୩ଟି ସ୍ୱର୍ଣ୍ଣ ପଦକ ସହ ଭାରତୀୟ ମହିଳା ରଚିଲେ ଇତିହାସ

ନୂଆଦିଲ୍ଲୀ :  ଜୁନିୟର ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତ ଇତିହାସ ରଚିଛି। ଜୁନିୟର ବିଶ୍ୱ ଚାମ୍ପିଅନସିପ୍ ଜିତିବାରେ ପ୍ରିୟା ମଲିକ୍ ଭାରତର ଦ୍ୱିତୀୟ ମହିଳା ରେସଲର ଭାବେ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟପକ୍ଷରେ ଭେଟେରାନ ରେସଲର ଅନ୍ତିମ ପଂଘଲ ଅଣ୍ଡର -୨୦ ଟାଇଟଲ ଜିତିବାରେ ସଫଳ ହେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଭାରତର ବିଜୟ ପରେ ଭେଟେରାନ ରେସଲର ସାକ୍ସି ମଲିକ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।ସାକ୍ସି ମଲିକ ଅନ୍ତିମ୍…

Read More

ଲକ୍ଷ୍ମୀ ବସର ନାଁ ବଦଳି ହେବ ମୁଖ୍ୟମନ୍ତ୍ରୀ ବସ୍…

ଲକ୍ଷ୍ମୀ ବସ୍’ର ବଦଳିବ ନାଁ। ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡ଼ି ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଙ୍କାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ…

Read More

ବିକ୍ରମ ପଣ୍ଡାଙ୍କ ଆସନ ହେବ ପରିବର୍ତ୍ତନ, ଗଞ୍ଜାମ ଏହି ଆସନରୁ ଲଢିପାରନ୍ତି ପାଣ୍ଡିଆନ୍

ଭୁବନେଶ୍ୱର :  ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ସମୟରେ ଜିଲ୍ଲା ପାଇଁ ସେବହୁତ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ସବୁ ନିର୍ବାଚନମଣ୍ଡଳୀରେ ପ୍ରଶଂସକ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ସେ ବୁଲି ଦେଖିଛନ୍ତି।  ତେଣୁ ସେ ଗଞ୍ଜାମର ଯେ କୌଣସି ଆସନରୁ ବିଜେଡି ଟିକେଟରୁ ଜିତିଯିବାର ସମ୍ଭାବନା ରହିଛି। ସେ ଆସିବେ କି ନ ଆସିବେ, ତାହା ଭିନ୍ନ କଥା। ମାତ୍ର ଟିକେଟ୍ ଦଳର ହାଇକମାଣ୍ଡ ନବୀନ…

Read More

କମିପାରେ ଡୋମେଷ୍ଟିକ ଷ୍ଟିଲ ପ୍ରାଇସ

ନୂଆଦିଲ୍ଲୀ : ଆଗକୁ ଡୋମେଷ୍ଟିକ ମାର୍କେଟରେ ଷ୍ଟିଲ ପ୍ରାଇସ ଆହୁରି କମିବ ବୋଲି ଏହି ସେକ୍ଟେରରେ କର୍ଯ୍ୟରତ ଏସ୍କପର୍ଟମାନେ ମତ ପ୍ରକାଶ କରିଛନ୍ତି । ଚୀନରୁ ଷ୍ଟିଲ ଏସ୍କପୋର୍ଟ ବୃଦ୍ଧି ଯୋଗୁ ଭାରତରେ ଏହାର ଡିମାଣ୍ଡ ଏବଂ ଦର ହ୍ରାସ ପାଇଛି । ମାର୍ଚ୍ଚ ଶେଷ ଭାଗରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ମେ” ମାସରେ ହଟ ରୋଲଡ କଏଲ ମୂଲ୍ୟ ଟନ ପିଛା 57 ହଜାର ଟଙ୍କା ହ୍ରାସ ପାଇଛି । ଏପ୍ରିଲ ତୁଳନାରେ…

Read More

ଲଣ୍ଡା ଗୋପାଳ ନେଇଥିଲା ଶପଥ, ନିଜେ ମରିବା ପୂର୍ବରୁ ନବଙ୍କୁ ମାରିଦେଲା ..କ୍ରାଇମବ୍ରାଞ୍ଚ ଦେଲା ରିପୋର୍ଟ

ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବାହୁବଳି ନେତା ନବଦାସଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମନାକୁ ଆସିଛି। ନବଙ୍କୁ ମାରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ବଜ୍ର ଶପଥ ନେଇଥିଲା। ସ୍ୱର୍ଗତ ଦାସଙ୍କୁ ହତ୍ୟା କରିବା ପାଇଁ  କୁଆଡେ ଏକଦା ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଓଡ଼ିଶା ପୁଲିସ୍ ରେକର୍ଡଭୁକ୍ତ କରିଛି । ହତ୍ୟାକାଣ୍ଡ ପୂର୍ବରୁ ଭାଇ ସତ୍ୟନାରାୟଣ…

Read More

ଚାଲନ୍ତୁ, ଆମ ଭାଷାରେ ଉତ୍କୃଷ୍ଟ ସିନେମା କରିବା

ଭୁବନେଶ୍ୱର : ( ରଙ୍ଗା ଚରଣ ପ୍ରଧାନ )- ସତ୍ୟଜିତ ରାୟଙ୍କର ପ୍ରତ୍ୟେକଟି ସିନେମା ବଙ୍ଗଳା ଉପନ୍ୟାସ ଉପରେ ଆଧାରିତ ଥିଲା। ବାଣିଜ୍ୟିକ ସଫଳତା ପାଇଥିଲା। ଗୋଟିଏ ଦିଗରେ ଅନେକ ବଙ୍ଗଳା ସିନେ କଳାକାର ବମ୍ବେ ଯାଇ ହିନ୍ଦି ସିନେମା ପାଇଁ କାମ କରିଥିଲେ ମଧ୍ୟ ସେମାନେ ବଙ୍ଗଳା ସିନେମା ପାଇଁ ମଧ୍ୟ ସମାନ ସମୟରେ କାମ କରୁଥିଲେ। ସତ୍ୟଜିତ ରାୟ ମାତ୍ର ଗୋଟିଏ ହିନ୍ଦି ସିନେମା ବନାଇ ଥିଲେ । କେବଳ ବଙ୍ଗଳା ସିନେମା କରି…

Read More

ମହାନ ସ୍ୱାଧିନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ରୂପାନ୍ତରଣ

ସମ୍ବଲପୁର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଶନିବାର ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ…

Read More

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଖଣିର ସନ୍ଧାନ…….ରାଜସ୍ୱ ଆଦାୟ କରି ମାଲାମାଲ ହେବେ ମୋହନ ସରକାର

ଭୁବନେଶ୍ୱର : ରାଜ୍ୟରେ  ସୁନା ଖଣିର ସନ୍ଧାନ ମିଳିଛି। ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ସୁନା ଖଣି ରହିଛି।  ସେହିପରି ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା କଂଗ୍ରେସ ବିଧାୟକ  ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ଦେଇଛନ୍ତି।  ଅନୁରୂପ ଭାବେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା,ରୁଆଁସୀ,…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ୫- ଟି ସଚିବ

ପୁରୀ,୧୫/୪:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ସକାଳୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି।ପ୍ରଥମେ ୫-ଟି ସଚିବ ଭିକେ ପାଣ୍ଡିଆନ ଶ୍ରୀସେତୁ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଦେଇଥିଲେ। ଏହାପରେ ସେ ବାଶେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ହେଉଥିବା ଧର୍ମଶାଳା କାମ ବୁଲି…

Read More

ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ

ନୂଆଦିଲ୍ଲୀ :କିରନ ରିଜିଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରାଳୟ । ଅର୍ଜୁନ ରାମ ମେଘୱାଲ ହେଲେ ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ। ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ କିରନରିଜିଜୁଙ୍କୁ ଭୂ- ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।ଏହି ସୂଚନା ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରକାଶିତ ଏକ ପ୍ରକାଶନରେ ଦିଆଯାଇଛି। ଏଥିରେ କୁହାଯାଇଛି ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ମନ୍ତ୍ରୀପରିଷଦ ସଦସ୍ୟଙ୍କ ବିଭାଗରେ ପୁନଃ ଆବଣ୍ଟନ କରାଯାଇଛି। କିରନ ରିଜିଜୁଙ୍କୁ ଆର୍ଥସାଇନ୍ସ…

Read More