଣେ, ଅଜିତ ପାଓ୍ୱାର , ହସନ ମୁନିଫ ଓ ଛଗନ ଭୁଜବଳ, କର୍ନାଟକର ବସବରାଜ ବୋମାଇ, ମଧ୍ୟ ପ୍ରଦେଶର ଶିବରାଜସିଂ ଚୌହାନ, ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀ, ଆସାମର ହିମନ୍ତ ବିଶ୍ୱଶର୍ମା , ଝାଡଖଣ୍ଡର ରଘୁବର ଦାସ ପ୍ରମୁଖଙ୍କ ଫଟୋ ଏବଂ କିଛି ବାର୍ତ୍ତା ଥିବା ଫଟୋ ସେୟାର…

Read More

ନୂଆପଡ଼ା ଉପ – ନିର୍ବାଚନ ଫଳାଫଳକୁ ଏମିତି ଦେଖେ

ଭୁବନେଶ୍ୱର : (ରାଜେଶ ପଟ୍ଟନାୟକ)-ନୂଆପଡ଼ା ଉପନିର୍ବାଚନ ଫଳାଫଳର ରାଜନୈତିକକୁ ମୁଁ ଏହିପରି ଦେଖେ I  ପ୍ରଥମେ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉପରେ ଲୋକଙ୍କର ବିଶ୍ୱାସ ବଢିଛି ଓ ଯଶସ୍ବୀ ରାଜ୍ଯ ସଭାପତି ମନମୋହନ ଭାଇଙ୍କ ରଣନୀତି ବିରୋଧିଦଳ ମାନଙ୍କ ଜ୍ଞାନର ପରିସୀମା ବାହାରେ। ସେହିପରି ଦ୍ବିତୀୟ ସ୍ଥାନରେ ଥିବା ଘାସିରାମମାଝି ନିଜ ନାଁ ରେ ଗତଥର ଅଧିକ ଭୋଟ ପାଇଥିଲେ।  ଏଥର କଂଗ୍ରେସର “ହାତ ଚି଼ହ୍ନ” ହେଲା ତାଙ୍କ ପାଇଁ ଅଭିଶାପ।…

Read More

୨୦୨୪ରେ ବିଜେପି ୩୦୦ରୁ ଅଧିକ ଲୋକସଭା ଆସନରେ ଜିତି କ୍ଷମତାକୁ ଫେରିବ: ଅମିତ ଶାହା

ଦିିବ୍ରୁଗଡ଼/ ଆସାମ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସମଗ୍ର ଦେଶରେ ୩୦୦ରୁ ଅଧିକ ଲୋକସଭା ଆସନରେ ଜିତିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ଦଳ କ୍ଷମତାକୁ ଫେରିବ। ଆସାମର ଦିିବ୍ରୁଗଡ଼ ଠାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟର ୧୪ଟି ଲୋକସଭା ଆସନ ମଧ୍ୟରୁ ଦଳ ୧୨ଟିରେ ବିଜୟୀ…

Read More

ସାରା ବିଶ୍ୱରେ ଏକ ଭୟଙ୍କର ବାତାବରଣ ରଚୁଛି

ଆମେରିକା/ନୂଆଦିଲ୍ଲୀ : (ଭାଲ ଚନ୍ଦ୍ର ଷଡ଼ଙ୍ଗୀ)- ମଧ୍ୟ ପ୍ରାଚ୍ୟ ଓ ଆରବ ଦେଶମାନଙ୍କରେ ତେଲର ଭଣ୍ଡାର ଆବିଷ୍କୃତ ହେବା ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ତାକୁ ହାସଲ କରିବା ପାଇଁ ଚେଷ୍ଟା କରି ଆସିଛନ୍ତି । ଏହି କ୍ରମରେ ତୈଳ ସମ୍ପଦ ଭରା ସେହି ଅଞ୍ଚଳରେ ନିଜର ରାଜନୈତିକ ଓ ସାମରିକ ଆଧିପତ୍ୟ ପ୍ରତିଷ୍ଠା କରିବା ପାଇଁ ସେମାନେ ଇସ୍ରାଏଲ ପରି ଏକ ଦେଶକୁ ପାଲେଷ୍ଟାନୀୟମାନଙ୍କ ଜନ୍ମଭୂମିରେ ବଳପୂର୍ବକ ନୂଆରେ ବସାଇବା ସହ ତାକୁ ଶକ୍ତିଶାଳୀ…

Read More

ଓଡ଼ିଶା ଷ୍ଟାଫ ସିଲେକ୍ସନ୍ (OSSC) ର ଶାରିରୀକ ପରୀକ୍ଷା ବେଳେ ଦୁଇ ଯୁବକଙ୍କ ମୃତ୍ୟୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ସରକାରୀ ଚାକିରୀ ହେଲା କାଳ । ଶାରିରୀକ ପରୀକ୍ଷା ସମୟରେ ଘଟିଲା ଅଘଟଣ। ଓଡିଶା ଷ୍ଟାଫ୍ ସିଲେକ୍ସନ (OSSC) ର ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ଅଘଟଣ ଦେଖା ଦେଇଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ …

Read More

ଓଡ଼ିଶା ଆସୁଛନ୍ତି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱତ୍ ମନ୍, ପରବର୍ତ୍ତୀ ସମୟରେ ଆସିବେ ରାଘବ ଚଢା

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ ଆସିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ୱତ୍ ମନ୍। କେବଳ ମନ୍ ନୁହଁନ୍ତି ଆପ୍ ରାଜ୍ୟସଭା ନେତା ରାଘବ ଚଢା ମଧ୍ୟ ଓଡ଼ିଶା ଆସିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏନେଇ ଉଭୟ ଚଢା ଏବଂ ମନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱତ୍ ମନ ଆସିବାର ସଙ୍କେତ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିସାରିଛି। ରାଘବ ଚଢାଙ୍କ ଗସ୍ତ ନେଇ ସ୍ପଷ୍ଟ ଚିତ୍ର ଏଯାବତ ଆସିନାହିଁ। ଚଳିତ ସପ୍ତାହ…

Read More