ଉଜ୍ଜ୍ୱଳ ଭାରତ ଦାବିକୁ ଭିତ୍ତିହୀନ କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଭାରତ ବେଶ ଉଜ୍ଜ୍ୱଳ ଓ ଚମକୁଛି ବୋଲି ଯାହା କୁହାଯାଉଛି ତାହା ସବୁ ଭିତ୍ତିହୀନ ବୋଲି କହିଛନ୍ତି  ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ।  ଏହା କହିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ସ୍ବାମୀ କହିଛନ୍ତି ଯେ ମୁଁ ଭାରତୀୟ ଅର୍ଥନୀତିର ପରିସଂଖ୍ୟାନକୁ ଭଲଭାବେ ଅନୁଶୀଳନ କରିଛି। ଭାରତ ଚମକୁଛି ବୋଲି ଯାହା କୁହାଯାଉଛି ତାହା ଭିତ୍ତିହୀନ। ଯଦି କରୋନା ଜନିତ ସୁଧାରକୁ ବାଦ ଦିଆଯିବ ତେବେ ଦେଶର ଜିଡିପି ଅଭିବୃଦ୍ଧି ୪…

Read More

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି….

ଭୁବନେଶ୍ବର; କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ସମର୍ଥନ  ମିଳିଥିଲା। ଏହାପରେ କଲେଜ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଲେଜ ନିର୍ବାଚନ ଆମର ଦାବି ବୋଲି ସେମାନେ…

Read More

ଝାରସୁଗୁଡ଼ା ଉପନିର୍ବାଚନରେ ଯଦି ଦୀପାଳି ଜିତନ୍ତି, ତେବେ ….

ଭୁବନେଶ୍ୱର,୧୭/୪(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନବ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତ ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ କରିଛନ୍ତି। ମଙ୍ଗଳବାର ବିଜେଡି ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଯଦି ଦୀପାଳି ଦାସ ଏହି ଉପନିର୍ବାଚନ ବୈତରଣୀ ପାର ହୁଅନ୍ତି, ତେବେ ବରଗଡ଼ ଲୋକସଭାରେ ଏକ ନିଆରା ଦୃଷ୍ଟାନ୍ତ ଦେଖିବାକୁ ମିଳିବ। ଏହି ଲୋକସଭା…

Read More

କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More

ପ୍ୟାରିସ ଅଲମ୍ପିକ୍ସରେ ଭାରତର ତୃତୀୟ ପଦକ, ୫୦ ମିଟର ସୁଟିଂରେ ସ୍ଵପ୍ନିଲଙ୍କୁ କାଂସ୍ୟ ..

ସୁଟିଂରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଭାରତକୁ ସୁଟିଂ ରେ ମିଳିଛି । ଭାରତୀୟ ସୁଟର ସ୍ଵପ୍ନିଲ କୁଶେଲ ୫୦ ମିଟର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସୂଚନାଯୋଗ୍ୟ, ପୂର୍ବରୁ ମନୁ ଭାକର ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ…

Read More

ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା

ଭୁବନେଶ୍ଵର; ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ବିସିସିଆଇ ଆଜି ଭରତୀୟ ଦଳ ଘୋଷଣା କରିଛି। ଟିମ୍ ଇଣ୍ଡିଆ ଏହି ଲମ୍ବା ଶୃଙ୍ଖଳାରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି -୨୦ ଖେଳିବାକୁ ଯାଇଛି। ଭରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ କେବଳ ଟେଷ୍ଟ ଏବଂ ଦିନିକିଆ ପାଇଁ ଟିମ୍ ଘୋଷଣା କରିଛି। ଯେଉଁଥିରେ ମୁକେଶ କୁମାର, ଜସ୍ୱୋଷୀ ଜୟସ୍ଵଲ୍, ଏବଂ ଋତୁଜାର ଗାଈକ୍ୱାଡଙ୍କ ପରି ନୂଆ ଚେହେରା ଦେଖିବାକୁ ମିଳିବ। ଜସ୍ଵଶୀଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିବା…

Read More

ଓଡ଼ିଶାରେ ଦୁର୍ଭିକ୍ଷର ଶତାବ୍ଦୀ ପରେ ପଡୋଶୀ ବଙ୍ଗରେ ହୋଇଥିଲା ଅକାଳ

କୋଲକତା: (ବିଜୟ ସାହୁ)- କିଛି ବର୍ଷ ହେଲା କିଛି ଇଂଲିଶ ମେନ  ୱିନଷ୍ଟିନ ଚର୍ଚିଲ ଙ୍କୁ ନିଜର Iconic Hero ଭାବରେ ଦେଖୁଛନ୍ତି , ବ୍ରିଟିଶ ସାମ୍ରାଜ୍ୟର ଉପନିବେଶବାଦ ଜନିତ ଦୁର୍ଭିକ୍ଷ ଓ କ୍ଷୁଧା ବିଭୀଷିକା ପାଇଁ ଯୁଦ୍ଧ କ୍ୟାବିନେଟ ପ୍ରଧାନମନ୍ତ୍ରୀ ୱିନଷ୍ଟିନ ଚର୍ଚ୍ଚିଲଙ୍କ ଆତ୍ମଜୀବନୀରେ ନିଜର Judgement  of Error ପାଇଁ ପଶ୍ଚାତାପ ପରେ ବ୍ରିଟିଶ ସାମ୍ରାଜ୍ୟବାଦର କ୍ଷତକୁ ଭୁଲି ଯାଇ ବ୍ରିଟିଶ ଉପନିବେଶର ଆସ୍ତି ସୂଚକ ଅବଦାନକୁ ନେଇ ପୂର୍ବର ବ୍ରିଟିଶ  ଉପନିବେଶ ଦେଶଗୁଡିକ…

Read More

ଆଉ ଗୋଟିଏ ଦିନ ବଢିଲା ସକାଳୁଆ ସ୍କୁଲ…

ଭୁବନେଶ୍ବର;ଆସନ୍ତାକାଲି ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପ୍ରଥମରୁ  ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ। ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗୁଳୁଗୁଳି ଓ ତାତି କୁ ନଜରରେ ରଖି ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁଆ ସ୍କୁଲ ଖୋଲା ଯାଇଥିଲା। ଏବଂ ଅନେକ ସ୍ଥାନରେ ସ୍କୁଲ୍…

Read More

ଉତ୍ତରପ୍ରଦେଶରୁ ଆଳୁ ଆସିବା
ପ୍ରକ୍ରିୟା ତ୍ୱରାନ୍ୱିତ:ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ,ନାଫେଡ ଅଧିକାରୀ, ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘର କର୍ମକର୍ତ୍ତା ପ୍ରମୁଖ…

Read More

ଗୋଲକ ଏହି ଜିଲ୍ଲା ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ନାହିଁ କାହିଁକି…

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ଗୁଡିକର ସଭାପତିଙ୍କ ନାମ ଘୋଷଣା କରାଯିବ। ରାଜ୍ୟ ସଭାପତି ଗୁଡିକ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ। ଏହି କ୍ରମରେ ଓଡ଼ିଶାରେ ପ୍ରାୟ 37 ସାଙ୍ଗଠନିକ ଜିଲ୍ଲା ରହିଛି। ଯାହାର ସଭାପତିମାନଙ୍କ ନାମ ପ୍ରଥମେ ଘୋଷଣା କରାଯିବ। ଏହି କ୍ରମରେ ଦୁଇଦିନ ପୂର୍ବରୁ ବିଜେପି ୨୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି।…

Read More