
ଡଃ ବିଶ୍ୱଜିତ୍ ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ
ଭୁବନେଶ୍ୱର (୨୨/୧୨) : ଗାନ୍ଧୀ ଓ ସର୍ବୋଦୟ ଆନ୍ଦୋଳନର ଶୀର୍ଷସ୍ଥ ସଂସ୍ଥା ସର୍ବସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଓଡ଼ିଶାର ଗାନ୍ଧୀବାଦୀ ଯୁବ ନେତା ତଥା କଳିଙ୍ଗନଗର ଠାରୁ ଆରମ୍ଭ କରି ପୋସ୍କୋ ବିରୋଧୀ ଆନ୍ଦୋଳନରେ ମହତ୍ତ୍ଵପୂର୍ଣ୍ଣ ଭୂମିକାରେ ଥିବା ଡାକ୍ତର ବିଶ୍ୱଜିତଙ୍କୁ ଏହାର ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଭାବରେ ମନୋନୀତ କରିଛନ୍ତି। ଦେଶର ପ୍ରାକୃତିକ ସମ୍ପଦ ଜଳ, ଜଙ୍ଗଲ, ଜମି, ଖଣି ଖାଦାନ ଆଜି ଶାଗ ମାଛ ମୂଲରେ ବିକ୍ରି ହେଉଥିବା…