ଆଉ ବ୍ରଡ଼ବ୍ୟାଣ୍ଡର ପଡ଼ିବନି ଆବଶ୍ୟକତା, ଜିଓର ଏହି ପ୍ଲାନରେ ମିଳୁଛି 5G ଅସୀମିତ ଡାଟା

ଭୁବନେଶ୍ୱର : ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ନବବର୍ଷ ପାଇଁ ଜିଓ ନିକଟରେ ଉପଭୋକ୍ତାମାନଙ୍କ ପାଇଁ ଏକ ସୁଲଭ ରିଚାର୍ଜ ଯୋଜନା ଆଣିଛି ଯେଉଁଥିରେ ଆପଣ ଅସୀମିତ 5G ଡାଟା ଉପଭୋଗ କରିପାରିବେ | ଜିଓ ତାର ପ୍ଲାନରେ ଏକ ବର୍ଷ ପାଇଁ ୬୦୧ ଟଙ୍କା ମୂଲ୍ୟର ଏକ ନୂତନ ମୋବାଇଲ୍ ଭାଉଚର୍ ଲଞ୍ଚ କରିଛି | ଏହି ଯୋଜନାରେ, ଜିଓ ପୁରା ଏକ ବର୍ଷ ପାଇଁ ଉପଭୋକ୍ତାମାନଙ୍କୁ ଅସୀମିତ 5G ଡାଟା ପ୍ରଦାନ…

Read More

ରାମ ମୟ ହେଉଛି ଇନଷ୍ଟାଗ୍ରାମ , ଦୈନିକ ଏତିକି ଭିଡିଓ ହେଉଛି ପୋଷ୍ଟ …

ରାମ ମୟ ହୋଇଛି ପୁରା ଦେଶ । ରାମଲାଲାଙ୍କ ଆଗମନକୁ ଚାତକ ପରି ଚାହିଁ ରହିଛିନ୍ତି ସବୁ ସନାତନ ଧର୍ମର ଲୋକ ।  ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ଧୂପ ନୈବେଦ୍ୟର ସୁଗନ୍ଧରେ ଫାଠି ପଡୁଛି ଚାରି ଦିଗ । ତେବେ ଏହି ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ…

Read More

ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ…

Read More

ନେଡିଗୁଡ଼ କହୁଣୀକୁ ବୋହିଗଲା ପରେ ଫାଳେ ବୁଝୁଛି ବିଜେଡି…..ପ୍ରକୃତ ପ୍ରସଙ୍ଗକୁ ଫେରୁଛି

ଭୁବନେଶ୍ୱର-  ସମୟ ଓ ଧୈର୍ଯ୍ୟଠୁ ବଳି ବଡ଼ କେହି ଯୋଦ୍ଧା ନାହାନ୍ତି। ଏକଥା ଇତିହାସରେ ବହୁଥର ବିଭିନ୍ନ ଉଦାହରଣରେ ଉଲ୍ଲେଖ କରାଯାଇଛି। ସମୟ ହିଁ ବଳବାନ , ଏହା ରାଜନୀତିରେ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶା ରାଜନୀତି ମଧ୍ୟ ଠିକ୍ ସେହିପରି କଡ଼ ଲେଉଟାଇଛି। ଯେଉଁ ସବୁ ପ୍ରସଙ୍ଗ ବିଜେଡି ଅଣଦେଖା କରୁଥିଲା। ସେହି ପ୍ରସଙ୍ଗରେ ଆଜି ପ୍ରଥମେ ହାଜିରା ପକାଉଛି। ଦୁଇଦିନ ତଳେ ସିପିଏମ୍ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

Read More

ସୌରଭ ଗାଙ୍ଗୁଲି – ମହେନ୍ଦ୍ର ସିଂ ଧୋନି ପାରିନଥିଲେ , କରି ଦେଖାଇବେ କି ରାହୁଲ ?

ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ମାଟିରେ ଦିନିକିଆ ରେକର୍ଡ ଏତେ ଖରାପ ଯେ ଆପଣ ଚିନ୍ତା କରି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଦିନିକିଆ ସିରିଜ୍ ଜିତିଛି।ଭାରତୀୟ ଦଳ ଆଫ୍ରିକା ଗସ୍ତରେ ଥିବା ବେଳେ ଉଭୟଙ୍କ ମଧ୍ୟରେ ଦିନିକିଆ ଶୃଙ୍ଖଳା ଚାଲିଛି। ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପରେ ଶୃଙ୍ଖଳା ଏବେ  ୧-୧ରେ ସମାନ ରହିଛି । ତେବେ ଆଜିପର ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏହି…

Read More

କର୍ଣ୍ଣାଟକ ସରକାର ଭାଙ୍ଗିଯିବ କି ବୋଲି କାହିଁକି କହିଲେ କୁମାରସ୍ୱାମୀ ?

ବେଙ୍ଗଲୁରୁ :  କଂଗ୍ରେସ ନେତୃତ୍ୱାଧିନ କର୍ଣ୍ଣାଟକ ସରକାର କୌଣସି ସମୟରେ ଭାଙ୍ଗି ଯାଇପାରେ। ଦଳର ପ୍ରାୟ ୪୦ରୁ ୫୦ ବିଧାୟକ  ଜଣେ ବରିଷ୍ଟ ନେତାଙ୍କ ନେତୃତ୍ୱରେ ବିଦ୍ରୋହ କରିପାରନ୍ତି।  ଏହି ବରିଷ୍ଠ ନେତା ଜଣଙ୍କ ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାମ କରୁଛନ୍ତି।  ତେଣୁ କର୍ଣ୍ଣାଟକ ସରକାର ବିପଦରେ ରହିଥିବା ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏହି ଦାବି କରିଛନ୍ତି। କୁମାର ସ୍ୱାମୀ କୁହନ୍ତି ଯେ, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ…

Read More

ଦ୍ୱିତୀୟ ଥର ପାଇଁ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ବିଜେତା

ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ଲେବାନନ୍‌ (୯୯)କୁ ପରାସ୍ତ କରିଛି। ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ (୬୬ ମିନିଟ୍‌) ଗୋଟିଏ ଲେଖାଏଁ…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More

କୁଶଳୀ ମା’ ଭଉଣୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୪ ; ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍ କନକ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ…

Read More

ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ…

Read More