ରାଜସ୍ଥାନ ବନାମ ଲକ୍ଷ୍ନୌ; ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ହେବ ମୁକାବିଲା

ଜୟପୁର; ଜୟପୁରରେ ଚଳିତ ଆଇପିଏଲର ୨୬ତମ ମ୍ୟାଚ ରାଜସ୍ଥାନ ରୟାଲ୍‌ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ୬ଷ୍ଠ ମ୍ୟାଚ ଖେଳିବେ। ରାଜସ୍ଥାନ ରୟାଲ୍‌ସ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ବେଳେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଦ୍ବିତୀୟ ସ୍ଥାନରେ ରହିଛି। ସଞ୍ଜୁ ସାମସନଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍‌ସ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟରେ ରହିଛି। ସେହିପରି ଲକ୍ଷ୍ନୌ ସୁପର ଯାଏଣ୍ଟ ୫ଟି ମ୍ୟାଚରୁ ୩ଟି ବିଜୟ…

Read More

ସୁଟିଂରେ ଭାରତକୁ ଆଉ ଏକ କାଂସ୍ୟ ପଦକ, ମନୁ-ସରବଜୋଟ ଯୋଡ଼ି ରଚିଲେ ଇତିହାସ…

୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ହାତରେ ଲାଗିଛି  ଦ୍ୱିତୀୟ ପଦକ  | ୧୦ ମିଟର ଏୟାର ପିସ୍ତଲ ଡବଲ୍ସରେ  ଭାରତର ଯୋଡି ମନୁ ଭାକର ଏବଂ ସରବଜୋଟ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ କୋରିଆ ଯୋଡି ଲିୱନହୋ ଏବଂ ୟେଜିନଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ମନୁ ଭାକର ସମାନ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ଯୋଡି ଆଠ…

Read More

ନିର୍ବାଚନ କମିଶନଙ୍କୁ
ଝଟକା,  ୨୨ ତାରିଖକୁ ଅପେକ୍ଷା

ନୂଆଦିଲ୍ଲୀ : (ବିଜୟ ସାହୁ)- ସୁପ୍ରିମକୋର୍ଟ  ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ଓ ଜଷ୍ଟିସ ଜୟମାଲା ବାଗ୍ଚିଙ୍କ ପୀଠ ତୃତୀୟ ଦିନର ଶୁଣାଣି ପରେ ଯେଉଁ ଅନ୍ତରୀମ ଆଦେଶ ଦେଇଛନ୍ତି ତାହା ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ । 6 ଦଫା ଲିଖିତ ନିର୍ଦେଶନାମା ପରବର୍ତ୍ତୀ 22 ତାରିଖ ଶୁଣାଣି ବେଳେ SIR ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ତର୍ଜମା କରିବାକୁ ବାଧ୍ୟ । କାରଣ ସମସ୍ତ ଆବେଦନକାରୀଙ୍କ ମୂଳ ଆବେଦନ ଥିଲା ନିର୍ବାଚନ କମିଶନ ଙ୍କ ସାମ୍ବିଧାନନିକ…

Read More

ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଦଳର ଖେଳାଳି…

ଭୁବନେଶ୍ବର; ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ’ କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି । ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ।  ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Read More

୪ ମାସ ସୁଦ୍ଧା ରାଜ୍ୟର ସବୁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ ସେବା

ଭୁବନେଶ୍ବର: ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ତ୍ଵରାନିତ କରିବେ ରାଜ୍ୟ ସରକାର। ଗାଁ ଗାଁ ରେ ପହଞ୍ଚିବ ଇଣ୍ଟରନେଟ। ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି। ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଗ୍ରେଡ…

Read More

Post office scheme: ଗୋଟିଏ ଥର ଟଙ୍କା ବିନିଯୋଗ କରି ମାସକୁ ପାଆନ୍ତୁ ୨୦ ହଜାରରୁ ଅଧିକ

ଅନେକ ସରକାରୀ ଯୋଜନା ପୋଷ୍ଟ ଅଫିସ୍ ସ୍କିମ୍ ଅଧୀନରେ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଛି, ଯାହା ଅଧୀନରେ ଟିକସ ଏବଂ ଅଧିକ ରିଟର୍ଣ୍ଣର ଲାଭ ମିଳିଥାଏ ।ଡାକଘର ଅଧୀନରେ ଥିବା ଏହି ଛୋଟ ସଞ୍ଚୟ ଯୋଜନାଗୁଡିକ ଏକ ନିରାପଦ ବିନିଯୋଗ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁ କାରଣରୁ ଦେଶର ଅଧିକାଂଶ ଜନସଂଖ୍ୟା ଏହି ଯୋଜନାରେ ବିନିଯୋଗ କରନ୍ତି । ଅଧିକ ଲାଭ ପ୍ରଦାନ ବ୍ୟତୀତ, ଏହି ଯୋଜନାଗୁଡିକ ବିଭିନ୍ନ ପ୍ରକାରର ଲାଭ ମଧ୍ୟ ପ୍ରଦାନ କରିଥାଏ…

Read More

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ମାମଲା, ବ୍ରିଜଭୂଷଣଙ୍କ ପରିବାରକୁ ପଚାରିଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ : ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଓ ଗୋଣ୍ତାରେ ଥିବା ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ପୁଲିସ୍ ପକ୍ଷରୁ ଯୋଗାଡ଼ କରାଯାଇଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଛି। ଗତ ଜାନୁୟାରୀ ମାସରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ…

Read More

ଭାରତ – ୱିଣ୍ଡିଜ ଖେଳିବେ ୧୦୦ତମ ଟେଷ୍ଟ ମ୍ୟାଚ୍ , କିନ୍ତୁ ଆଉ କ’ଣ ରହିଛି ଏହି ମ୍ୟାଚର ବିଶେଷତ୍ବ ଜାଣନ୍ତୁ …..

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦ୍ବିତୀୟ ବା ଶେଷ ଟେଷ୍ଟ ଖେଳାଯିବ । ତେବେ ଏହି ମ୍ୟାଚ୍ ଆଜି ଦୁଇ ଦେଶ ପାଇଁ ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ଦୁଇ ଦେଶ ଆଜି ତାର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ । ୭୫ ବର୍ଷ ପୂର୍ବେ ବା ୧୯୪୮ମସିହାରେ ଏହି ଦୁଇ ଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଦୀର୍ଘ ୭୫ ବର୍ଷ…

Read More

ଟି-୨୦ ବ୍ୟାଟର ତାଲିକାର ଶ୍ରେଷ୍ଠ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ

ଦୁବାଇ  : ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିିସି ) ପକ୍ଷରୁ ପ୍ରକାଶିତ ଟି-୨୦ ବ୍ୟାଟର  ତାଲିକାରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସୂର୍ଯ୍ୟକୁମାର ୯୦୬ ପଏଣ୍ଟ ସହ ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ପାକିସ୍ଥାନର ୱିକେଟ କିପର ବ୍ୟାଟର ମହମଦ୍ଦ ରିଜୱାନ [୮୧୧ ପଏଣ୍ଟେ] ଓ ଅଧିନାୟକ ବାବର ଆଜମ [୭୫୬ ପଏଣ୍ଟେ] ପାଇ ଏହି ତାଲିକାର ଦିତୀୟ ଓ ତୃତୀୟ ସ୍ଥାନରେ ରହିଥିବାବେଳେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଦକ୍ଷିଣ…

Read More

ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବା ନେଇ ଆକଳନ କଲା ଆଇସିସିର ଆର୍ଥିକ ନୀତି

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂଆ ଆର୍ଥିକ ନୀତି ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ଭାବେ ନ ିଜର ପ୍ରଭାବ ବିଶ୍ବ କ୍ରିକେଟ୍ ପରିଷଦ ଆଗରେ ବଜାୟ ରଖିବ ।   ନୂଆ ମଡେଲ୍‌ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍‌କୁ ଆସିବ ।  ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ (ଆଇସିସି)ଠୁ ୬୦୦ ମିଲିଅନ୍‌ ଡଲାରରୁ ବିସିସିଆଇ…

Read More