ସଞ୍ଜୟଙ୍କୁ ଚେକ୍ ସହ ଗଞ୍ଜାମ ଜିଲ୍ଲା ସମୀକରଣରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ

ଭୁବନେଶ୍ୱର,୧୬।୫ :୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଛି। ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ତେଣୁ ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲା ସମୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବିକ୍ରମ କେଶଶୀ ଆରୁଖଙ୍କୁ ମନ୍ତ୍ରୀ କରିବା ପାଇଁ ଏକ ଆଲୋଚନା ହୋଇଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଯୁବ ବିଧାୟିକା…

Read More

ସରକାର ବଢାଇଲେ ଇପିଏଫ ସୁଧହାର

ଦେଶର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ଭବିଷ୍ୟ ପାଣ୍ଠି ଯୋଜନା ଅଧୀନରେ ଜମା ଉପରେ ସରକାର 8.15 ପ୍ରତିଶତ ସୁଧ ହାର ନିଶ୍ଚିତ କରିଛନ୍ତି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) 28 ମାର୍ଚ୍ଚ 2023 ରେ 2022-23 ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଜମା ଉପରେ 8.15 ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ EPFO…

Read More

ପଦ୍ମ ଛାଡି ଶଙ୍ଖ ଧରିଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ…

ଭୁବନେଶ୍ଵର;ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ ।  ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାର ସଭାପତି ଓ ବିଜେପିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ଭାଜପା ଦଳ ତାଙ୍କୁ ଅଣ ଦେଖା କରିଥିବାରୁ ସେ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି ।ଭୁବନେଶ୍ବର ସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ  ଶଙ୍ଖ ଭବନରେ ଆୟୋଜିତ ମିଶ୍ରମ ପର୍ବରେ ପ୍ରଭାସ ପାଣିଗ୍ରାହି ଓ ତାଙ୍କ ସମର୍ଥକ ମାନେ ବିଜେଡିରେ…

Read More

ଆଗୁଆ ନିର୍ବାଚନ ନେଇ ମୋଦି-ଶାହାଙ୍କ କ’ଣ ରହିଛି ଆଭିମୁଖ୍ୟ ….

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧା ଫାଇନାଲ ଖେଳିବାକୁ ଆଗ୍ରହୀ। ଗୃହ ମନ୍ତ୍ରୀ ଅମିତ ଶାହା ସେମି ଫାଇନାଲ ଖେଳିବା ପାଇଁ କହୁଛନ୍ତି। ଏହି କଥାଟି ସାଧାରଣତଃ ସମସ୍ତଙ୍କ ପାଇଁ ଅବୁଝା। ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁଛୁ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଫାଇନାଲ କୁହାଯାଉଛି। ସେହିପରି ଆଗାମୀ ଦିନରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରମରେ ହେବାରୁ ଥିବା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରୁଛନ୍ତି ଯେ,…

Read More

ଆସୁଛି ବର୍ଷା, ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି …

ଗୁଳୁଗୁଳି ଓ ତାତିରୁ ମିଳିବ ତ୍ରାହି। ଆଜି ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ପରେ ୨୪ ତାରିଖ ସକାଳେ ଅବପାତର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଅବପାତର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ସମୁଦ୍ର ଅଶାନ୍ତ ରହିବ । ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି…

Read More

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଗଡିଲା ତିନି ରଥ …

ପୁରୀ : ଆଜି ତିନି ଠାକୁରଙ୍କ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଵାହୁଡ଼ିବେ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଆରମ୍ଭ ହେଲା ରଥ ଟଣା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଲେ ମହାବାହୁ । ଶରଧାବାଲିରୁ ବାହାରିଛି ୩ ରଥ। ଗଜପତି ମହାରାଜ ଛେରାପହଁରା କରିବା ପରେ ପ୍ରଥମେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷରେ ବିଜେ କରି ଆସୁଛନ୍ତି କାଳିଆ ଠାକୁର…

Read More

ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତର ପ୍ରମୁଖ ଶିଳ୍ପପତି ମାନଙ୍କ କାନାଡ଼ା ଗସ୍ତ

ଭୁବନେଶ୍ୱର, ମେ ୧୨, ୨୦୨୩: ବାଣିଜ୍ୟ ଓ ନିବେଶ ସଂକ୍ରାନ୍ତରେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପାଇଁ କାନାଡା ଗସ୍ତରେ ଥିବା ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହିତ ଦେଶର ପ୍ରମୁଖ ଶିଳ୍ପପତି ମାନଙ୍କ ଏକ ସମୂହ ଫିକି ଅଧ୍ୟକ୍ଷ ତଥା ଇମ୍ଫା ପରିଚାଳନା ନିର୍ଦେଶକ (ଏମଡ଼ି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଯୋଗ ଦେଇଛନ୍ତି । ଗତ ୯ ତାରିଖରେ ଫିକି ଏବଂ କାନାଡ଼ା ବାଣିଜ୍ୟ ପରିଷଦ (ବିସିସି)ର ମିଳିତ ଉଦ୍ୟମରେ ଅନୁଷ୍ଠିତ…

Read More

ସଙ୍ଗଠନକୁ ଫେରିବେ ଧର୍ମେନ୍ଦ୍ର, ସମସ୍ତ ସହଯୋଗ ସହ ମିଳିଲା ସବୁଜ ସଙ୍କେତ

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେପି ବଡ଼ ପ୍ଲାନ ପ୍ରସ୍ତୁତ କରୁଛି। ଜାତୀୟ ରାଜନୀତିର କ୍ଷମତା ଖେଳ ଓ ଦୀର୍ଘ ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ବିଭିନ୍ନ ରାଜ୍ୟର ସଙ୍ଗଠନରେ ଅବସ୍ଥାପିତ କରାଯିବ। କାହାକୁ ରାଜ୍ୟ ବିଜେପି ସଭାପତି କରାଯିବ ତ କାହାକୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ। ଏହି କ୍ରମରେ ଓଡ଼ିଶାରେ କାହାକୁ କଣ କରାଯିବ, ସେ ନେଇ ଉତ୍କଣ୍ଠା ଲାଗି ରହିଛି। ନୂଆ ସଭାପତି, ନୂଆ ପ୍ରଭାରୀ, ସହ…

Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ ନେଇ ଘଣ୍ଟା ବାକି

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପୁର୍ନବାର କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଦଳର 70 ପ୍ରତିଶତ ବିଧାୟକ ସିଦ୍ଧରାମାୟଙ୍କ ସପକ୍ଷରେ ମତ ରଖିଛନ୍ତି। ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଦଳର 3 ପର୍ଯ୍ୟବେକ୍ଷକ ଜଣାଇସାରିଛନ୍ତି। ଏପରିକି ଡିକେ ଶିବକୁମାରଙ୍କୁ କିଛିବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିଦ୍ଧରାମାୟା ସମ୍ମତି ପ୍ରକାଶ କରିଛନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସିଦ୍ଧରାମାୟା-ଡିକେ ଶିବକୁମାରଙ୍କୁ ଏକାଠି ଡାକି ଆଲୋଚନା କରିବାକୁ ନୂଆଦିଲ୍ଲୀ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁନ୍ୟ 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ…

Read More

‘ଟାଇଗର ୩’ ରିଲିଜରେ ପ୍ରେକ୍ଷାଳୟରେ ଫୁଟିଲା ବାଣ …

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇଥିଲେ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ବାସ୍ତବରେ ଦୀପାବଳି ଦିନ ‘ଟାଇଗର ୩’ ରିଲିଜ୍ ହୋଇଛି। ସଲମାନଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ  ଅଛନ୍ତି ।…

Read More