ଆରମ୍ଭ ଯେଉଁଠି, ଶେଷ ବି ସେଇଠି : ଜାତୀୟ କଂଗ୍ରେସରେ ଏନସିପିର ହୋଇପାରେ ସମ୍ମିଶ୍ରଣ

ମୁମ୍ବାଇ : ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏକଦା କଂଗ୍ରେସରୁ ଅଲଗା ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପୁଣି କଂଗ୍ରେସ ସହିତ ସମ୍ମିଶ୍ରଣ ହୋଇପାରେ। ଜାରି ରହିଥିବା ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ ଦିନରେ ଏନସିପିର ଚିହ୍ନ ଘଣ୍ଟାକୁ ବାତିଲ କରି ଦୁଇଟି ପକ୍ଷକୁ ଅଲଗା ଚିହ୍ନ ଦିଆଯିବାର ସମ୍ଭାବନା ରହିଛି। ଗୋଟିଏ ଗୋଷ୍ଠୀ ଅଜିତ ପାଓ୍ୱାର ଏବଂ…

Read More

ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ…

Read More

ମୁମ୍ବାଇ ପାଇଁ ଆଉ ଖେଳିବେନି ରୋହିତ ଶର୍ମା ଜାଣନ୍ତୁ କାହିଁକି…

ଚଳିତ ବର୍ଷର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କିଛି ଠିକ୍ ଚାଲିନାହିଁ। ଦଳ ମଧ୍ୟ ପ୍ଲେ ଅଫ୍ ରୁ ବାଦ୍ ପଡ଼ିଛି। ଅଧିନାୟକତ୍ୱ ପରିବର୍ତ୍ତନ ନିଷ୍ପତ୍ତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଦେଖାଯାଉଛି | ଖବର ଅନୁଯାୟୀ, ଦଳ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ଏପରିକି ଦଳର ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରସ୍ପରକୁ ସମ୍ମାନ ଦେଉ ନାହାଁନ୍ତି।ରୋହିତ ଏବଂ ହାର୍ଦ୍ଦିକଙ୍କୁ ପୁରା  ଆଇପିଏଲ୍ ସିଜନରେ ଏକାଠି ଅଭ୍ୟାସ…

Read More

ସୁକନ୍ୟା ସମୃଦ୍ଧି ଯୋଜନାରେ ମାସିକ ଏତିକି ଟଙ୍କା ରଖି ପାଆନ୍ତୁ ୫୦ ଲକ୍ଷ …

 ଝିଅର ପାଠପଢ଼ା ଓ ବାହାଘର ଖର୍ଚ୍ଚକୁ ନେଇ ସବୁ ବାପା ଚିନ୍ତିତ ରହିଥାନ୍ତି । ଏଥିପାଇଁ ସେ ନିଜ ସଞ୍ଚୟ ଟଙ୍କାକୁ ବିଭିନ୍ନ ନିବେଶ ଯୋଜନାରେ ବିନିଯୋଗ କରିଥାନ୍ତି। ଯଦି ଆପଣ ବି ଏକ ଝିଅର ବାପା ତେବେ ଏହା ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଚିନ୍ତାର ବିଷୟ ଅଟେ  ।  ସମୟ କ୍ରମେ ଯୋଜନା କରି ଝିଅର ବାହାଘର ଓ ପାଠପଢ଼ା ଖର୍ଚ୍ଚ ପାଇଁ ସହଜରେ ଟଙ୍କା ଜମା କରିପାରିବେ। ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ…

Read More

ଦୁନିଆର ପ୍ରଥମ ସିଏନଜି ବାଇକର ମୂଲ୍ୟ କେତେ ରହିବ ଜାଣନ୍ତୁ…

ଦୁନିଆର ପ୍ରଥମ( ସିଏନଜି)ବାଇକ୍ ଲଂଚ କରିବ ବଜାଜ ଅଟୋ। ବଜାଜ୍‌ ଅଟୋ ପକ୍ଷରୁ ଆଜି ପୁନେରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିବେ। ବାଇକ୍‌ର ନାମ ‘ଫ୍ରିଡମ୍ ୧୨୫’ ରଖାଯାଇଥିବା କୁହାଯାଉଛି। ଏହି ବାଇକ୍‌ରେ ଉଭୟ ପେଟ୍ରୋଲ୍‌ ଓ ସିଏନ୍‌ଜିର ବିକଳ୍ପ ରହିଛି। ସେଥ‌ିରେ ଥିବା ସୁଇଚ୍‌କୁ ବ୍ୟବହାର କରି ଗ୍ରାହକମାନେ ନିଜ ସୁବିଧାର ଇନ୍ଧନ ବିକଳ୍ପ ଚୟନ କରିପାରିବେ। ସିଏନ୍‌ଜି…

Read More

କ୍ରମାଗତ ୪ ଦିନ ହେଲାଣି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି

କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି କାମ ନଥିଲେ ଲୋକେ ବାହାରକୁ ଯିବାକୁ ଚାହୁଁ ନାହାନ୍ତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି। ଭୁବନେଶ୍ୱର: ୪୧.୦ ଡ଼ିଗ୍ରିଝାରସୁଗୁଡା: ୪୧.୦ ଡ଼ିଗ୍ରିସମ୍ବଲପୁର: ୪୦.୬ ଡ଼ିଗ୍ରିଚାନ୍ଦବାଲି: ୪୦.୦ ଡ଼ିଗ୍ରିହୀରାକୁଦ: ୩୯.୪ ଡ଼ିଗ୍ରିକେନ୍ଦୁଝର: ୩୭.୨ ଡ଼ିଗ୍ରିବାଲେଶ୍ୱର: ୩୫.୮ ଡ଼ିଗ୍ରିଗୋପାଳପୁର:…

Read More

ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି । ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ…

Read More

ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା

କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି ।ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି । ଓଡ଼ିଶା ଜୈବବିବିଧତା ବୋର୍ଡ…

Read More

ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…

ନୂଆଦିଲ୍ଲୀ : ଭାରତୀୟ ମାନେ ଆବ୍ଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ହଁ ପାଠକେ ବନ୍ଧୁ ଯେତିକି ଦରକାର, ସେତିକି ଅଧିକା ଖାଉଛନ୍ତି। ଏକଥା ଆମେ ଆମ ମନରୁ କହୁନାହୁଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ପକ୍ଷରୁ କୁହାଯାଇଛି। ଜଣେ ଭାରତୀୟ ପ୍ରତିଦିନ ହାରାହାରି ଆଠ ଗ୍ରାମ ଲୁଣ ଖାଉଛି। ଜଣେ ଭାରତୀୟ ପୁରୁଷ 8.9 ଗ୍ରାମ ଖାଉଥିବା ବେଳେ, ଜଣେ ମହିଳା 7.1 ଗ୍ରାମ ଲୁଣ ଖାଉଛନ୍ତି। ମାତ୍ର ହୁ ପକ୍ଷରୁ ଦିନକୁମାତ୍ର ପାଞ୍ଚ…

Read More

ଇଣ୍ତିଆ ମେଣ୍ଟ ଓ ଏନଡିଏ ମଧ୍ୟରେ ଚାଲିଛି ମାଇଣ୍ଡ ଗେମ୍ …

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର…

Read More