୪୧ଟି ଔଷଧର ମୂଲ୍ୟ ହ୍ରାସ କଲେ ସରକାର …

କେତେକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା  ଔଷଧର ମୂଲ୍ୟ ହ୍ରାସ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ୪୧ ଟି ଔଷଧ ଏବଂ ୬ଟି ଫର୍ମୁଲେସନର ମୂଲ୍ୟକୁ କମ କରାଯିବା ନେଇ ସ୍ଥିର କରିଛି କେନ୍ଦ୍ର ସରକାର। ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍ ଓ ଆଣ୍ଟିବାୟୋଟିକ୍ ଭଳି ଔଷଧ ଶସ୍ତା ହେବ। ନ୍ୟାସନାଲ…

Read More

ଦୁର୍ବଳ ଦଳ ସତ୍ତ୍ୱେ ଶରତ ସବଳ, ଶକ୍ତିଶାଳୀ ଦଳ ଥାଇ  ମନମୋହନ ଦୁର୍ବଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୪ରୁ କଂଗ୍ରେସର ପତନ ଆରମ୍ଭ ହୋଇଛି। ତାହାର ବୋଟ ପ୍ରତିଶତ କମିବାରେ ଲାଗିଛି। ମାତ୍ର ବିଜେପିର ଭୋଟ ହାର ବୃଦ୍ଧି ପାଇବା ସହ ଦଳ ମୁଖ୍ୟ ବିରୋଧି ଦଳ ହୋଇପାରିଛି। ହେଲେ ଗତ ନିର୍ବାଚନ ପରେ ଦଳର ଓଡ଼ିଶାରେ କାର୍ଯ୍ୟକଳାପ ରହସ୍ୟମୟ ଶିଥିଳତା ପରିଲକ୍ଷିତ ହୋଇଛି। ମନମୋହନ ସାମଲ ଦୀର୍ଘଦିନ ଧରି ସଭାପତି ହେବା ପରେ ମଧ୍ୟ କମିଟି ଟିଏ ଅନୁମୋଦନ କରାଇ ପାରିନାହାନ୍ତି। ମାତ୍ର ବର୍ଷେ ମଧ୍ୟରେ ପିସିସି ସଭାପତି ଦାୟିତ୍ୱ…

Read More

ବଜ୍ରପାତର ଜିଲ୍ଲା ପାଲଟିଛି କୋରାପୁଟ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ବଜ୍ରପାତ ବିପଦ ପଡ଼ିଛି। ବିଗତ 4 ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଭୟଙ୍କର ବ୍ରଜପାତ ହେଉଛି। ମାତ୍ର ୭ ମିନିଟ୍ ମଧ୍ୟରେ ଜିଲ୍ଲାରେ ୫୩୯୫ ଥର ବ୍ରଜପାତ ହୋଇଛି। କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ ଦ୍ୱାରା ଏହି ସୂଚନା ସାର୍ବଜନୀନ କରାଯାଇଛି। ଜିଲ୍ଲାର ଜୟପୁର, ସିମିଳିଗୁଡ଼ା, ନନ୍ଦପୁର, ବୈପାରୀଗୁଡ଼ା ଏବଂ ଲମତାପୁଟ ଅଞ୍ଚଳରେ ବ୍ୟାପକ ବଜ୍ରପାତ ହୋଇଥିବା ଜଣାପଡିଛି।

Read More

ମୋଦି ଗ୍ରେସ ଦେଇ ପଳେଇବେ, ଆପଣଙ୍କୁ ନଜର ରଖିବାକୁ ହେବ… ଆସନ୍ତୁ ମାର୍କ ଦେବା..

Modi will give grace and escape, lets have an eye on it give remarks.. ଭୁବନେଶ୍ୱର : (ମୂଳ ଲେଖା- ରଙ୍ଗା ଚରଣ/ ପ୍ରସ୍ତୁତି-ଦୁର୍ଗା ପ୍ରସାଦ)- ମୋହନ ମାଝୀ ସରକାରର ଏକ ବର୍ଷ ପୁର୍ତ୍ତି ଉପଲକ୍ଷେ ବିଭିନ୍ନ ମୁଖ୍ୟ ଧାରାର ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସରକାରକୁ ନମ୍ବର ଦେବା ଆରମ୍ଭ କରିଛନ୍ତି । କିଏ ଫାର୍ଷ୍ଟ ଡିଭିଜନ ଦେଉଛି ତ କିଏ ଶହେରୁ ଶହେ ନମ୍ବର ଦେଉଛି । ଯଦି ନମ୍ବର ଦେଉଛି,…

Read More

ଜୋଫ୍ରାଙ୍କୁ ଟଙ୍କାଟେ ନଦେବା ପାଇଁ କହିଲେ ଗାଭାସ୍କର

ମୁମ୍ବାଇ : ଭାରତୀୟ ପୂର୍ବତନ ବ୍ୟାଟର ଓ ଅଧିନାୟକ ସୁନିଲ ଗାଭାସ୍କର ନିଜର ବୟାନ ପାଇ ସବୁବେଳେ ଚର୍ଚାରେ ଥାଆନ୍ତି । ତେବେ ପୁଣି ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ତାଙ୍କୁ ଚର୍ଚାର କେନ୍ଦ୍ର କରିଛି । ଆଇପିଏଲର ୧୬ତମ ସଂସ୍କରଣରେ ମୁମ୍ବାଇ ଇଂଣ୍ଡିଆନ୍ସର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଘାତ କାରଣରୁ ମେ ୯ ତାରିଖରେ ଆଇପିଏଲରୁ ବାଦ୍ ପଡିଛନ୍ତି । ୮ କୋଟିରେ କିଣା ଯାଇଥିବା ଏହି ଖେଳାଳି ଜମା ପାଞ୍ଚଟି ମ୍ୟାଚ୍…

Read More

ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ବିଧାସଭା ଉପନିର୍ବାଚନରେ ବିଜୟୀ ହେବା ପରେ ଝାରସୁଗୁଡ଼ା ବିଧାୟିକା ଭାବେ ଆଜି ବିଧାନସଭାରେ ଶପଥ ନେଇଛନ୍ତି ଦୀପାଳି ଦାସ। ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ। ଗତ ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କୁ ମାତ୍ ଦେଇ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ ଦୀପାଳି ଦାସ। ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ରାଜସ୍ୱ ମନ୍ତ୍ରୀ ପ୍ରମିଳା ସାହୁ ଓ ବରିଷ୍ଠ ନେତା ଉପସ୍ଥିତ…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ

• ସର୍ବସାଧାରଣଙ୍କ ସୁରକ୍ଷାକୁ ଟିପିଏସଓଡ଼ିଏଲର ଗୁରୁତ୍ୱ• ସବ-ଷ୍ଟେସନ ଚାରିପଟେ ତିଆରି ହେଉଛି ସୁରକ୍ଷା ପାଚେରୀ ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା ସ୍ଥାନୀୟ ଲୋକେ ଏବଂ ବୁଲା ଜୀବଜନ୍ତୁ ବିଦ୍ୟୁତଜନିତ ଦୁର୍ଘଟଣାରୁ ବର୍ତ୍ତିପାରିବେ । ଗତ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ କମ୍ପାନୀ…

Read More

ନିର୍ଦ୍ଵନ୍ଦରେ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ଭବାନୀ ଭୋଇ

ଭୁବନେଶ୍ବର:  ଓଡ଼ିଶା ବିଧାନସଭାରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ହୋଇଛନ୍ତି। ତାଙ୍କର ନାମକୁ ଗୃହରେ ବୁଧବାର ଅପରାହ୍‌ଣରେ ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ଶାସକ ଦଳ ସମେତ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସର ନେତା ରାମଚନ୍ଦ୍ର କାଡ଼ାମ ସମର୍ଥନ ଜଣାଇଛନ୍ତି। ଶ୍ରୀ ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲା ପରେ ତାଙ୍କୁ ବିଧାୟକମାନେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗତକାଲି ସେ ବିଜେପି ପକ୍ଷରୁ ପ୍ରାଥିପତ୍ର ଦାଖଲ କରିଥିଲେ।…

Read More

ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର

ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ…

Read More