ରୋହିତ କୋହଲିଙ୍କ ପାଇଁ ଚମ୍ପିୟାନ ଟ୍ରଫି ହେବ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଏବେ ସଂକଟରେ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ହେତୁ ସେ ସାରା ବିଶ୍ୱରୁ ସମାଲୋଚନା ଛଡା ଆଉ କିଛି ପାଇ ନାହାଁନ୍ତି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ- ୮ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏହି ଆଇସିସି ଟୁର୍ନାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହେବ, ଯେଉଁଥିପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ…

Read More

ଯୁବବର୍ଗ ଅର୍ଥନୈତିକ ବିକାଶର ନୂଆ ଆଶା : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଦେଶର ପ୍ରମୁଖ ବାଣିଜ୍ୟ କୈନ୍ଦ୍ରିକ ସଂସ୍ଥା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି(ଫିକି) ପକ୍ଷରୁ ଦୀର୍ଘ ୩୮ ବର୍ଷ ପରେ ଉତ୍ତର ପ୍ରଦେଶର ଲକ୍ଷ୍ମୌ ଠାରେ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ରୂପାନ୍ତରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଶ୍ରୀ ଆଦିତ୍ୟନାଥ ବାଣିଜ୍ୟ ଅନୁକୂଳ ବାତାବରଣ ସୃଷ୍ଟି କରିବା , ଆଇନ୍ ଓ ଶୃଙ୍ଖଳା ପରିସ୍ଥିତି,…

Read More

ଦିବ୍ୟାଙ୍ଗଙ୍କ ପାଠପଢ଼ାକୁ ସୁଗମ କରିବା ସହ ସମାଜର ମୌଳିକ ଆବଶ୍ୟକତା ପୂରଣ କରିବା ଆମ ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ(ଆଇଏଚଏସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବରେ ଘୋଷଣା କରିଛନ୍ତି । ଏହି ପ୍ରତିଷ୍ଠାନକୁ ୟୁନିଭରସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ଅଟୋନୋମସ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ…

Read More

ଏହି ସରକାରୀ ଯୋଜନାରେ ୨ ଲକ୍ଷ ଜମା କରି ପାଅନ୍ତୁ ୩୨ ହଜାର ସୁଧ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ଚଲାଉଛିନ୍ତି । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ ଚଲାଉଛି, ଯେଉଁଥିରେ ନିବେଶ କରି ଅଧିକ ମାତ୍ରାରେ ସୁଧ ଅର୍ଜନ କରାଯାଇପାରିବ। ଯଦି ଆପଣ ବିବାହିତ ତେବେ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ। ଆମେ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (MSSC) ଯୋଜନା ବିଷୟରେ କହୁଛୁ। ଆପଣଙ୍କୁ କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ…

Read More

୨୧ରେ ବିଧାନସଭା ସର୍ବଦଳୀୟ ବୈଠକ, ୨୩ରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ …

ଭୁବନେଶ୍ବର;୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ। ସେହିପରି ଆସନ୍ତା ୨୩ ତାରିଖରେ ଉପ ବାଚସ୍ପତି ପଦ ଲାଗି ନାମାଙ୍କନ ହେବ। ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ…

Read More

ପୁଣି ଆଉ ଏକ ରେଳ ଦୁର୍ଘଟଣା

ଭୁବନେଶ୍ବର:ପୁଣି ଓଡ଼ିଶାରେ ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଡୁଙ୍ଗୁରୀମାଇନସରୁ ବରଗଡ଼ ଆସୁଥିବା ବେଳେ ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍‌ରଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିଲା । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନାରୁ ଜଣାପଡି଼ଛି ।

Read More

ଏହି ତିନି ଯୁବତୀଙ୍କ ପ୍ରଦର୍ଶନ ଉପରେ ରହିବ ସଭିଙ୍କ ନଜର….

 ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ହେଲେ ସେମାନଙ୍କ ମଧ୍ୟରୁ ତିନୋଟି ଯୁବ ଚେହେରାଙ୍କ ଉପରେ ଟିକେ ବେଶୀ ନଜର ରହିବ। ପୂର୍ବାପେକ୍ଷା ଦଳ ଗୁଡ଼ିକ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତିନି ଉଚ୍ଚ ଶିକ୍ଷିତା ମହିଳା ପ୍ରଥମ ଥର ପାଇଁ ନିର୍ବାଚନ ଲଢିପାରନ୍ତି। ଏହି ତିନି ଜଣେ ହେଲେ ନବରଙ୍ଗପୁର ଡାବୁ ଗାଁର ଡାକ୍ତର ଲିପିକା ମାଝୀ…

Read More

ହ୍ୱାଟସ୍ ଆପ : ରୋଜଗାର ଦେଉଛି – ଛଡେଇ ବି ନେଉଛି, ଗ୍ରାମୀଣ ମହିଳାଙ୍କ ପାଇଁ  ଡିଜିଟାଲ ଦୁନିଆ କେମିତି ସଙ୍କଟ..

ଭୂବନେଶ୍ବର(ଐଶ୍ଵର୍ଯ୍ୟା ପରିଜା) : ଡିଜିଟାଲ ମୋଡରେ ଏବେ ସାରା ଦୁନିଆ । ଓଡ଼ିଶାର ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ମୋବାଇଲ୍ ଫୋନ୍ ଜୀବନରେଖା ପାଲଟିଛି । ମହିଳାଙ୍କ ପାଇଁ ଡିଜିଟାଲ ଦୁନିଆ କେତେବେଳେ ରୋଜଗାରର ମାଧ୍ୟମ ସାଜିଛି ତ ଆଉ କେତେବେଳେ ଭୟର ଉତ୍ସ ପାଲଟିଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଛୋଟ ବ୍ୟବସାୟ ଚଳାଇବା ଠାରୁ ଆରମ୍ଭ କରି ସରକାରୀ ଯୋଜନାଗୁଡ଼ିକୁ ଅନଲାଇନରେ ପ୍ରବେଶ କରିବା ପର୍ଯ୍ୟନ୍ତ, ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ନୂତନ ସୁଯୋଗ ସୃଷ୍ଟି କରିଛି । କିନ୍ତୁ ସୁଯୋଗ…

Read More

ମହାରାଷ୍ଟ୍ରରେ ଘଡି଼କେ ଘୋଡା ଛୁଟୁଛି, ଅଜିତଙ୍କୁ ଅର୍ଥ ବିଭାଗ ନ ଦେବା ପାଇଁ ସିନ୍ଧେ ସମର୍ଥକଙ୍କ ଦାବି, ଅକଳରେ କେନ୍ଦ୍ର ବିଜେପି

ମୁମ୍ବାଇ : ହାତୀ ନେ, ଘୋଡ଼ା ନେ ..ମୋ ପେଁକାଳି ବଜେଇ ଦେ। ଓଡ଼ିଆ ଯାତ୍ରାର ଏହି ଡାଇଲଗ୍ ମହାରାଷ୍ଟ୍ର ରାଜନୀତି ପାଇଁ ବେଶ୍ ସୁହାଉଛି। ହାତୀ, ଦେବୁ, ଘୋଡ଼ା ଦେବୁ କହି ନିଜ ମେଣ୍ଟରେ ସିନା ମିଶେଇ ଦେଲେ। ହେଲେ କ୍ଷମତା ପେଁକାଳୀ ଠିକ୍ ରେ ବାଜିପାରୁନି। ଖାଲି ହାତୀ, ଘୋଡ଼ା ନୁହେଁ, ଇଡ଼ି ଭୟ ଦେଖାଇ ମଧ୍ୟ ଶିବସେନା ଓ ଏନସିପିକୁ ଦୁଇ ଭାଗ କରିଦିଆଗଲା। ହେଲେ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ବିଭାଗ ଆବଣ୍ଟନ…

Read More

National Sports Day 2024; କାହିଁକି ୨୯ ଅଗଷ୍ଟକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ?

ଭୁବନେଶ୍ଵର; ୨୦୧୨ ଠାରୁ, ପ୍ରତିବର୍ଷ ୨୯ ଅଗଷ୍ଟକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ | ବାସ୍ତବରେ, ଏହି ଦିନ କିମ୍ବଦନ୍ତୀ ଖେଳାଳି ଧ୍ୟାନ ଚାନ୍ଦଙ୍କ  ଜନ୍ମ ବାର୍ଷିକ ଭାବେ ମଧ୍ୟ ପାଳନ କରାଯାଏ| ମେଜର ଧ୍ୟାନ ଚାନ୍ଦଙ୍କୁ ‘ମ୍ୟାଜିକ୍ ଅଫ୍ ହକି’ କୁହାଯାଏ। ତାଙ୍କର ୨୨ ବର୍ଷର କ୍ୟାରିୟରରେ ୪୦୦ ରୁ ଅଧିକ ଗୋଲ୍ ସ୍କୋର କରିଥିବା ମହାନ ଖେଳାଳିଙ୍କୁ ମନେ ରଖିବା ପାଇଁ ଭାରତ ସରକାର ୨୦୧୨ ରୁ ତାଙ୍କ ଜନ୍ମ ଦିନକୁ…

Read More