ଆଇପିଏଲରେ ବିଦେଶୀ ଖେଳାଳି ମାଲା – ମାଲ , ମାତ୍ର ଦେଶର ଖେଳାଳିଙ୍କୁ ମିଳୁ ନାହିଁ ତାର ଅଧା ପଇସା …

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଏହି ଖେଳାଳି ୨୪.୭୫ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ସ୍ଥାନ ପାଇଛନ୍ତି। କୋଲକାତା ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଏହି ଖେଳାଳିଙ୍କ ପାଇଁ ୨୪.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା । ଆଜି ଅନୁଷ୍ଠିତ ନିଲାମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଷ୍ଟାର୍କ ଅଳ୍ପ…

Read More

ପାରିବାରିକ ବିବାଦ ଥିଲେ ଟିକେଟ୍ ନାହିଁ, ବିଜେଡି ନେଉଛି ଏପରି ନିଷ୍ପତ୍ତି ……

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ କଥା ମନେ ପକାନ୍ତୁ। ବୋହୂର ସାମାନ୍ୟ ଅଭିଯୋଗ କେମିତି ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରାୟତଃ ଶେଷ କରିଦେଲା। ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ, ଅର୍କେଶ ସିଂଦେଓ ଓ ଅର୍ଜିତା ବିବାଦ, ପିପିଲିର ମହାରଥୀ ପରିବାରର ବିବାଦ ଆଦି ବିଜେଡି ମୁଣ୍ଡବିନ୍ଧାର କାରଣ ହୋଇସାରିଛି। ମାତ୍ର ଆଗାମୀ ନିର୍ବାଚନରେ ପାରିବାରିକ ବିବାଦ ଯେପରି ଅଡୁଆ ନ ହୁଏ, ସେ ନେଇ ବିଜେଡି ସତର୍କ ହେବାକୁ ଯାଉଛି। ଗୋଟିଏ ପରିବାର ଗୋଟିଏ ଟିକେଟ୍…

Read More

ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ…

Read More

ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ । କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ ।…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More

ଜିଆ ହତ୍ୟା ମାମଲରେ,ସୁରୋଜ ଦୋଷମୁକ୍ତ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।ପ୍ରମାଣ ଅଭାବରୁ ବିଚାରପତି  ଏ. ଏସ୍‌. ସୟଦ୍‌ ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି। ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ସୟେଦ୍‌ କହିଲେ, ଯଥେଷ୍ଟ ପ୍ରମାଣ ଅଭାବରୁ ଏହି ଅଦାଲତ ପଞ୍ଚୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, । ୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟ ଜିଆ ଖାନ୍‌ଙ୍କୁ ଫାଶୀ ଲଗାଇ…

Read More

ନବୀନ ସିନା ବିଜେପୁର ରୀତାଙ୍କ ପାଇଁ ଛାଡ଼ିଥିଲେ.. ପୁରୀରୁ ଜିତିଲେ କାହା ପାଇଁ ଛାଡ଼ିବେ ଆସନ……..

ଭୁବନେଶ୍ୱର : (ଲେଖାଟି ଟିକେ ଦୀର୍ଘ ଧୈର୍ଯ୍ୟର ସହ ପଢିବେ ) ପୁରୀ ଜିଲ୍ଲାର ପୁରୀ ସଦର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ପ୍ରାର୍ଥୀ ହେବେ। ନିଜ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପରେ ଏହା ତାଙ୍କର ଦ୍ୱିତୀୟ ଆସନ ହେବ। ପଞ୍ଚମ ପାଳିରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ପ୍ରତି ଶନିବାର ନବୀନ ପଟ୍ଟନାୟକଙ୍କ ସବୁଠୁ ନିକଟତମ ରାଜନୈତିକ ବ୍ୟକ୍ତି…

Read More

ବ୍ଲକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ବସନ୍ତ ମହାକୁର

ଅମରପାଲି;ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବସନ୍ତ ମହାକୁର। ମାତ୍ର ସେ ଦଳରେ ସାଧାରଣ ସଦସ୍ୟ ଥିବା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ପ୍ରଦାନ କରିଥିବା  ଧରିତ୍ରୀ କୁ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା ସଭପତି ବିନୋଦ ପତ୍ର ଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି l  ଗତ ରବିବାର କଂଗ୍ରେସ ର ଦଳୀୟ…

Read More

ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ

ଲଗାତାର ୧୦ମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟେ l   ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ରେପୋ ରେଟ୍‌‌ ଅପରିବର୍ତ୍ତିତ ରହିଥିବାରୁ ହୋମ୍‌‌ ଲୋନ୍‌‌ ଏବଂ ଇଏମ୍‌‌ଆଇରେ ମଧ୍ୟ କୌଣସି ପରିବର୍ତ୍ତନ ହେଵ ନାହିଁ  । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ…

Read More

ଆଉ ନିର୍ବାଚନ ଲଢ଼ିବେନି ଜୁଏଲ୍ ଓରାମ୍

ଭୁବନେଶ୍ୱର : ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ ଆଉ ନିର୍ବାଚନ ଲଢିବେନି ବୋଲି ପୁଣି ସ୍ପଷ୍ଟ କରିଛନ୍ତି ସେ କହିଛନ୍ତି । ଗତ ନିର୍ବାଚନ ବେଳେ ଘୋଷଣା କରିଥିଲି “ବିଧାୟକ କିମ୍ବା ସାଂସଦ ପାଇଁ ଲଢ଼ିବି ନାହିଁ । ମୁଁ ସଙ୍ଗଠନରେ ସକ୍ରିୟ ରହିବି ଏବଂ ଏହାକୁ ସୁଦୃଢ଼ କରିବା ପାଇଁ କାମ କରିବି। ଯଦି ଦଳ ଇଚ୍ଛା କରେ, ତେବେ ମୁଁ ରାଜ୍ୟସଭାକୁ ଯିବି। ମୁଁ ଯୁବ…

Read More