IND vs BAN : ବାଂଲାଦେଶ ବିପକ୍ଷ ମ୍ୟାଚରେ ବଦଳିବକି ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ ? ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ରହିଛି। ଅକ୍ଟୋବର ୧୯ (ଗୁରୁବାର) ଅପରାହ୍ନ ୨ଟାରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୩ଟି ଯାକ ମ୍ୟାଚ୍ ଏକତରଫା ଭାବେ ଜତିବାରେ ସଫଳ ହୋଇଛି । ଏଭଳି ସ୍ଥିତିରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ତାର ଦୁଇ ଦ୍ରୁତ ବୋଲର (ବୁମ୍ରା ଓ ସିରାଜ)ଙ୍କ ମଧ୍ୟରୁ…

Read More

ରାଜ୍ୟରେ ନିଶା କାରବାରକୁ କମେଇବା ପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର…

ରାଜ୍ୟରେ ହ୍ରାସ ପାଇବ ନିଶା ବ୍ୟବହାର । ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ଓ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ନିଶା ପାଇଁ ସମାଜ କଳୁଷିତ ହେଉଛି ଏବଂ ଯୁବପୀଢ଼ି ଅବାଟକୁ ଚାଲି ଯାଉଛନ୍ତି  । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର…

Read More

ବଢ଼ିଲା କ୍ଷୀର ଦର, ଗ୍ରାହକଙ୍କ ପାଇଁ ଅତିରିକ୍ତ ବୋଝ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଙ୍ଘ (ଓମଫେଡ଼) ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବ। ନୂଆ ମୂଲ୍ୟ ଅନୁସାରେ : ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) । ବିଗତ ୧ ଅପ୍ରେଲ ୨୦୨୩…

Read More

ଜମା ଉପରେ ସୁଧହାର ବଢ଼ାଇଲା ଇପିଏଫ୍ଓ , ଜାଣନ୍ତୁ କେତେ ବଢ଼ିଲା

କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅର୍ଥାତ ଇପିଏଫଓ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି(ଇପିଏଫ) ଉପରେ ୮.୨୫ ପ୍ରତିଶତରେ ସୁଧ ହାର ସ୍ଥିର କରିଛି । ଗତ ତିନିବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ସୁଧ ହାର । ଗତ ବର୍ଷ ମାର୍ଚ୍ଚରେ, ଇପିଏଫଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାରକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରିଥିଲା । ୨୦୨୧-୨୨ ରେ ଏହା ୮.୧୦ ପ୍ରତିଶତ ଥିଲା । ମାର୍ଚ୍ଚ ୨୦୨୨ ରେ, ଇପିଏଫଓ…

Read More

ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଶ୍ରୀ ପାଣ୍ଡେ ହେଉଛନ୍ତି ଝାରସୁଗୁଡ଼ା ପୌରପାଳିକାର ୨ଥର ଅଧ୍ୟକ୍ଷ ଓ ୩ଥର ବିଧାୟକ ହୋଇଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ଏକ ରାଜନୈତିକ ପରିବାରରୁ ଆସିଥିବା ଶ୍ରୀ ପାଣ୍ଡେ ଜଣେ ଯୁବ ନେତା ଭାବେ ୧୯୯୫ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେକାର୍ଯ୍ୟ କରୁଛନ୍ତି। ଜଣେ ସମାଜସେବୀ ଓ ଅଘରିଆ ସମାଜର ଆଗଧାଡ଼ିର ନେତାଭାବେ ମଧ୍ୟ ନିଜର କାର୍ଯ୍ୟ ଜାରି…

Read More

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ବ୍ୟାଟର…

ଶ୍ରୀଲଙ୍କା ଗସ୍ତକୁ ନେଇ ଆଜି ଟିମ ଇଣ୍ଡିଆର ଖେଳାଳି ମାନଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହି ଶୃଙ୍ଖଳା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ଦିଆଯିବାର ଚର୍ଚ୍ଚା ହେଉଛି। ଏହି ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ତିନେଟି ଟି-୨୦ ଓ ୩ଟି ଦିନିକିଆ ଖେଳାଯିବ । ସୂର୍ଯ୍ୟକୁମାର ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଅଧିନାୟକ ରହି ସାରିଛନ୍ତି । ସେହିପରି ପୂର୍ବ ବର୍ଷ ଅଷ୍ଟ୍ରେଲିଆ…

Read More

କାହିଁକି ଶୁଭୁନି ସୌମ୍ୟ ରଞ୍ଜନଙ୍କ ସ୍ୱର, ସେ କଣ ଯୋଜନା କରୁଛନ୍ତି..EOW ତଦନ୍ତ ଅଧାରୁ ବନ୍ଦ କଲେ କି ସରକାର..

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ୱାଭିମାନୀ ଲୋକ। ତାଙ୍କର ସମ୍ବାଦ ପରି ସୁଦୂର ପ୍ରସାରୀ ଖବରକାଗଜ ଅଛି। କେଉଁ ଭାଇ ସର୍ବାଧିକ କର ଦେଉଥିବା ଖଣି ବ୍ୟବସାୟୀ ତ କେଉଁ ଭାଇ ପୂର୍ବତନ ପିସିସି ସଭାପତି। ବିଜେଡିର ଅଧିକାଂଶ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି। ଏଥରକ ଆଉ ନିସ୍ତାର ନାହିଁ। କଥା ଯାଇ ମୋଦି-ଶାହାଙ୍କ ପାଖରେ ପହଞ୍ଚିଲାଣି। ସୌମ୍ୟ ବାବୁ ପାଗ ଭିଡିଛନ୍ତି ମାନେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଇତ୍ୟାଦି ଆହୁରି ସକ୍ରିୟ ହେବେ।…

Read More

ମୋଦି ଏବଂ ତାଙ୍କ ବଚସ୍କରଙ୍କ  କଥା ଶୁଣିଲେ ଇଶ୍ୱରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ : ରାହୁଲ ଗାନ୍ଧୀ

ୱାଶିଂଟନ ଡିସି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ନିକଟରେ ଶେଷ ହୋଇଛି। ଅପରପକ୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଏମପି ରାହୁଲ ଗାନ୍ଧୀଙ୍କର ବିଦେଶ ଗସ୍ତ ଆରମ୍ଭ ହୋଇଛି। ରାହୁଲ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବା ସହ ସେଠାରେ 3ଟି ସହରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଭାରତୀୟଙ୍କୁ ଭେଟିବା ସହ ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ଦେଇଛନ୍ତି। ଗୋଟିଏ ସଭାରେ ରାହୁଲ ଗାନ୍ଧୀ…

Read More

ଏଲଆଇସିର ଏହି ଯୋଜନାରେ ମିଳୁଛି ୧୧ ଲକ୍ଷ ପର୍ଯ୍ୟନ୍ତ ଲାଭ

ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ସରକାର ବହୁ ପଦକ୍ଷପ ଗ୍ରହଣ କରୁଛନ୍ତି । ଆମ ଦେଶରେ ମହିଳାମାନଙ୍କୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସେଥି ପ୍ରତି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହିପରି ଆଜି ଆମେ ମହିଳାମାନଙ୍କ ପାଇଁ ଏମିତି ଏକ ଯୋଜନା ନେଇ ଆସିଛୁ ଯେଉଁଥିରେ ସେମାନେ କମ୍ ଟଙ୍କାରେ ଅଧିକ ଲାଭ ପାଇପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଯୋଜନା । ସାଧାରଣତଃ ଆମେମାନେ ପଇସା ସଞ୍ଚୟ…

Read More

କର୍ମଭୂମିରେ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ, ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ କଲେ ପୂରଣ

ଭୁବନେଶ୍ୱର :  ଠିକ୍ ଆଜିର ଦିନ। ବର୍ଷକ ତଳେ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦାୟିତ୍ୱ ନେବାର ବର୍ଷକ ପରେ ନିଜ ଜନ୍ମ ଏବଂ କର୍ମଭୂମିରେ ଓଡ଼ିଶାରେ ମହାମହିମ ପଦାର୍ପଣ କରିଛନ୍ତି। ମହାମହିମ ଭାବେ ପୂର୍ବରୁ ଏକାଧିକ ଥର ଗସ୍ତ କରିଥିଲେ ବି ଏହି ଗସ୍ତ ନେଇ ଉତ୍ସାହ ଦ୍ୱିଗୁଣିତ ରହିଛି। ଏଥରକ ରାଷ୍ଟ୍ରପତି ମହୋଦୟା ତିନିଦିଆ ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୬ଟା ୧୦ରେ…

Read More