ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହାତରେ ହତ୍ୟା ହେଉଛି ବେଦ

ଭୁବନେଶ୍ୱର  : (ଯୋଗାଚାର୍ଯ୍ୟ ପ୍ରମୋଦ କୁମାର)- ହୟଗ୍ରୀବର କାମ ବେଦ/ଜ୍ଞାନକୁ ନଷ୍ଟ କରିବା, ବେଦର ପ୍ରକୃତ ମାର୍ଗକୁ ପଥ ଭ୍ରଷ୍ଟ କରିବା। କିନ୍ତୁ ଯେତେବେଳେ ବି ସନାତନୀ ବେଦ ଜ୍ଞାନକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ସ୍ୱାର୍ଥରେ ବ୍ୟବହାର କରାଯାଇଛି, ତାହା ରାଜନୀତି ହେଉ, ସମାଜ ବ୍ୟବସ୍ଥା ହେଉ କି ଅର୍ଥନୀତି ହେଉ ସେତେବେଳେ ବରାହ, କୃଷ୍ଣ, ବୁଦ୍ଧ, ଦୟାନନ୍ଦ ସରସ୍ୱତୀ, ଗାନ୍ଧୀ ଆଦି ମହାପୁରୁଷମାନେ ଆସିଛନ୍ତି ଆଉ ବେଦର ପ୍ରକୃତ ମାର୍ଗକୁ ଉଦ୍ଧାର କରିଛନ୍ତି। କିନ୍ତୁ…

Read More

UAN ନମ୍ବର ଭୁଲି ଯାଇଛ କି ତେବେ ଏମିତି କରିପାରିବ ନିଜର ବାଲାନ୍ସ ଚେକ୍ …

ପ୍ରତ୍ୟେକ ଚାକିରିଆ ମାନଙ୍କ କିଛି ଦରାମା କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନରେ ଜମା ହୋଇଥାଏ | କର୍ମଚାରୀ ଅବସର ପରେ ଏହି ଟଙ୍କା ପାଇଥାନ୍ତି | ଏପରି ପରିସ୍ଥିତିରେ, ଏହା ଲୋକଙ୍କ ଜୀବନର ଜମାପୁଞ୍ଜି ଅଟେ | ପ୍ରତ୍ୟେକ ଇପିଏଫ୍ ସଦସ୍ୟଙ୍କୁ ଏକ ଅଦ୍ୱିତୀୟ ୧୨ ଅଙ୍କ ବିଶିଷ୍ଟ ID ଦିଆଯାଏ, ଯାହା ମାଧ୍ୟମରେ ସେ ତାଙ୍କର EPF ବାଲାନ୍ସ ଯାଞ୍ଚ କରିପାରିବେ ଏବଂ ତାଙ୍କର PF ଆକାଉଣ୍ଟ୍ ପରିଚାଳନା କରିପାରିବେ | ବାରମ୍ବାର ଚାକିରି ବଦଳାଇବା…

Read More

ଚେନ୍ନାଇ: ଆଜି ଜିତିବ ଯିଏ, ସିଧା ଫାଇନାଲ ଖେଳିବ ସିଏ l

ଭୁବନେଶ୍ୱର : ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ଗତ ଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚରେ ପରାଜିତ ଦଳ ପ୍ଲେ ଅଫ୍‌-୨ରେ ଖେଳିବ। ଚେନ୍ନାଇର ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଫର୍ମରେ ଅଛନ୍ତି । ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ଭଲ ଖେଳୁଛନ୍ତି l ବୋଲର ମାଥୀଶା ପଥିରଣା ଗୁଜରାଟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇ ପାରିବେ l ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ରୁ…

Read More

ଶେଷ ବଲରେ ଚଉକା ମାରି ଚେନ୍ନାଇକୁ ପଞ୍ଚମ ଥର ଭାବେ ଚମ୍ପିୟାନ ମୁକୁଟ ପିନ୍ଧାଇଲେ ରବିନ୍ଦ୍ର ଜାଡେଜା ।

ଭୁବନେଶ୍ବର:ଚଳିତ ଆଇପିଏଲର 16 ତମ ସଂସ୍କରଣରେ ଚେନ୍ନାଇ ସୁପରକିଂସ୍ ପଞ୍ଚମ ଥର ଭାବେ ଟାଇଟଲ ହାତେଇଛି । ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଚନ୍ନାଇ ପ୍ରଥମେ ଟସ ଜିତି ବିପକ୍ଷ ଗୁଜୁରାଟକୁ ବ୍ୟାଟିଂ ପାଇ ଆମନ୍ତ୍ରୀତ କରିଥିଲା । ଗୁଜୁରାଟର ଓପନିଂ ବ୍ୟାଟର ସୁଭମନ୍ ଗିଲ୍ ଏବଂ ରିଦିମାନ ଶାହା ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ପରେ ବି ସାଇ ସୁଦର୍ଶନ 96 ରନର ଏକ ମହତ୍ବପୂର୍ଣ୍ଣ…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ତାଲିକା, ରେଭେନ୍ସା ଶୀର୍ଷରେ

ଗୁରୁବାର ଚଳିତ ଶିକ୍ଷାବର୍ଷ(୨୦୨୩-୨୪) ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେଧା ତାଲିକା ସାର୍ବଜନୀନ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟର ସମସ୍ତ କଲେଜକୁ ପଛରେ ପକାଇ ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୭ ରୁ ଆରମ୍ଭ ହୋଇ ଆସନ୍ତା ୧୩…

Read More

ଆଦିବାସୀ ଜମି ହଡ଼ପ ସମ୍ପର୍କିତ କଳା ଆଇନ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୬୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ବିଭାଗ ଯଥା:- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସମଗ୍ର ଦେଶରେ digital workflow systemର…

Read More

ବିଜେଡି କାହିଁକି  ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି…

Read More

ଡେମୋକ୍ରାଟ କେବଳ ପରାଜିତ ନୁହଁନ୍ତି ବିଲୁପ୍ତି ପଥରେ ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: (ବିଜୟ ସାହୁ)-2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତବାସୀଙ୍କ ପାଇଁ ” ବେଗାନୀ ଶାଦୀ ମେଁ ଅବ୍ଦୁଲ୍ଲା ଦୀବାନା ” କି ?କିନ୍ତୁ ସରକାରୀ ଭାବରେ ଫଳାଫଳ ଘୋଷଣା ଓ ସରକାରୀ ଭାବରେ ହ୍ଵାଇଟ ହାଉସକୁ ପ୍ରବେଶ ପୂର୍ବରୁ ଡୋନାଲଡ଼ ଟ୍ରମ୍ଫଙ୍କୁ ବିଜୟ ବାର୍ତା ପଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଭାରତବାସୀ ଦୀବନା !“ଗଣତନ୍ତ୍ରର ଜନନୀ ଭାରତ ” ଗଣତନ୍ତ୍ରର ଅଧିବକ୍ତା ଆମେରିକାର ଗଣତନ୍ତ୍ର ହତ୍ୟାର ମହାନ ପର୍ବରେ ଢୋଲ ବାଦକ ହେଇଛନ୍ତି । 2024 ବିଶ୍ଵ…

Read More

ଭଗବାନଙ୍କ ରେକର୍ଡକୁ ପଛରେ ପକାଇଲେ କିଙ୍ଗ୍ …

ମୁମ୍ବାଇ; ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ – ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମେନ ଇନ୍ ବ୍ଲୁ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ସଠିକ୍ ପ୍ରମାଣିତ କରିଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଚମତ୍କାର ଲୟରେ ନଜର ଆସିଥିଲେ। ପ୍ରଥମେ ରୋହିତ ଓ ଗିଲ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ, ଯାହାକୁ ପ୍ରଥମେ କୋହଲି ଓ ଗିଲ୍, ପରେ କୋହଲି ଓ…

Read More

ପୁଣି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି , ୪୦ ଡିଗ୍ରି ଉପରେ ୧୮ଟି ସହରର ତାପମାତ୍ର

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା। ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରି ପରିଲିକ୍ଷିତ ହେଇଛି । ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି…

Read More