ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଆ ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏସୀୟ ହକି ବ୍ରୋଞ୍ଜ ବିଜୟୀ ହେବା ପରେ ଦୀପଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେହିପରି ଦଳଗତ ଭାବେ ସଫଳତା ପାଇଁ ଦୀପଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ବର୍ତ୍ତମାନର  ଯୁବପିଢ଼ିଙ୍କ ପାଇଁ ଆଦର୍ଶ ହୁଅନ୍ତୁ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହି ଗାଁର ଦୀପଗ୍ରେସ…

Read More

Asia cup 2023; ଏସିଆ କପରେ ଦ୍ଵିତୀୟ ଥର ପାଇଁ ବାଂଲାଦେଶଠୁ ହାରିଲା ଭାରତ

କଲୋମ୍ୱର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ସୁପର ୪ ର ଶେଷ ମ୍ୟାଚରେ ଭାରତକୁ ୬ ରନରେ ପରାସ୍ତ କରିଛି ବିପକ୍ଷ ବାଂଲାଦେଶ। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତ ବୋଲିଂ ର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଦଳ ୧୦ ଓଭର୍ ଭିତରେ ତାର ୩ଟି ୱିକେଟ୍ ହରାଇ ସାରିଥିଲା। କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଦଳର ଅଧିନାୟକ ସକିବୁଲ୍ ହସନ୍ (୮୦) ଓ ହରିଦ୍ଵେଙ୍କ (୫୪)…

Read More

ସେପ୍ଟେମ୍ବର ୧୦ ପରେ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ …

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ସବୁଠୁ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ ସେପ୍ଟେମ୍ବର ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁକେଶ ମହାଲିଙ୍ଗ କହିଛନ୍ତି, ବଜେଟ…

Read More

ମତାମତ ଦେଇ ପାରିବେ ଉପଭୋକ୍ତା

ଭୁବନେଶ୍ୱର : (ଆନନ୍ଦ ମହାପାତ୍ର)-ଓଡିଶାର ଏକକୋଟି ଉପଭୋକ୍ତାଙ୍କୁ ପ୍ରାୟ ୫ ବର୍ଷଧରି ଟାଟା ପାୱାର ବିଦ୍ୟୁତସେବା ଯୋଗାଇ ଆସୁଛି। କେନ୍ଦ୍ରୀୟ ଓଡିଶାର ୮ ଟି ଜିଲ୍ଲାକୁ ଜୁନ ପହିଲା ୨୦୨୦ରୁ ଟିପିସିଓଡ଼ିଏଲ ବିଦ୍ୟୁତସେବା ଯୋଗଉଥିବା ବେଳେ ପଶ୍ଚିମ ଓଡିଶାର ୯ଟି ଜିଲ୍ଲା ଓ ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାକୁ ଜାନୁଆରୀ ପହିଲା ୨୦୨୧ରୁ ଯଥାକ୍ରମେ ଟିପିଡବ୍ଲୁଓଡ଼ିଏଲ ଓ ଟିପିଏସଓଡ଼ିଏଲ ବିଦ୍ୟୁତ ଯୋଗାଣ କରୁଛି। ସେହିପରି ଉତ୍ତର ଓଡିଶାର ଅବଶିଷ୍ଟ ୫ଟି ଜିଲ୍ଲାକୁ ଏପ୍ରିଲ ପହିଲା ୨୦୨୧ରୁ ଟାଟା…

Read More

ଆହୁରି ପାଞ୍ଚ ଦିନ ଜାରି ରହିବ ଗରମ

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି ଗ୍ରାଷ୍ମ ଲହରି। ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲାକୁ ହିଟୱେଭ ୱାର୍ଣ୍ଣିଂ…

Read More

Jio ର ଏହି ପ୍ଲାନ ବିଷୟରେ ଜାଣିଲେ ଆପଣ ହୋଇଯିବେ ଖୁସି…

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ। ଦେଶର କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡିତ।ଏପରି ପରିସ୍ଥିତିରେ, ଅଧିକ ଉପଭୋକ୍ତାଙ୍କୁ ନିଜ ସହିତ ଯୋଡିବା ପାଇଁ, ଜିଓ ଏହାର ରିଚାର୍ଜ ଯୋଜନା ତାଲିକାରେ ନୂତନ ରିଚାର୍ଜ ପ୍ଲାନ ଯୋଡିଥାଏ, ଯାହା ଦ୍ୱାରା ଲୋକଙ୍କ ଧ୍ୟାନ ଜିଓ ପ୍ରତି ଆକର୍ଷିତ ହୋଇଥାଏ।ସମ୍ପ୍ରତି, ଜିଓ ଏହାର ୨୦୨୫ ଟଙ୍କାର ନୂତନ ଯୋଜନା ଲଞ୍ଚ କରିଥିଲା, ଯେଉଁଥିରେ ଲୋକମାନେ ୨୦୦ ଦିନର ବୈଧତା ପାଇଁ…

Read More

କାହିଁକି ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଦଶପଲ୍ଲା ବିଧାୟକଙ୍କ ବିରୋଧରେ….କାହା ଦ୍ୱାରା ପରିଚାଳିତ ହେଉଛନ୍ତି ଶ୍ରୀ ବେହେରା

ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ଦଶପଲ୍ଲା। ଏହି ଆସନ ବର୍ତ୍ତମାନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇଯାଇଛି। ମାତ୍ର ଏକଦା ଏହି ଆସନରୁ କଂଗ୍ରେସର ହେଭି୍ୱେଟ୍ ହରିହର କରଣ ଏବଂ ଜନତା ଦଳର ବରିଷ୍ଠ ନେତା ରୁଦ୍ରମାଧବ ରାୟ ପ୍ରମୁଖ ବିଜୟୀ ହୋଇଥିଲେ। ଗତ ତିନୋଟି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ବିଜେଡି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ। ବର୍ତ୍ତମାନ ମଧ୍ୟ ସେହିପରି ଆଲୋଚନା ନିର୍ବାଚନ ମଣ୍ଡଳୀରେ ଜୋର ଧରିଛି।  ନିୟମିତ ପ୍ରାର୍ଥୀ…

Read More

ବାହାନାଗା ରେଳ ଦୁର୍ଘଟଣା : ଘଟଣା ସ୍ଥଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ସ୍ଥିତି  ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। ବାହାନାଗାରେ ଦୁର୍ଘଟଣା ସ୍ଥଳ ଦେଖିବା ପରେ ମୋଦି ବାଲେଶ୍ୱର ହସ୍ପିଟାଲ ଗସ୍ତ କରି…

Read More

ବବିଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର :ରାଜ୍ୟରେ ଦ୍ବିତୀୟ ପର୍ଯ୍ୟୟ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ୍ କମ୍ ଦିନ ରହିଲା । 25 ତାରିଖରେ ହେବାକୁ ଥିବା ଏହି ପର୍ଯ୍ୟୟରେ ଢେଙ୍କାନାଳ ,କେନ୍ଦୁଝର, କଟକ ,ପୁରୀ ,ଭୁବନେଶ୍ବର ଓ ସମ୍ବଲପୁର ସମେତ 6ଟି ଲୋକସଭା ଆସନରେ ଭୋଟ ହେବ । ତେବେ ସମ୍ବଲପୁର ଲୋକସଭା ଆସନରେ  ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ…

Read More

ଶଙ୍ଖ ଭବନ ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟକୁ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରୁ ଦଳର ନେତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ…

Read More