ଟି -୨୦ ବିଶ୍ଵକପ୍: ଏହି ସବୁ ଦଳ ସୁପର୍-୮ ରେ ପାଇବେ ସ୍ଥାନ…

ଓପି ଡେସ୍କ; ଚଳିତ ଟି -୨୦ ବିଶ୍ଵକପରେ ଗତକାଲି ସହ ଆୟୋଜକ ଆମେରିକାକୁ ୮ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ସୁପର୍ -୮ ରେ ସ୍ଥାନ ପକ୍କା କରିଛି। ସେହିପରି ଅନ୍ୟପଟେ ଆଜି ସକାଳେ ‘ଗ୍ରୁପ୍ – ସି ‘ ରେ ନ୍ୟୁଜିଲାଣ୍ଡ କୁ ୧୩ ରନରେ ଆୟୋଜକ ୱେଷ୍ଟ ଇଣ୍ଡିଜ୍ ହରାଇ ବିଶ୍ବକପରୁ ବିଦା କରିଛି। ତେବେ ଆସନ୍ତୁ ନଜର ପକେଇବା କେଉଁ ୮ ଟି ଦଳ ସୁପର୍ -୮ ଦୌଡ଼ରେ ଅଛନ୍ତି। ପ୍ରଥମେ…

Read More

ଶକ୍ତି ପ୍ରଦର୍ଶନ କରିବେ ଅମରେଶ ଓ ଅମରେନ୍ଦ୍ର…….ବିଜେଡି ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର : ବିଜୁ ଜନତା ଦଳରେ ପ୍ରାୟ ଦଶହଜାର ଆଶାୟୀ। ଏକଦା ଦଳର ତିନି ନମ୍ବର ନେତା ପ୍ରଣବ ପ୍ରକାଶ ଦାସ କିଛିଦିନ ତଳେ ଟୁଇଟ୍ କରିଥିଲେ। ୧୪୭ ବିଧାନସଭା, ୨୧ ଲୋକସଭା ଏବଂ ୧୦ ରାଜ୍ୟସଭା ବାଦ୍ ଦେଲେ ଆହୁରି ନଅ ହଜାରୁ ଅଧିକ ଆଶାୟୀ। ମାତ୍ର ପ୍ରତି ନିର୍ବାଚନ ମଣ୍ଡଳୀରେ ହାରାହାରି 3 ଜଣ ପ୍ରମୁଖ ଆଶାୟୀ ରହୁଛନ୍ତି। ଏହି କ୍ରମରେ ଯେଉଁ ଆଶାୟୀମାନଙ୍କର ନିଜସ୍ୱ ସଙ୍ଗଠନ ରହିଛି। ସେମାନେ ନିଜ ନିଜ ତରିକାରେ…

Read More

Asian Games 2023 ; ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ଏହି ଦୁଇ ଖେଳାଳି…

ଏସୀୟ କ୍ରୀଡ଼ାରେ ଭାରତ ଖାତାକୁ ଆଉ ଏକ ସ୍ଵର୍ଣ୍ଣ ପଦକ ଆସିଛି। ଏଥର ଟେନିସର ମିକ୍ସ୍ ଡବଲ୍ସ ଇଭେଣ୍ଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେଙ୍କ ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ ଯୋଡିକୁ ୨-୬, ୬-୩, ୧୦-୪ ରେ ପରାସ୍ତ କରିଛନ୍ତି | ଭାରତୀୟ ଯୋଡି ଫାଇନାଲ ମ୍ୟାଚର ପ୍ରଥମ ସେଟରେ ହାରି ଥିଲେ। ତେବେ ଦ୍ୱିତୀୟ ସେଟରେ ରୋହନ ବୋପାନ୍ନା ଏବଂ ରୁତୁଜା ଭୋସଲେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଶେଷରେ…

Read More

ସେପ୍ଟେମ୍ବର ୧୦ ପରେ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ …

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ସବୁଠୁ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ ସେପ୍ଟେମ୍ବର ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁକେଶ ମହାଲିଙ୍ଗ କହିଛନ୍ତି, ବଜେଟ…

Read More

ପଦୋନ୍ନତି ସମ୍ପର୍କିତ ବିବାଦୀୟ ସର୍କୁଲାରକୁ ରଦ୍ଦକଲେ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଗତ ୧୧, ସେପ୍ଟେମ୍ବର ୨୦୨୪ରେ ଏକ ସର୍କୁଲାର ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କାଳରେ ସଂରକ୍ଷଣ ସୁବିଧା ହାସଲ କରି ଚାକିରି କରିଥିବା  ଜନଜାତି ଓ ଜାତି ବର୍ଗର କର୍ମଚାରୀ, ଅଣ ସଂରକ୍ଷିତ ପଦବୀକୁ ମଧ୍ୟ  ପଦୋନ୍ନତି ପାଇ ପାରିବେ। ଏ ବିବାଦୀୟ ସର୍କୁଲାର କୁ ଆଜି…

Read More

ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନା ଖୋଳତାଡ଼…କ’ଣ ହେବାକୁ ଯାଉଛି ୨୭ ତାରିଖ ବିଜେଡି ବୈଠକରେ……….

ଭୁବନେଶ୍ୱର :  ଅଫିସରରାଜ୍ ଅଧିକ ହୋଇ ଯାଇଥିଲା। ଭି.କେ ପାଣ୍ଡିଆନଙ୍କ ଉପରେ ଦଳ ଓ ଦଳ ବାହାର ଲୋକଙ୍କ ରାଗ ଥିଲା। ତେଣୁ  ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଭୋଟର ପାନେ ଦେଲେ। ଏହାର ନୈତିକ ଦାୟିତ୍ୱ ନେଇ ଭି.କେ ପାଣ୍ଡିଆନ୍ ଭିଡିଓ ଛାଡି ରାଜନୀତିରୁ ସନ୍ୟାସ ନେବା ଘୋଷଣା କଲେ। ସେହି ସନ୍ୟାସକୁ ଆଜି ଯାଏଁ କେହି ବୁଝି ପାରୁନାହାନ୍ତି। କୁଆଡେ ସେ ଏବେ ବି ମଙ୍ଗୁଆଳ। ତାଙ୍କ ପରେ ଦଳର ସର୍ବେସର୍ବା ଥିଲେ ପ୍ରଣବ…

Read More

ଗଞ୍ଜାମରେ ବିଜେଡି ଲେଖା ଛିଡେଇ ଦେଲେ ଦଳୀୟ ନେତା… କୋଟି କୋଟି ଟଙ୍କା ଚାପି ଦେଲେ ଆମଦାନୀ ନେତା….

ଲେଖା ଛିଣ୍ଡିଲା..ଭଲରେ ଛିଣ୍ଡିଲା…ଏମିତି ଛିଣ୍ଡିଲା ଯେ ଏବେ ଯୋଡ଼ିବା କଷ୍ଟକର । . ବ୍ରହ୍ମପୁର ଲୋକସଭା ତଥା ଗଞ୍ଜାମ ରାଜନୀତିର କଥା । ଦିନ ଥିଲା ଗଞ୍ଜାମ ଜିଲ୍ଲାକୁ ପୂରା ପୋଛି ନେଉଥିଲା ବିଜେଡି । ଏହି ଜିଲ୍ଲା ବିଜେଡି ପାଇଁ ଥିଲା ଅଭେଦ୍ୟ ଦୁର୍ଗ । କିନ୍ତୁ ଏଥରକ ନିର୍ବାଚନ, ବିଜେଡିକୁ ସମୂଳେ ପୋଛିନେଲା । କେବଳ ନବୀନ ଜିତିଲେ, ଆଉ ସବୁ ଚିତ୍‌ପଟାଙ୍ଗ ହେଲେ। ପରିସ୍ଥିତି ଏମିତି ହେଲା, ବିଜେଡି ଗଡ଼ କୁହାଯାଉଥିବା ଆସନରୁ…

Read More

ସୁଟିଂ ବିଶ୍ବକପ(ଆଇଏସଏସଏଫ୍)ରେ ଭରତୀୟ ଯୋଡିଙ୍କୁ ସ୍ବର୍ଣ୍ଣ

ବକୁ: ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତ ପାଇଁ ଆଣିଛନ୍ତି  ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ହାତେଉଛନ୍ତି  । ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ‌ପଦକ…

Read More

ବଜ୍ରପାତର ଜିଲ୍ଲା ପାଲଟିଛି କୋରାପୁଟ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ବଜ୍ରପାତ ବିପଦ ପଡ଼ିଛି। ବିଗତ 4 ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଭୟଙ୍କର ବ୍ରଜପାତ ହେଉଛି। ମାତ୍ର ୭ ମିନିଟ୍ ମଧ୍ୟରେ ଜିଲ୍ଲାରେ ୫୩୯୫ ଥର ବ୍ରଜପାତ ହୋଇଛି। କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ ଦ୍ୱାରା ଏହି ସୂଚନା ସାର୍ବଜନୀନ କରାଯାଇଛି। ଜିଲ୍ଲାର ଜୟପୁର, ସିମିଳିଗୁଡ଼ା, ନନ୍ଦପୁର, ବୈପାରୀଗୁଡ଼ା ଏବଂ ଲମତାପୁଟ ଅଞ୍ଚଳରେ ବ୍ୟାପକ ବଜ୍ରପାତ ହୋଇଥିବା ଜଣାପଡିଛି।

Read More

ଫାଇନାଲରେ ନୀରଜ, କିନ୍ତୁ ମଉଳିଲା କିଶୋରଙ୍କ ପଦକ ଆଶା…

ନୀରଜ ଚୋପ୍ରା ଟୋକିଓ ପରି ପ୍ୟାରିସରେ ମଧ୍ୟ ସ୍ବର୍ଣ୍ଣ ପଦକର ଆଶା ଭାରତ ପାଇଁ ଉଦଜିବିତ ରଖିଛନ୍ତି ।ଫାଇନାଲକୁ ପ୍ରଵେଶ କରିବା ପାଇଁ ୮୪ ମିଟର ଭାଲା ଫିଙ୍ଗିବାର ଥିଲା। କିନ୍ତୁ ନିରଜ ନିଜର ପ୍ରଥମ ଥ୍ରୋରେ ୮୯.୩୪ ଦୂରକୁ ଭାଲା ଫିଙ୍ଗି ସିଧାସଳଖ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।ସେହିପରି ନିଜରଙ୍କ ଗ୍ରୁପରେ ଥିବା ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।…

Read More