ନୂଆ ପ୍ରଭାରୀଙ୍କୁ ଭୂଆଁ ବୁଲାଇଲେଣି ଓଡ଼ିଶା କଂଗ୍ରେସ ନେତା, ଅଜୟ କହୁଛନ୍ତି ଗୋଟେ..ଛପୁଛି ଗୋଟେ..

ଭୁବନେଶ୍ୱର : ସ୍ଥାୟୀ ଶାସନ ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ବିକାଶ ଆଖି ଦୃଶିଆ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଆସୁଛି। ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ସହ ସାମାଜିକ ନ୍ୟାୟର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ଦ୍ୱାରା ରାଜ୍ୟର ପ୍ରକୃତ ରୂପାନ୍ତରଣ କରାଯାଇପାରିବ। ଏହି କଥା ଡେରିରେ ହେଉ ପଛେ ଏଆଇସିସି ବୁଝିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଯତ୍ନଶୀଳ ଥିଲେ। ପ୍ରଥମ ଦିନର ଅଭିଭାଷଣରେ ଦୁଇ ଲକ୍ଷ କୋଟି ଖଣି ଦୁର୍ନୀତି…

Read More

ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଆରୁଖ, ସୁଦାମ ଓ ସାରଦା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଏବଂ ସଂଗଠନ ମଧ୍ୟରେ ସମନ୍ୱୟକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି l ଏହି କ୍ରମରେ ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି l ଏହି ନେତା ମାନେ ହେଉଛନ୍ତି – ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଏବଂ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ପଦ ଓ…

Read More

ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ ଏକଦିନିଆ କର୍ମଶାଳା

ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ଉନ୍ନତି ପାଇଁ “ଇଣ୍ଡସ ଏଡୁଟ୍ରେନ ପ୍ରାଇଭେଟ ଲିମିଟେଡ଼” ପକ୍ଷରୁ ଭୁବନେଶ୍ୱର ରିଜୋନାଲ ସାଇନ୍ସ ସେଣ୍ଟର ଠାରେ ଦିନିକିଆ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ୧୨୯ଜଣ ଧନ୍ଦାମୂଳକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଭୋକେସନାଲ କୋଡ଼ିନେଟର କୌଶିକ ଉତ୍କଳ ମହାନ୍ତି, ଜ୍ୟୋତି ରଞ୍ଜନ ବିଶ୍ୱାଳ ଏବଂ ସୌନିକ ପଣ୍ଡା ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଓସେପା ପକ୍ଷରୁ ଆୟୋଜିତ ହୋଉଥିଲା…

Read More

ଏଠି ବୋପା ପରେ ପୁଅ ନେତା ହୁଏନି….ଧର୍ମେନ୍ଦ୍ରଙ୍କୁ ବାଣ ମାରି ଚାଲି ଗଲେକି ନଡ୍ଡା….ଜିଲ୍ଲା ଗସ୍ତରେ ପରିବାରବାଦକୁ ମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର:  ଏକଦା କେନ୍ଦ୍ରୀୟ ବିଜେପି ନେତା ହୁଅନ୍ତୁ କି, ଭାରତ ସରକାରଙ୍କ କୌଣସି ମନ୍ତ୍ରୀ ଓଡ଼ିଶା ଆସିଲେ ଭାୟା ଧର୍ମେନ୍ଦ୍ର ପ୍ରଧାନ ଜାଣୁଥିଲେ। ମାତ୍ର କିଛିମାସ ହେବ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ମାତ୍ର ରାଜ୍ୟ ବିଜେପିର ଶକ୍ତି କେନ୍ଦ୍ର ହୋଇ ନାହାନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ତାଙ୍କ ଉପରେ ଭାରି ପଡୁଛନ୍ତି। ମନମୋହନ ସାମଲ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବେ ନା ପୂର୍ବପରି ରାଜ୍ୟ ସଭାପତି ପଦରେ ରହି…

Read More

Epstein File ହରଦୀପ ପୁରୀଙ୍କ Birthday & ପ୍ରଧାନମନ୍ତ୍ରୀ Narendra ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ :(ବିଜୟ ସାହୁ )-ଯେତେବେଳେ ପ୍ରଧାନମନ୍ତ୍ରୀ EpiStinePuRee ଙ୍କୁ Happy Birthday କଲେ ସେତେବେଳେ ଭାବିଲି ପ୍ରଧାନମନ୍ତ୍ରୀ ଯେତେବେଳେ ବିରୋଧୀ ପକ୍ଷଙ୍କୁ ତାଙ୍କର ଦୁଇଟି ସୁନିର୍ବାଚିତ ଶବ୍ଦରେ ଉତ୍ତର ସ୍ପଷ୍ଟ କରିଦେଲେ ଯେ ମନ୍ତ୍ରୀ EpiStinePuree ରାଷ୍ଟ୍ର ହିତରେ ହିଁ ମାତ୍ର 4 ଥର ଜେଫ୍ରି ସହ ସାକ୍ଷାତ କରିଛନ୍ତି ସେତେବେଳେ ମୁଁ ମଧ୍ୟ ଜେଫ୍ରି ଓ ତାଙ୍କ ବନ୍ଧୁ ବାନ୍ଧବୀମାନଙ୍କ  Positive ଦିଗଗୁଡିକ ସମ୍ପର୍କରେ ଜାଣିବା ପାଇଁ ଉଦ୍ବେଳିତ ହେଇ ଉଠିଲି । ଅତଏବ କିଛି…

Read More

ଟିପିଏସ୍‌ଓଡିଏଲ୍‌ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍‌ର ସିଇଓ

ବ୍ରହ୍ମପୁର, ୩୧ ମେ’ ୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦେଶକଙ୍କ ବୋର୍ଡ ବୈଠକରେ ଶ୍ରୀ ଅମିତ ଗର୍ଗଙ୍କୁ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ…

Read More

କେନ୍ଦ୍ର ସରକାରଙ୍କ ବିଜେଡି ପ୍ରୀତି ….ରାଜ୍ୟ ବିଜେପି ନେତାଙ୍କ ପାଇଁ ଅଯାଗା ଘା’…ଶାହାଙ୍କ ଗସ୍ତ ପରେ ଶିଥିଳ ସଙ୍ଗଠନ..

ଭୁବନେଶ୍ୱର : ବିଜେପି ନେତା ତଥା ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ସଙ୍ଗଠନରେ ଶିଥିଳତା ଆସିଛି। ଯେଉଁ ବିଜେପି କର୍ମୀମାନେ 5-ଟି ସଚିବଙ୍କ ଗସ୍ତକୁ ବିରୋଧ କରୁଥିଲେ। ସେହି ବିଜେପି କର୍ମୀମାନେ ଏବେ ଆଉ କଳାପତାକା ପ୍ରଦର୍ଶନ କରୁନାହାନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମୁହଁର ହସ ଏକ ପ୍ରକାର ଲିଭିଯାଇଛି। ଶାହା ଆସିବା ଦିନ ଠାରୁ ମେଣ୍ଟ ରାଜନୀତି ନେଇ ଚର୍ଟ୍ଟା ଜୋର ଧରିଛି। ଏକାଧିକ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ…

Read More

୨୦୧୧ ବିଶ୍ୱକପ ଫାଇନାଲରେ ଧୋନିଙ୍କ ଛକା ବାଜିଥିବା ସିଟ୍ ହେବ ନିଲାମ …

ଚଳିତ ବର୍ଷ ଦିନିକିଆ ବିଶ୍ବକପ ପାଇଁ ସଜେଇ ହେଲାଣି ଭାରତ । ୫ ଅକ୍ଟେବରରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ଏଥର ୧୦ଟି ଦଳ ଭାଗ ନେବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ଏଥର ଭାରତରେ ଖେଳାଯିବାକୁ ଥିବାରୁ ଟିମ୍ ଇଣ୍ଡିଆ ପାଖରେ ଏହାକୁ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଦୀର୍ଘ ୧୨ ବର୍ଷ ପରେ ପୁଣି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଧକ୍ଷତା କରିବାକୁ ଯାଉଛି । ତେବେ ଯଦି ବିଶ୍ବକପ କଥା…

Read More

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ୩୫ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ହାଇଦ୍ରାବାଦ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି  ଅଲ୍ଲୁ ଅର୍ଜୁନ। ଏହାପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଘଟଣାର ଶୁଣାଣି କରି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ…

Read More

୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ…

Read More