Biju Pattnaik In odisha Politics ବିଜୁ କଂଗ୍ରେସ ବିରୋଧୀ ନୁହଁ, ଇନ୍ଦିରାଙ୍କ ଏକଛତ୍ରବାଦ ବିରୋଧୀ

ଭୁବନେଶ୍ୱର : (ବିଜୟ ସାହୁ ):ରାଜ୍ୟସଭା ନିର୍ବାଚନକୁ ନେଇ ଯେମିତି ବର୍ତ୍ତମାନ ଓରିଜିନାଲ ବିଜୁ ପରିବାର ଓ ନବୀନ-ବିଜୁ ଲିଗାସୀ ମଧ୍ୟରେ ଦ୍ବନ୍ଦ୍ୱ ଲାଗିଛି ସେମିତି ବିଜୁବାବୁଙ୍କ ସମୟରେ ରାଜ୍ୟସଭା ନିର୍ବାଚନକୁ ନେଇ କେନ୍ଦ୍ର କଂଗ୍ରେସ ଓ ରାଜ୍ୟ କଂଗ୍ରେସ ମଧ୍ୟରେ ତୁଙ୍ଗ ନେତାମାନଙ୍କ ଲଢେଇ ଚାଲିଥିଲା ।ସେତେବେଳେ ବିଜୁବାବୁଙ୍କ ଏହି ରାଜନୈତିକ ପରିବାର ( ଦିଲ୍ଲୀପ ରାୟଙ୍କ ଭାଷାରେ ) ଜନ୍ମ ହେବାକୁ ଅନେକ ବର୍ଷ ବାକି ଥିଲା ।ମୁଁ ବିଜୁ ବାବୁଙ୍କୁ ପ୍ରଥମେ ଖୁଵ…

Read More

ଇଣ୍ଡିଆ ମେଣ୍ଟ ଓ (ଟିଏମସି) ମହୁଆଙ୍କ ପାଇଁ ଲଢିବେ ; ମମତା

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ନୈତିକତା କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।ତେବେ ଏହି ରିପୋର୍ଟରେ ଉଲେଖଯୋଗ୍ୟ ଯେ ବେଆଇନ ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ସ୍ପଷ୍ଟ…

Read More

Sulata Deo Attacked Bjp ବୋପା ଖୋଜୁଛି ବିଜେପି : ସୁଲତା

ଭୁବନେଶ୍ୱର :(ସୁଲତା ଦେଓ)-BJP ଜଣିଏ ବି ସ୍ୱାଧୀନତା ସଂଗ୍ରାମୀ ପାଉନି, ଯାହାଙ୍କୁ ନେଇ ଗର୍ବ କରିବ। କାରଣ ଯାହାଙ୍କୁ ବୀର କହୁଛି, ଦେଖିବା ବେଳକୁ ସେ ମାଫିବୀର, ବ୍ରିଟିଶଙ୍କୁ ମାଫି ମାଗି କଳାପାଣିରୁ ମୁକୁଳିଥିଲେ। ବାଧ୍ୟ ହୋଇ  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ STATUE କରିଛି ଯେ ଦେଖିଲା ବେଳକୁ ସେ ପ୍ରଥମ ଓ ଶେଷ ଥର ପାଇଁ BJPର ମାତୃ ସଙ୍ଗଠନକୁ ଦେଶରୁ ବ୍ୟାନ କରିଥିଲେ!!! ହତାଶା ଭିତରେ ଅଛି BJP…ଏଣେ ଆମେରିକାଠୁ ନୀତି ପ୍ରତିଦିନ…

Read More

କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର…

Read More

ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ, ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ

ଭୁବନେଶ୍ୱର : ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ …

Read More

ସାରା ବିଶ୍ୱରେ ଏକ ଭୟଙ୍କର ବାତାବରଣ ରଚୁଛି

ଆମେରିକା/ନୂଆଦିଲ୍ଲୀ : (ଭାଲ ଚନ୍ଦ୍ର ଷଡ଼ଙ୍ଗୀ)- ମଧ୍ୟ ପ୍ରାଚ୍ୟ ଓ ଆରବ ଦେଶମାନଙ୍କରେ ତେଲର ଭଣ୍ଡାର ଆବିଷ୍କୃତ ହେବା ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ତାକୁ ହାସଲ କରିବା ପାଇଁ ଚେଷ୍ଟା କରି ଆସିଛନ୍ତି । ଏହି କ୍ରମରେ ତୈଳ ସମ୍ପଦ ଭରା ସେହି ଅଞ୍ଚଳରେ ନିଜର ରାଜନୈତିକ ଓ ସାମରିକ ଆଧିପତ୍ୟ ପ୍ରତିଷ୍ଠା କରିବା ପାଇଁ ସେମାନେ ଇସ୍ରାଏଲ ପରି ଏକ ଦେଶକୁ ପାଲେଷ୍ଟାନୀୟମାନଙ୍କ ଜନ୍ମଭୂମିରେ ବଳପୂର୍ବକ ନୂଆରେ ବସାଇବା ସହ ତାକୁ ଶକ୍ତିଶାଳୀ…

Read More

ଦେଶରେ ୧.୮୭ ଲକ୍ଷ କୋଟି, ରାଜ୍ୟରେ ୫,୦୩୬ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ /ଭୁବନେଶ୍ବର : ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ରାଜ୍ୟରେ ୫,୦୩୫.୭୪ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେବା କ୍ଷେତ୍ରରେ ଅଭିବୃଦ୍ଧି ଓ ବିଭିନ୍ନ କାରବାରରେ ହୋଇଥିବା ବୃଦ୍ଧି ପ୍ରଭାବରେ ଜିଏସ୍‌ଟି ସଂଗ୍ରହ ବଢ଼ିଛି। ୨୦୨୨ ଏପ୍ରିଲ୍‌ରେ ଓଡ଼ିଶାର ଜିଏସ୍‌ଟି ସଂଗ୍ରହ ୪,୯୧୦ କୋଟି ଟଙ୍କା ଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲ୍‌ରେ ଜିଏସ୍‌ଟି ସଂଗ୍ରହ ମାତ୍ର ୩ ପ୍ରତିଶତ ବଢ଼ିଛି…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ଆସି ଚାଲି ଯାଇଥିବା ବାତ୍ୟା ଓ ଆମେ ଦେଖିଥିବା ସଙ୍ଗମ ସିନେମା

ଭୁବନେଶ୍ୱର: (ବିଜୟ ସାହୁ)- ପ୍ରଥମଟି ପ୍ରାକୃତିକ ଓ ଦ୍ୱିତୀୟଟିମାନବିକ । କିନ୍ତୁ ଉଭୟ ହାଇବଜେଟ ଉତ୍ପାଦନ । ଉଭୟରେ ରହିଛି ରୋମାଞ୍ଚ, ରୋମାନ୍ସ, ଉଦ୍ବେଗ , ସ୍ଥିତି ପରିବର୍ତ୍ତନ ।ଉଭୟ ବ୍ୟବସାୟିକ ଦୃଷ୍ଟିରୁ ଭଲ ରିଟର୍ଣ୍ଣ ପ୍ରଦାନ କରିଛନ୍ତି , ମନୋରଞ୍ଜନର ଭରପୂର ଖୋରାକ ଦେଇଛନ୍ତି ।କେବଳ ପାର୍ଥକ୍ୟ ହେଉଛି ପ୍ରଥମ ଟିରେ କୋଲାଟେରାଲ ଡାମେଜ ବିଶେଷ ହେଇ ନାହିଁ , କିନ୍ତୁ ଦ୍ଵିତୀୟ ଟିରେ କୋଲାଟେରାଲ ଡାମେଜ ସର୍ବାଧିକ ହେଇଛି ।ମୁଁ ଆଜି ସଙ୍ଗମ ଫିଲ୍ମ…

Read More