ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ…

ସତ୍ୟବାଦୀ: ବିଜେପି ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ସେ ଇସ୍ତଫା ଦେବା ସହ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ରମାରଞ୍ଜନ ଇସ୍ତଫାପତ୍ରରେ ଲେଖିଛନ୍ତି ବର୍ଷ ବର୍ଷ ଧରି ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ନିଷ୍ଠାରସହ ତୁଲାଇଛି କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି ।…

Read More

Rajya sabha Election 2026, ଡ଼ାର୍କ ହର୍ସ ହୋଇ ପାରନ୍ତି ରଘୁବର, ବସନ୍ତ, ଗୌତମ

ଭୁବନେଶ୍ୱର-(ହରେକୃଷ୍ଣ ଦାସ)- ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ଗୌତମ ରାୟ, ବସନ୍ତ ପଣ୍ଡା ଓ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସତ୍ୟତା ନେଇ ସଂଦେହ ରହିଛି। ବସନ୍ତ ପଣ୍ଡାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନୂଆପଡ଼ା ଉପନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ନୂଆପଡ଼ା ବିଧାନସଭା ଆସନ ଢୋଲକିଆ ପରିବାର ହାତକୁ ଚାଲି ଯାଇଥିବା ବେଳେ ବସନ୍ତ ପଣ୍ଡା ଓ ତାଙ୍କ ପୁଅଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ…

Read More

ଅଷ୍ଟ୍ରେଲିଆକୁ ମିଳିଲା ଆଉ ଏକ ଡେଭିଡ ୱାର୍ନର ଜାଣନ୍ତୁ କେମିତି…

ନିକଟରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଯଦି ଦେଖାଯାଏ ଡେଭିଡ ୱାର୍ନରଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବହୁତ ଭଲ ରହିଥିଲା । ଏହି ବ୍ୟାଟ୍ସମ୍ୟାନ୍ ସମସ୍ତ ତିନୋଟି ଫର୍ମାଟରେ ଉତ୍କୃଷ୍ଟ ବ୍ୟାଟିଂର ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ଅଷ୍ଟ୍ରେଲିଆ ଦଳରେ ଓପନର୍ ଭାବରେ ଡେଭିଡ ୱାର୍ନରଙ୍କୁ ସ୍ଥାନ କିଏ ନେବ ? ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛି ଆଇସିସି ।…

Read More

ବିଧାୟକ ହେବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ଓଡ଼ିଆ ନେତା…ସାଂସଦ ପଦକୁ ନେଇ ଟେକୁଛନ୍ତି…

ଭୁବନେଶ୍ୱର : ଦିନ ଥିଲା ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱର ହେବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିଲା। କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ତଥା ସଂସଦରେ ନିଜର ପରାକାଷ୍ଠା ଦେଖାଇବା ପାଇଁ ରାଜନେତା ଖୁସି ଅନୁଭବ କରୁଥିଲେ। ଦିଲ୍ଲୀରେ ଓଡ଼ିଶାର କଥା ରଖିବାର ଦକ୍ଷତା ଓ ସେଠାରୁ ଲଢି ରାଜ୍ୟର ସାମ୍ବିଧାନିକ ଭାଗ ଆଣିବା ପ୍ରାଥମିକତା ଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ରବି ରାୟ, ସମରେନ୍ଦ୍ର କୁଣ୍ଡୁ, ସୁରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା…

Read More

ଗ୍ରୀଷ୍ମ ପ୍ରବାହର ପ୍ରତିଯୋଗିତାରେ ଆଜି ଝାରସୁଗୁଡା ପ୍ରଥମ …

ଭୁବନେଶ୍ଵର;ଅସମ୍ଭାଳ ତାତିକୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଘରେ ବାହାରେ ତାଣ୍ଡବ ରଚୁଛି ଗ୍ରୀଷ୍ମ ପ୍ରବାହ। ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପଙ୍ଖାରୁ ବାହାରୁଛି ତତଲା ପବନ । ଦିନକୁ ଦିନ ଗରମ ବଢ଼ି ଚାଲିଥିବା ବେଳେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଛୁଇଁଥିଲା । ସେଥିମଧ୍ୟରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଟପିଥିଲା । ଅନୁଗୁଳରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଥିବା ବେଳେ…

Read More

ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଅନୁଷ୍ଟିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେବ ଏହି ସମ୍ମିଳନୀ । ଏଥିରେ ଦେଶ ବିଦେଶର ଐତିହାସିକ, ଭାଷାବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଯୋଗଦେଇ ଓଡ଼ିଆ ଭାଷାର ମହନୀୟ ଅତୀତ ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରିବେ । ଏହି…

Read More

ଏହି କାରଣରୁ ପାଣ୍ଡ୍ୟାଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ ..

ଭୁବନେଶ୍ବର ;  ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ  ଖେଳିବ । ତେବେ ଟି-୨୦ ର ଖେଳାଳି ଘୋଷଣା କରାଯିବ ପରେ ଖେଳ ପ୍ରେମୀଙ୍କ ମନରେ ଅସନ୍ତୁଷ୍ଟ ଦେଖା ଦେଇଥିଲା । କାରଣ ପୂର୍ବରୁ ଟି-20 ଅଧିନାୟକ ଦୌଡରେ ଆଗରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ପଦରୁ ବରଖାସ୍ତ କରାଯାଇ ନୂତନ ଭାବେ ସୁର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ତିଆର…

Read More

“ଆଶା” ର ସ୍ଵେଚ୍ଛାସେବୀଙ୍କୁ ମିଳିଲା “ସେବାଶ୍ରୀ ସମ୍ମାନ” 

କେନ୍ଦୁଝର:  ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତର ନିତ୍ୟାନନ୍ଦ ପୁର ଗ୍ରାମରେ ରବିବାର ଦିନ  ମହା ଶିବରାତ୍ରୀ  ଅବସରରେ ଅନୁଷ୍ଠିତ ଏକ ସାଂସ୍କୃତିକ ଉତ୍ସବରେ ପିଲାଙ୍କ ନାଚ ଗୀତ ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ସମାଜସେବୀ ଙ୍କୁ ସମ୍ମାନୀତ କରାଯାଇଥିଲା।   ମହାଶିବରାତ୍ରି  ପାଳନ ସହିତ ପୂର୍ବ ବର୍ଷ ପରି,  ଶ୍ରୀ ଶ୍ରୀ ଚମ୍ପକେଶ୍ଵର ମହାଦେବ ମନ୍ଦିର ପରିଚାଳନା କମିଟି ଏବଂ ଶାସ୍ତ୍ରୀ ସ୍ମୃତି ପାଠାଗାରର ମିଳିତ ସହଯୋଗରେ…

Read More

୨୦ କୋଟି ଟଙ୍କା ଦୁର୍ନୀତି ମାମଲାର ଆଜାରୁଦ୍ଦିନଙ୍କୁ ନୋଟିସ୍ କଲା ଇଡି

ହାଇଦ୍ରାବାଦ;ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସର ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌। ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ…

Read More

ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରହୁ : ନବୀନ

ଭୁବନେଶ୍ୱର :  ଦେଶର ପଡୋଶୀ ରାଷ୍ଟ୍ରର ଶାସକର ପରିବର୍ତ୍ତନ। ଏହାର ପ୍ରଭାବରେ ପୂର୍ବ ଭାରତର ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭଳି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏକ ବାର୍ତ୍ତା ମାଧ୍ୟମରେ ସ୍ୱାଧିନତା ଦିବସ ପୂର୍ବରୁ ସେ କହିଛନ୍ତି ଯେ,  ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି…

Read More