Jio ର ଏହି ପ୍ଲାନ ବିଷୟରେ ଜାଣିଲେ ଆପଣ ହୋଇଯିବେ ଖୁସି…

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ। ଦେଶର କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡିତ।ଏପରି ପରିସ୍ଥିତିରେ, ଅଧିକ ଉପଭୋକ୍ତାଙ୍କୁ ନିଜ ସହିତ ଯୋଡିବା ପାଇଁ, ଜିଓ ଏହାର ରିଚାର୍ଜ ଯୋଜନା ତାଲିକାରେ ନୂତନ ରିଚାର୍ଜ ପ୍ଲାନ ଯୋଡିଥାଏ, ଯାହା ଦ୍ୱାରା ଲୋକଙ୍କ ଧ୍ୟାନ ଜିଓ ପ୍ରତି ଆକର୍ଷିତ ହୋଇଥାଏ।ସମ୍ପ୍ରତି, ଜିଓ ଏହାର ୨୦୨୫ ଟଙ୍କାର ନୂତନ ଯୋଜନା ଲଞ୍ଚ କରିଥିଲା, ଯେଉଁଥିରେ ଲୋକମାନେ ୨୦୦ ଦିନର ବୈଧତା ପାଇଁ…

Read More

ଇଂଲଣ୍ଡର ବାଜ୍ ବଲକୁ ଜବାବ ଦେଲା ଭାରତୀୟ ସ୍ପିନ, କୁଲଦୀପ – ଅଶ୍ଵିନୀଙ୍କ ଚମତ୍କାର ପ୍ରଦର୍ଶନ…

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଟସ୍ ହାରିବା ସତ୍ତେ ଟିମ୍ ଇଣ୍ଡିଆ ଆରମ୍ଭରେ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା। ମ୍ୟାଚର ପ୍ରଥମ ଇନିଂସରେ ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ଆର ଅଶ୍ୱିନଙ୍କ ଯୋଡି ବେସବଲରେ ପ୍ରାଧାନ୍ୟ ବିସ୍ତାର କରିଥିବା ଇଂଲଣ଼୍ଡର ବ୍ୟାଟରଙ୍କୁ ସ୍ପିନର ଜାଲରେ ଫସାଇଥିଲେ । ଏହି ଦୁଇ ଖେଳାଳି ଏକାଠି ପ୍ରଥମ ଇନିଂସରେ ମୋଟ ୯ ୱିକେଟ୍ ନେଇଛନ୍ତି…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More

ଟି- ୨୦ରେ ସମସ୍ତଙ୍କୁ ପଛରେ ପକାଇଦେଲେ ରବି ବିଷ୍ଣୋଇ

ନୂଆଦିଲ୍ଲୀ : ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ତାଙ୍କ କ୍ରିକେଟ୍ କ୍ୟାରିୟରର  ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର୍‌ ରସିଦ୍ ଖାନ୍‌ଙ୍କୁ ଗାଦିଚ୍ୟୁତ କରି ସେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ରେଟିଂ ପଏଣ୍ଟରେ ରସିଦ୍‌ ୬୯୨ରେ ଥିବାବେଳେ ବିଷ୍ଣୋଇ ୬୯୯ରେ ପହଞ୍ଚିଯାଇଛନ୍ତି। ୫ଟି ସ୍ଥାନ ଉପରକୁ ଉଠି ବିଷ୍ଣୋଇ…

Read More

ITR-Verification Last Date 2023; ITR ଯାଞ୍ଚ୍ କରିନାହାଁନ୍ତି ତେବେ ଜାଣନ୍ତୁ କ’ଣ ହେବ ଅସୁବିଧା …

ଆପଣ ଯଦି ଆଇଟିଆର ଫାଇଲ ୩୧ ଜୁଲାଇ ବା ତାପୂର୍ବରୁ ଦାଖଲ କରିଛନ୍ତି । ତେବେ ଆଇଟିଆର ଯାଞ୍ଚ କରିବା ପାଇଁ ଆପଣ ପାଖରେ ଆଉ ସମୟ ନାହିଁ । ଯଦି ଆପଣ ଏହାର ଯାଞ୍ଚ କରିନାହାନ୍ତି ତେବେ ଆପଣଙ୍କର ଆୟକର ଇନଭ୍ୟାଲିଡ୍ ହୋଇଯିବ । ଆୟକର ବିଭାଗ ଏକ୍ସ ପ୍ଲାଟଫର୍ମରେ ଏହିପରି ଟିକସଦାତାଙ୍କ ପାଇଁ ସୂଚନା ଜାରିକରିଛି । ତେବେ ଆପଣ ଯଦି ପୂର୍ବରୁ ଆଇଟିଆର ଦାଖଲ କରିନାହାଁନ୍ତି ତେବେ ଏହା ଦାଖଲ କରିବା ପାଇଁ…

Read More

ଆଜି କେରଳ ଛୁଇଁଲା ମୌସୁମୀ, ରଜ ବେଳକୁ ଓଦା ହେବ ଓଡ଼ିଶା

ନୂଆଦିଲ୍ଲୀ : ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ ଗୁରୁବାର କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାବତ୍ ଜଣା ପଡ଼ି ନାହିଁ। ୨୦୨୨ ମେ ମାସ ଶେଷ ଆଡ଼କୁ ମୌସୁମୀ କେରଳ ଛୁଇଁଥିଲା। ହେଲେ ଏହା ପୂର୍ବ ବର୍ଷ ୨୦୨୧ରେ…

Read More

ଆଜି ହେରା ପଞ୍ଚମୀ, ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ…

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ନବ ଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। କାଳିଆ ଠାକୁରଙ୍କୁ ଫେରାଇ ଆଣିବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ। ହେଲେ ନଅ ଦିନର ଯାତ୍ରା ନସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହିଥାନ୍ତି। ଏଥିରେ ରାଜି ଯାଇ ଫେରିବା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି…

Read More

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ଵର;  ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଗଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ ମମତା। ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ମମତା ।ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ…

Read More

ରାଜ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡ଼ରୁ ୩ ଜଣ,…

Read More

ଖଡଗେ-ରାହୁଲଙ୍କ ସହ ଓଡ଼ିଶାର କଂଗ୍ରେସ ନେତା କ’ଣ କଥା ହେଲେ…ଚେଲ୍ଲାଙ୍କ ଗୁମର ଖୋଲିଲା….ସୁର ରାଉତରାୟ ରହିଲେନି…

ଭୁବନେଶ୍ୱର :  କଂଗ୍ରେସର ପ୍ରାୟ ୧୫ ପ୍ରତିଶତ ଭୋଟ ରହିଛି।  ଦକ୍ଷିଣ ଓଡ଼ିଶାରେ ଦଲ ମଜଭୁତ ରହିଛି। ମାତ୍ର ସେହିଭଳି ଭାବେ ସାଙ୍ଗଠନିକ କାମ ହୋଇପାରୁନାହିଁ କାହିଁକି। ସୁନୀଲ କାନୁଗୋଲୁଙ୍କ ଟିମ୍ ଦ୍ୱାରା କରାଯାଇଥିବା ସର୍ଭେରୁ ବିଧାୟକମାନଙ୍କ ନାଁରେ କାହିଁକି ନକରାତ୍ମକ ମତ ଆସୁଛି। ଆପଣମାନେ ବିଜେଡ଼ି ଠାରୁ ବହୁଳ ଆର୍ଥିକ ଫାଇଦା ପାଉଥିବା କଥା କାହିଁକି ଉଠୁଛି। ଏହି ଭଳି ଢଙ୍ଗରେ ଓଡ଼ିଶା କଂଗ୍ରେସ ନେତାଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଶ୍ନ କରିଥିଲେ। ଏପରିକି…

Read More